Browsing Category

Featured

ଇସ୍ତଫା ଦେଲେ ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ସେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା ବର୍ଷ ରାଜ୍ୟରେ…

ଟୁଟୁ ନାୟକଙ୍କୁ ମିଳିଲା ଜାମିନ, ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ମିଳିଲା ଜାମିନ

ଭୁବନେଶ୍ୱର: ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇଥିବା ଓଲିଉଡ୍ ସିନେମା ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଆଜି ଟୁଟୁ ନାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି…

ସବୁଠୁ ମହଙ୍ଗା ମିଠା: ଖଣ୍ଡ ୧୪୦୦ ଓ କିଲୋ ୨୧,୦୦୦ ଟଙ୍କା ରହିଛି ମୁଲ୍ୟ

ଅହମ୍ମଦାବାଦ: ଦିପାବଳୀରେ କେବଳ ବାଣ ଓ ଦୀପ ନୁହେଁ ମିଠାର ଚାହିଦା ମଧ୍ୟ ବହୁତ ବେଶୀ । ଧନୀ ହେଉ ଅବା ଗରିବ ସମସ୍ତେ ଦିପାବଳୀରେ ମିଠା ବେଶ ପସନ୍ଦ କରନ୍ତି । ତେଣୁ ଦିପାବଳୀ ଆସିଲେ ଚଳଚଞ୍ଚଳ ହୋଇଉଠନ୍ତି ମିଠାଦୋକାନୀ ।…

ସମୟ ପୂର୍ବରୁ ଆଗୁଆ ଶୀତଛୁଟି ଲାଗୁ କରିବାକୁ ସରକାରଙ୍କ ନିର୍ଦ୍ଦେଶ, ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ କାରଣରୁ ସମସ୍ତ ସ୍କୁଲକୁ ଛୁଟି କରିଦିଆଯାଇଛି । ଏଠାରେ ୯ରୁ ୧୮ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ପ୍ରଦୂଷଣକୁ ଦେଖି ଡିସେମ୍ବରରେ…

ଓଡ଼ିଶାରେ ପ୍ରଥମ: ଜେଲ ବିଭାଗରେ କାର୍ଯ୍ୟକାରୀ ହେବ ‘ପ୍ରିଜନ୍ ମ୍ୟାନେଜମେଣ୍ଟ ସିଷ୍ଟମ’, ଖସି ପାରିବେନି କଏଦୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କଏଦୀଙ୍କ ପ୍ରତିଭାର ପ୍ରଦର୍ଶନ ପାଇଁ ଜେଲରେ ରେଡିଓ ଜକି…

ଆମେରିକା ସହିତ ଏହି ୧୧ ଦେଶରେ ମିଳିଛି ଭୟାନକ କୋଭିଡ୍ ଭେରିଆଣ୍ଟ, ବୈଜ୍ଞାନିକ କହିଲେ କାମ ଦେବନି ଭ୍ୟାକସିନ

ନୂଆଦିଲ୍ଲୀ:କୋଭିଡ୍ ମହାମାରୀ ବିଶ୍ୱରୁ ଲୋପ ପାଇଯାଇ ନାହିଁ । ଏବେ ଆଶଙ୍କା କରାଯାଉଛି କି ଭବିଷ୍ୟତରେ ଏହା ପୁଣି ଭୟାନକ ରୂପ ନେଇ ଫେରୁଛି । ଖବର ମିଳିଛି କି ଆମେରିକାରେ କୋଭିଡ୍ -୧୯ର ନୂଆ ଭେରିଆଣ୍ଟ ମିଳିଛି ଯାହାକୁ…

ଇଣ୍ଡୋନେସିଆରେ ଭୂକମ୍ପର ଜୋରଦାର ଝଟକା: ୬.୯ ତୀବ୍ରତାରେ କମ୍ପିଉଠିଲା ସୋମଲାକି ସହର

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାନ୍ଦା ସାଗରରେ ପ୍ରବଳ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ୟୁଏସଜିଏସ କହିଛି ଯେ ଭୂକମ୍ପର ତୀବ୍ରତା ୬.୯ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଇଣ୍ଡୋନେସିଆ ସମୟ…

ବିରାଟଙ୍କ ୪୯ତମ ଶତକ ଭାଙ୍ଗିଲା FIFA ବିଶ୍ୱକପ ଫାଇନାଲ ରେକର୍ଡ: ପ୍ରଥମ ଥର ପାଇଁ ଅନଲାଇନରେ ମ୍ୟାଚ ଦେଖିଲେ ୪.୪ କୋଟି ଦର୍ଶକ

ନୂଆଦିଲ୍ଲୀ: ନଭେମ୍ବର ୫ ତାରିଖରେ ଭାରତର ରନ୍ ମେଶିନ୍ ବିରାଟ କୋହଲି ନିଜର ୩୫ତମ ଜନ୍ମଦିବସରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋହଲି ୪୯ତମ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନ…

ପୁଅର ଚିତାକୁ ଡେଇଁଲା ମା’, ବିୟୋଗ ସହି ନ ପାରି ନେଲା ଏପରି ପଦକ୍ଷେପ

ମାଧେପୁରା:ବିହାର ମାଧେପୁରା ଜିଲ୍ଲା ସିଂହେଶ୍ୱର ଥାନା ଅଞ୍ଚଳରେ ଜଣେ ମା’ ନିଜ ପୁତ୍ରର ଅକାଳ ବିୟୋଗକୁ ସହ୍ୟ କରି ନ ପାରି ତା’ର ଜଳନ୍ତା ଚିତାକୁ ଡେଇଁ ପଡିଛି । ଯଦିଓ ଗ୍ରାମବାସୀ ତାଙ୍କ ତୁରନ୍ତ ଅଗ୍ନି ମଧ୍ୟରୁ…

ନିର୍ବାଚନ ସାରି ଫେରୁଥିଲାବେଳେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର: ୩ ମୃତ

ନୂଆଦିଲ୍ଲୀ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଛତିଶଗଡ଼ର ବସ୍ତର ଜିଲ୍ଲା ଅନ୍ତର୍ଗତ ବାହିଗାଓଁ ଅଞ୍ଚଳରେ । ମୃତକମାନେ ହେଲେ ଶିକ୍ଷକ ଶିବ ନେତମ, ସାନ୍ତ୍ରମ…