Browsing Category
Featured
(video)ବ୍ୟାଣ୍ଡ ବାଜା ବଜାଇ ଓ ଫୁଲମାଳ ଧରି ଗ୍ରାହକଙ୍କ ଘରେ ପହଞ୍ଚିଲା ସ୍ୱିଗି, ଦେଲା ହଟ୍ ସରପ୍ରାଇଜ୍
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆପଣ ଏପରି ଜିନିଷ ଦେଖିବାକୁ ପାଇବେ ଯାହା ବିଷୟରେ ଆପଣ କେବେ ବି କଳ୍ପନା କରି ନ ଥିବେ । ଏଠାରେ ମଜାରେ ମଜାରେ ଲୋକଙ୍କ ସ୍ୱପ୍ନ ବି ପୂରଣ ହୋଇ ଯାଉଛି । ଯେପରିକି ଆପଣ ଏହି ସୋସିଆଲ ମିଡିଆ…
ଟ୍ରେନରେ ବିନା ଟିକେଟରେ ଯାତ୍ରା କରିପାରିବେ ମହିଳା? TTE ବି ବାହାର କରି ପାରିବେନି
ନୂଆଦିଲ୍ଲୀ: ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି । ଭାରତୀୟ ରେଳ ମଧ୍ୟ ସେମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ଏକ ବଡ଼ ଭୂମିକା ନିର୍ବାହ କରୁଛି । ଯାତ୍ରୀମାନଙ୍କ ସମସ୍ତ ପ୍ରକାର…
Big Breaking: ସବୁଜ ପତାକା ଦେଖାଇ ‘ଅମୃତ ଭାରତ’ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅମୃତ ଭାରତ ଟ୍ରେନର ଆଜି ଶେଷରେ ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନିଜର ଅୟୋଧ୍ୟା ଗସ୍ତ ସମୟରେ ଏହାର…
ନଡ଼ିଆ ତେଲରେ ଏହି ଦୁଇଟି ଜିନିଷ ମିଶାଇ ଲଗାନ୍ତୁ, ବନ୍ଦ ହୋଇଯିବ କେଶ ଝଡ଼ିବା
ଲମ୍ବା ଏବଂ ମୋଟା କେଶ ସମସ୍ତଙ୍କ ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ତଥାପି, ଆଜିକାଲି ଅଧିକାଂଶ ଲୋକ କେଶ ଝଡ଼ିବାରେ ଅସୁବିଧା ଭୋଗୁଛନ୍ତି। କେଶ ଝଡ଼ିବା ଦେଖି ଚିନ୍ତା ଆହୁରି ବଢିଯାଏ।କେଶ ଝଡ଼ିବା ବନ୍ଦ କରିବା ପାଇଁ ଲୋକମାନେ…
ନୂଆ ବର୍ଷରେ ‘Midnight Kissing’ ଟ୍ରେଣ୍ଡ: ଜାଣନ୍ତୁ କାହିଁକି ପରସ୍ପରକୁ ‘କିସ’ କରିଥାନ୍ତି ଯୁବକ-ଯୁବତୀ
ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ସାରା ବିଶ୍ୱରେ ଏ ନେଇ ଉତ୍ସବ ଆରମ୍ଭ ହୋଇଯାଇଥାଏ । ତେବେ ଏହି ଉତ୍ସବ ବଡ଼ଦିନରୁ ଆରମ୍ଭ ହୋଇ ୩୧ ତାରିଖ ରାତି ପର୍ଯ୍ୟନ୍ତ ଚାଲିଥାଏ । ଏପରିକି ଭାରତରେ ମଧ୍ୟ ପ୍ରତିବର୍ଷ…
ବିିଳମ୍ବରେ ଆସିଲେ ବନ୍ଦ ହେବ ଦରମା, ବିଏମ୍ସିର ନୂଆ ନିର୍ଦ୍ଦେଶନାମା ଜାରି
ଭୁବନେଶ୍ୱର: ଏଣିକି ଅଫିସ୍କୁ ବିଳମ୍ବରେ ଆସିଲେ ଆଉ ତ୍ରାହି ନାହିଁ । କାରଣ ଏଣିକି ବିଳମ୍ବ କଲେ କର୍ମଚାରୀଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ମହାନଗର ନିଗମ ନେଇଛି ଏହି ବଡ ନିଷ୍ପତ୍ତି ।…
ଏବେ ଅସଲ ରୂପରେ ଆସିଲା କରୋନା, ଭାଙ୍ଗିଲା ୭ମାସର ରେକର୍ଡ
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ୧୯ର ୭୯୭ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୦୯୧ରେ ପହଞ୍ଚିଛି । ଦେଶରେ ଚଳିତ ବର୍ଷ ମେ’ ୧୯ ପରେ ଗୋଟିଏ ଦିନରେ…
‘ଟକ୍ସିକ ମାସ୍କୁଲିନିଟି’ର ଶିକାର ପୁରୁଷ ପରୁଷ ନିଜ ପାଇଁ ମଧ୍ୟ କ୍ଷତିକାରକ: ଜାଣନ୍ତୁ କ’ଣ କହୁଛି ବିଜ୍ଞାନ
ମୁମ୍ବାଇ: 'ଟକ୍ସିକ ମାସ୍କୁଲିନିଟି' ଶବ୍ଦଟି ବର୍ତ୍ତମାନ ସମୟରେ ଇଣ୍ଟରନେଟ ହେଉ ଅବା ସମାଜରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷ କରି 'ଆନିମଲ' ଫିଲ୍ମ ମୁକ୍ତିଲାଭ କରିବା ପରେ ଏହାର ଚର୍ଚ୍ଚା ବଢ଼ିଯାଇଛି । ତେବେ…
ଯାତ୍ରୀଙ୍କ ଚିନ୍ତା ବଢାଇଲା ଘନ କୁହୁଡ଼ି: ଦିଲ୍ଲୀରେ ୮୦ଟି ପ୍ଲାଇଟ୍ ଲେଟ୍, ବିଳମ୍ବରେ ଚାଲୁଛି ଅନେକ ଟ୍ରେନ
ନୂଆଦିଲ୍ଲୀ: ଉତ୍ତର ଭାରତର ଘନ କୁହୁଡ଼ି ଶନିବାର ସଡକ, ରେଳ ଏବଂ ବିମାନ ସେବା ଉପରେ ମଧ୍ୟ ପ୍ରଭାବ ପକାଉଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡି ଯୋଗୁଁ ଅନେକ ବିମାନ ବିଳମ୍ବ ହୋଇଛି।…
IAF ଅଫିସର ହେବାର ସ୍ୱପ୍ନ ହେବ ସତ… ଆବେଦନ କରିବାର ଶେଷ ତାରିଖ ଆଜି
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ପାଇଁ ଅନେକ ଯୁବପିଢୀଙ୍କ ଆଶା ରହିଛି । ତେବେ ଏହି ସ୍ୱପ୍ନ ପୂରଣ କରିବା ପାଇଁ ଆପଣଙ୍କ ପାଖରେ ଆଜି ଶେଷ ତାରିଖ ରହିଛି । କାରଣ ଆଜି ଭାରତୀୟ ବାୟୁସେନା IAF AFCAT…