Browsing Category

Featured

‘ମୁଁ କୁସ୍ତି ତ୍ୟାଗ କରୁଛି…’ ଅଲିମ୍ପିକ ମେଡାଲିଷ୍ଟ ସାକ୍ଷୀ ମଲ୍ଲିକଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅଲିମ୍ପିକରେ ମେଡାଲ ଜିତି ଦେଶ ପାଇଁ ଗର୍ବ ଆଣିଥିବା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଏକ ବଡ଼ ଘୋଷଣା କରିଛନ୍ତି । ଏକ ପ୍ରେସ କନଫରେନ୍ସ ଜରିଆରେ କୁସ୍ତି ଛାଡ଼ିବା ନେଇ ସୂଚନା ଦେଇଛନ୍ତି ସାକ୍ଷୀ ।…

ତାଜମହଲ ଠାରୁ ବି ସୁନ୍ଦର ହେବ ଅଯୋଧ୍ୟାରେ ତିଆରି ହେଉଥିବା ମସଜିଦ୍‌, ମାଗଣା ଖାଦ୍ୟ ସହ ଚିକିତ୍ସା ବି ହେବ ଉପଲବ୍ଧ

ମୁମ୍ବାଇ: ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅଯୋଧ୍ୟା ଠାରୁ ୨୫ କିଲୋମିଟର ଦୂର ଧନ୍ନିପୁର ଠାରେ ମସଜିଦର ନିର୍ମାଣ କରାଯାଉଛି । ଯେଉଁ ସ୍ଥାନରେ ଏହି ମସଜିଦ୍‌ର…

ପ୍ରଧାନମନ୍ତ୍ରୀଙ୍କୁ ପକେଟ୍ ମାର୍ ସହ ତୁଳନା କରି ଅଡ଼ୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପକେଟ୍ ମାର୍ ସହ ତୁଲନା କରି ଦେଇଥିବା ମନ୍ତବ୍ୟକୁ ନେଇ ଅଡ଼ୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କୁ ଝଟକା ଦେଲେ ଦିଲ୍ଲୀ ହାଇକୋର୍ଟ। ଏପରି ବୟାନ…

IND vs SA; ରାହୁଲଙ୍କ ନିଷ୍ପତ୍ତିକୁ ନେଇ ଆଲୋଚନା: ୩ଟି ଦିନିକିଆରେ ୩ ଜଣ ଖେଳାଳିଙ୍କୁ ଡେବ୍ୟୁ ସୁଯୋଗ

ନୂଆଦିଲ୍ଲୀ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍ ମାର୍କରମ୍ । ସେପଟେ ଭାରତୀୟ ଦଳ ମଧ୍ୟ…

ବୋରିଙ୍ଗ ହୋଇଯାଇଛି କି ରିଲେସନସିପ୍? ପ୍ରେମକୁ ଜାଗ୍ରତ କରିବା ପାଇଁ ଟ୍ରାଏ କରନ୍ତୁ ଏହି ଆଇଡିଆ

ଯେତେବେଳେ ଆମେ ଏକ ନୂତନ ସମ୍ପର୍କକୁ ଯାଉ, ସେଥିରେ ବହୁତ ରୋମାନ୍ସ ଥାଏ, ଆମେ ପରସ୍ପର ସହିତ ସମୟ ବିତାଇବାକୁ ଇଛା କରୁ, କିନ୍ତୁ ସମୟ ସହିତ, ଆମେ ସମ୍ପର୍କରେ ପ୍ରେମର ଅଭାବ ଅନୁଭବ କରିବା ଆରମ୍ଭ କରିଥାଉ। ଯେତେବେଳେ…

ସାଇଲେଣ୍ଟ ଆଟାକରେ ଚାଲିଗଲା ୨ୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ, ବୁଲା କୁକୁରଙ୍କ ଝଗଡା ହେଲା କାଳ

ଚଣ୍ଡୀଗଡ: ରାଜ୍ୟର ମନି ମାଜରା ଅଞ୍ଚଳରେ ବୁଲା କୁକୁର ଆତଙ୍କରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଏକ ନିରୀହ ଶିଶୁର ଜୀବନ ଚାଲିଯାଇଛି । ପିଲାଟି କୁକୁରଙ୍କୁ ଦେଖି ଏତେମାତ୍ରାରେ ଡରି ଯାଇଥିଲା ଯେ, ତାକୁ ସାଇଲେଣ୍ଟ ଆଟାକ୍…

ମାସ୍କ, RTPCR ଟେଷ୍ଟ…. ପୁଣିଥରେ ଫେରିବ କି କରୋନା ଗାଇଡଲାଇନ? ସରକାରଙ୍କ ପ୍ଲାନ କ’ଣ?

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ମହାମାରୀକୁ ନେଇ ଚିନ୍ତା ବଢିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ କେନ୍ଦ୍ର ସରକାର ମଧ୍ୟ କରୋନା ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦେଇ ସାରିଛନ୍ତି । ତେଣୁ ଅଧିକ…

ମହଙ୍ଗାରେ ଆଶ୍ୱସ୍ତି ନାହିଁ! ଯୋଗାଣ କମ ହେବାରୁ ୧୫ ବର୍ଷର ଉଚ୍ଚ ସ୍ତରରେ ପହଁଚିଲା ଚାଉଳ ଦର

ନୂଆଦିଲ୍ଲୀ: ଦେଶରେ ଚାଉଳ ଦର କମିବାର ନାମ ନେଉନାହିଁ । ଅଧିକ ଡିମାଣ୍ଡ କାରଣରୁ ଚାଉଳ ଦର ୧୫ ବର୍ଷର ଉଚ୍ଚ ସ୍ତରରେ ପହଁଚିଛି । ଏଲ ନିନୋ ପ୍ରଭାବରେ ଚାଉଳ ଯୋଗାଣରେ ବାଧା ଉପୁଜିଛି । ଏସିଆ ଏବଂ ଆଫ୍ରିକା ମହାଦେଶରେ ଭାତ…

AICC ପକ୍ଷରୁ ନାମ ଘୋଷଣା: ଓଡ଼ିଶା ଓ ନାଗାଲାଣ୍ଡ ପ୍ରଦେଶ କଂଗ୍ରେସ କମିଟିରେ ନିଯୁକ୍ତି ପାଇଲେ ୧୨ ଜଣ ନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏଥିସହିତ ଓଡ଼ିଶାରେ ମଧ୍ୟ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ମଧ୍ୟରେ କଂଗ୍ରେସ ତା’ର ସଂଗଠନକୁ ସୁଦୃଢ଼ କରିବା…

Bank of Baroda ଓ SBIରେ ଆକାଉଣ୍ଟ ଥିଲେ ଧ୍ୟାନ ଦିଅନ୍ତୁ: ନୂଆ ବର୍ଷ ପୂର୍ବରୁ ଶାଖା ପରିଦର୍ଶନ କରିବା ନିହାତି ଜରୁରୀ

ଓଡିଶା ଭାସ୍କର: ନୂଆ ବର୍ଷ ବା ୨୦୨୪କୁ ମାତ୍ର ଆଉ କେଇ ଦିନ ବାକି ରହିଲା । ତେବେ ଏହା ପୂର୍ବରୁ ଅର୍ଥାତ ୩୧ ଡିସେମ୍ବର ଭିତରେ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟର ଶେଷ ସୀମା ନିର୍ଦ୍ଧାରିତ ହୋଇଛି। ଏହି କ୍ରମରେ BOB…