Browsing Category
Featured
ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ: ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଏହି ଉତ୍ସବ ଅନୁଷ୍ଠିତ ହୋଇଛି ।…
(Video)କେବେ ବି ଭୁଲିପାରିବିନି.., ମୋଦୀଙ୍କ ସହ ଚା’ ପିଇବା ପରେ ଏପରି କ’ଣ ଦେଖି ଚକିତ ହୋଇପଡିଲେ ଫ୍ରାନ୍ସ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଭାରତର ଗଣତନ୍ତ୍ର ଦିବସରେ ଅତିଥି ହୋଇଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ହାୱା ମହଲ ନିକଟରେ ଏକ ଦୋକାନରେ ମାଟି ପାତ୍ରରେ ଚା’ର ଆନନ୍ଦ ନେଇଛନ୍ତି…
ମରାଠା ସଂରକ୍ଷଣ ମାମଲା; ଅନଶନ ଭାଙ୍ଗିଲେ ମନୋଜ ଜାରଙ୍ଗେ ପାଟିଲ
ମୁମ୍ଵାଇ: ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେଇଥିବା ମନୋଜ ଜାରଙ୍ଗେ ପାଟିଲ ଅନଶନ ଶେଷ କରିଛନ୍ତି। ମହାରାଷ୍ଟ୍ର ସରକାର ତାଙ୍କ ଦାବିକୁ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ଏକ…
କାଲି ସନ୍ଧ୍ୟାରେ ନୂଆ ସରକାରଙ୍କ ଶପଥ ଗ୍ରହଣ: ରାଜ ଭବନରେ ପହଞ୍ଚିଲେ ବିଜେପିର ବରିଷ୍ଠ ନେତା
ପାଟନା : ବିହାରରେ ନୀତୀଶ କୁମାରଙ୍କ ସରକାର ପୁଣି ଥରେ ଗଠନ ହେବାକୁ ଯାଉଛି । କୁହାଯାଉଛି ଯେ, ମହା-ଗଠବନ୍ଧନ ସହ ସମ୍ପର୍କ ଭାଙ୍ଗିବା ପରେ ସେ ବର୍ତ୍ତମାନ ଏନଡିଏ କ୍ୟାମ୍ପରେ ଯୋଗଦେବେ । ତେବେ ନିଶ୍ଚିତ ଭାବେ ମିଳିତ…
ସୁପ୍ରିମକୋର୍ଟରୁ ଇମ୍ରାନ ଖାନ୍ଙ୍କୁ ମିଳିଲା ବଡ ଆଶ୍ୱସ୍ତି, ସାଧାରଣ ନିର୍ବାଚନରେ ଲଢିପାରିବ ତାଙ୍କ ଦଳ
ଇସଲାମବାଦ: ୮ ଫେବୃୟାରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ଇମରାନ ଖାନ୍ଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ ଆଶ୍ୱସ୍ତି ମିଳିଛି । ଦେଶର ଶୀର୍ଷ ଅଦାଲତ ତାଙ୍କ ଦଳର ବହୁ ନେତାଙ୍କୁ ନିର୍ବାଚନରେ ଭାଗ ନେବାକୁ…
କ୍ରିକେଟ ମାନଚିତ୍ରରୁ ହଜିଗଲାଣି ଓଡ଼ିଶା: ୩ ଫର୍ମାଟରେ ଓଡ଼ିଆ ଖେଳାଳିଙ୍କ ସ୍ଥାନ ଶୂନ, ଗତ ୨୦ ବର୍ଷର ଇତିହାସ ଦେଖିଲେ ଦୁଃଖ ଲାଗୁଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହକି, ଫୁଟବଲ, ଅଲଟିମେଟ ଖୋ-ଖୋ ଆଦି ବିଭିନ୍ନ ଖେଳର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ଖେଳାଳିଙ୍କୁ ଅଜସ୍ର ପ୍ରୋତ୍ସାହନ ରାଶି ଯୋଗାଇ…
୧ ଫେବୃଆରୀରୁ ବଦଳିଯିବ ଏହି ୪ଟି ନିୟମ, ଆପଣଙ୍କ ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ
ନୂଆଦିଲ୍ଲୀ: ଫେବୃଆରୀ ୧ ରୁ ପେନସନ୍ ଫଣ୍ଡ ଏନପିଏସରୁ ଟଙ୍କା ଉଠାଇବା ଏବଂ ବଲ୍କ ଇମେଲ ସହ ଜଡିତ ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । ଟଙ୍କା ସହିତ ଜଡିତ ଏହି ପରିବର୍ତ୍ତନଗୁଡ଼ିକ ଅନେକ…
INDvsENG ଟେଷ୍ଟ: ପ୍ରଥମ ଇନିଂସରେ ୪୩୬ ରନରେ ସୀମିତ, ୧୯୦ ରନରେ ଆଗୁଆ ଭାରତ
ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ହାଇଦ୍ରାବାଦ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ ୪୩୬ ରନ୍ କରିଛି। ରବୀନ୍ଦ୍ର ଜାଦେଜା, କେଏଲ୍ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଇଂଲଣ୍ଡ ଉପରେ…
ବିଜେପି ଆରମ୍ଭ କଲା ଅପରେସନ ଲୋଟସ୍ ୨.୦, ଆପ୍ ବିଧାୟକଙ୍କୁ ଦେଲା ୨୫ କୋଟିର ଅଫର: କେଜରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ୍)ର ମୁଖ୍ୟ ସଂଯୋଜକ ଶନିବାର ବିଜେପି ଉପରେ ଦିଲ୍ଲୀରେ ଅପରେସନ୍ ଲୋଟସ୍ ୨.୦ ଆରମ୍ଭ କରାଯିବାର ଅଭିଯୋଗ କରିଛନ୍ତି । ଏହା ସହିତ ସେ ଅଭିଯୋଗ କରିଛନ୍ତି କି…
JDU-RJD ମଧ୍ୟରେ ଫାଟ ସୃଷ୍ଟି ହେବାର କାରଣ କ’ଣ: ନୀତିଶ କାହିଁକି ପୁଣି ଥରେ BJP ସହ ହାତ ମିଳାଇବାକୁ ଚାହୁଁଛନ୍ତି
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ତା’ ପୂର୍ବରୁ ଅଚାନକ ବିହାର ରାଜନୀତିରେ ଏକ ବଡ଼ଧରଣର ହଲଚଲ୍ ଦେଖିବାକୁ ମିଳିଛି । ଏକଦା ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ସହ ମେଣ୍ଟ କରି ରାଜ୍ୟରେ ସରକାର…