Browsing Category

Featured

ଭାରତୀୟ ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର; ଇସ୍ରାଏଲ ଆଣିଛି ଦମଦାର ନିଯୁକ୍ତି ସୁଯୋଗ, ମାସିକ ଦରମା ୧.୩୭ ଲକ୍ଷ

ନୂଆଦିଲ୍ଲୀ: ଭାରତର ବିଭିନ୍ନ ରାଜ୍ୟରେ ନିର୍ମାଣ ଶ୍ରମିକଙ୍କୁ ଚାକିରି ଦେବା ଉଦ୍ଦେଶ୍ୟରେ ଇସ୍ରାଏଲରୁ ୧୫ ଜଣିଆ ସଦସ୍ୟ ଭାରତରେ ପହଁଚିଛନ୍ତି । ଯାହାକି ଇସ୍ରାଏଲ-ହମାସ ଯୁଦ୍ଧ ପରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ କରିବାକୁ…

ମଶା କାମୁଡ଼ିଲେ AIDS ହୋଇପାରେ: ପୁଣି ଡେଙ୍ଗୁ ଓ ଚିକନଗୁନିଆ ଭୟ, ଥଣ୍ଡାରେ କିପରି ସାବଧାନ ରହିବେ

ବର୍ତ୍ତମାନ ଥଣ୍ଡା ସିଜିନ୍ ଚାଲିଥିବା ବେଳେ ଏହି ସମୟରେ ପ୍ରାୟତଃ ଆମେମାନେ ଥଣ୍ଡା, ସର୍ଦ୍ଦି ଆଦି ରୋଗରେ ଆକ୍ରାନ୍ତ ହୋଇଥାଉ । ଏହାଛଡ଼ା ଡେଙ୍ଗୁ, ଚିକନଗୁନିଆ ଆଦି ରୋଗ ଅଧିକ ହେବାର ସମ୍ଭାବନା ଥାଏ । କାରଣ ମଶାଙ୍କ…

OSEPA ପକ୍ଷରୁ ନୋଟିଫିକେସନ: କନିଷ୍ଠ ଶିକ୍ଷକ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ବିଶେଷ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୫ ତାରିଖରେ ୨୦ ହଜାର କନିଷ୍ଠ ଶିକ୍ଷକ ପଦର ପରୀକ୍ଷା ଫଳାଫଳ ଘୋଷିତ ହୋଇଥିଲା । କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ଼ରେ ହୋଇଥିବା ପରୀକ୍ଷାର ଫଳାଫଳ ଓଡ଼ିଶା ବିଦ୍ୟାଳୟ ଶିକ୍ଷା…

ଇଲେକ୍ଟ୍ରିକ ଗାଡ଼ି କ୍ରେତାମାନଙ୍କର ଦୂର ହେଲା ଟେନସନ, ବୈଜ୍ଞାନିକମାନେ ତିଆରି କଲେ ସଲିଡ ଷ୍ଟେଟ ବ୍ୟାଟେରୀ, ୧୦ ମିନିଟରେ ଫୁଲ ହେବ ଚାର୍ଜ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ ଗାଡ଼ି କ୍ରେତାମାନଙ୍କ ପାଇଁ ସବୁଠାରୁ ବଡ଼ ଟେନସନ ହେଉଛି ଏହାର ଚାର୍ଜିଙ୍ଗ । ଇଲେକ୍ଟ୍ରିକ ଗାଡ଼ିରେ ହେବୀ ଡ୍ୟୁଟି ଲିଥିୟମ ବ୍ୟାଟେରୀ ଲାଗୁଛି, ଯେଉଁଥିରେ ଚାର୍ଜ କରିବା ପାଇଁ ବହୁତ ସମୟ…

AAPକୁ ପୁଣି ଏକ ବଡ଼ ଝଟକା: ଛତିଶଗଡ଼ ରାଜ୍ୟ ସଭାପତିଙ୍କ ଇସ୍ତଫା, ନିକଟରେ ଜଣେ ବିଧାୟକ ଦଳ ଛାଡ଼ିଥିଲେ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳମାନେ ପ୍ରସ୍ତୁତ ହେଉଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ପୁଣି ଥରେ ଆମ ଆଦମୀ ପାର୍ଟି (ଆପ)କୁ ଲାଗିଛି ଏକ ବଡ଼ ଝଟକା । ଗତ ମାସରେ ଗୁଜରାଟ…

ପାକିସ୍ତାନ ଉପରେ ଇରାନର ମିଜାଇଲ ଓ ଡ୍ରୋନ ଆକ୍ରମଣ, ୨ ଶିଶୁ ମୃତ

ନୂଆଦିଲ୍ଲୀ : ଇରାନ ମଙ୍ଗଳବାର ଦିନ ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ରହୁଥିବା ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ ଦ୍ୱାରା ଆକ୍ରମଣ କରିଛି। ଏହି ଆକ୍ରମଣକୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦୃଢ ନିନ୍ଦା…

“ଅଯୋଧ୍ୟା ରାମ ମନ୍ଦିର ଏକ ସ୍କାରକରେ ପରିଣତ ହେବ”: ସୁପରହିଟ୍‌ ସିରିଏଲ ‘ରାମାୟଣ’ର ଅଭିନେତା

ଓଡିଶା ଭାସ୍କର: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି ସମାରୋହରେ ଯୋଗ ଦେବା ପାଇଁ ଏବେଠୁ ବିଶ୍ୱର କୋଣ ଅନୁକୋଣ ଭକ୍ତଙ୍କ ଆଗମନ…

କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ବାଘର ମୃତ୍ୟୁ

ଓଡ଼ିଶା ଭାସ୍କର: କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ବାଘର ମୃତ୍ୟୁ। ନାମିବ୍ୟାରୁ ଆସିଥିବା ଚିତାବାଘଙ୍କ ମଧ୍ୟରୁ ଆଜି ଶୌର୍ଯ୍ୟ ନାମକ ଚିତା ବାଘର ମୃତ୍ୟୁ ହୋଇଛି। ଆଜି ସକାଳ ୧୧ଟା ସମୟରେ ଚିତାବାଘ ଶୌର୍ଯ୍ୟର…

ମୃତ୍ୟୁ ପରେ ପ୍ରେତଲୋକରୁ ପିତୃଲୋକର ଯାତ୍ରା… କାହିଁକି ଥାଏ ଦୁଃଖ, ଶୋକ ଓ ଯନ୍ତ୍ରଣା ?

ଓଡ଼ିଶା ଭାସ୍କର: ବେଦ, ଉପନିଷଦ ଓ ଶ୍ରୀମଦ୍ ଭଗବତ୍ ଗୀତା ପ୍ରକୃତ ଭାବରେ ଆମ ଜାତି ଧର୍ମର ଦିଗଦର୍ଶନ ଦେଇଅଛି। ଆଜିର ହିନ୍ଦୁ ସମାଜ ବହୁ କ୍ଷେତ୍ରରେ ତା’ର ଧର୍ମ ଓ ଆଚରଣକୁ ଭୁଲି ଯାଇ ଥିଲେ ହେଁ କେତେକ ବିଧି ବିଧାନକୁ…

ଅଲିମ୍ପିକ୍ସ ଯୋଗ୍ୟତା ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଚଳିତ ବର୍ଷ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସ ଗେମ୍ସରେ ଖେଳିବା ପାଇଁ ପ୍ରୟାସକୁ ସୁଦୃଢ଼ କରି ଏଫଆଇଏଚ୍ ହକି ଅଲିମ୍ପିକ୍ସ କ୍ୱାଲିଫାୟରର ସେମିଫାଇନାଲରେ ପ୍ରବେଶ…