
Browsing Category
Featured
ଡାର୍କ ୱେବରେ ଭାରତୀୟଙ୍କ ବ୍ୟକ୍ତିଗତ ସୂଚନା କରାଯାଉଥିଲା ବିକ୍ରି, ୪ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଆଇଏଫଏସଓ ୟୁନିଟ୍ Dark webରେ ଭାରତୀୟଙ୍କ ବ୍ୟକ୍ତିଗତ ସୂଚନା ବିକ୍ରୟ ପାଇଁ ଚାରି ଜଣଙ୍କୁ ଗିରଫ କରିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ର ଡାଟା ବ୍ୟାଙ୍କରୁ…
ପରଲୋକରେ ବରିଷ୍ଠ ସାମ୍ୱାଦିକ ରାଧାନାଥ ସାହୁ
ଭୁବନେଶ୍ୱର: ସମ୍ବାଦପତ୍ର ‘ସୁଶାସନ’ ର ଗଜାଂମ ଜିଲ୍ଳା ପ୍ରତିନିଧି ତଥା ବରିଷ୍ଠ ସାମ୍ୱାଦିକ ରାଧାନାଥ ସାହୁଙ୍କର ଗତ ୧୫ ତାରିଖ ଶୁକ୍ରବାର ଦିନ ପରଲୋକ ହୋଇଯାଇଛି। ମୃୁତ୍ୟ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେ…
(Video) ପୃଥିବୀ ଛାଡ଼, ମଙ୍ଗଳ ଗ୍ରହରେ ଗାଡ଼ି ଚଳାଛଉନ୍ତି ଏହି ଭାରତୀୟ ମହିଳା
ନୂଆଦିଲ୍ଲୀ: ପୃଥିବୀର ବିଭିନ୍ନ ରହସ୍ୟମୟୀ ସ୍ଥାନ ଏବଂ ଘଟଣା ବିଷୟରେ ଜାଣିବାକୁ ଲୋକେ ପସନ୍ଦ କରିଥାନ୍ତି । ଏହା ସହିତ ବାକି ଗ୍ରହ ଗୁଡ଼ିକ ସମ୍ପର୍କରେ ଜାଣିବାକୁ ମଧ୍ୟ ଖୁବ ଭଲ ପାଆନ୍ତି । ତେବେ ଆପଣ ଜାଣିଛନ୍ତି କି,…
ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା: ୧୦ ଜଣ ପୋଲିସ ଆହତ
ଓଡିଶା ଭାସ୍କର: ବର୍ତ୍ତମାନର ଏକ ବଡ଼ ଖବର ଯାହା ଆସି ପହଞ୍ଚିଛି, ଦୁର୍ଘଟଣାରେ ୧୦ ଜଣ ପୋଲିସ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାଟି ବାଙ୍ଗିରିପୋଷି ଘାଟିରେ ଘଟିଛି। ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତି…
ଲୋକସଭା ପରେ ଏବେ ରାଜ୍ୟସଭାର ୪୫ ସାଂସଦ ନିଲମ୍ବିତ, ଗୋଟିଏ ଦିନରେ ୭୮ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ: ଲୋକସଭା ପରେ ଏବେ ରାଜ୍ୟସଭାରେ ଆଜି ୪୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହି ସମସ୍ତ ସାଂସଦଙ୍କୁ ଲୋକସଭାରେ ସୁରକ୍ଷାଗତ ତ୍ରୁଟି ମାମଲାରେ ହଙ୍ଗାମା କରିଥିବା ନେଇ ନିଲମ୍ବନ କରାଯାଇଛି ।
ଏହା…
ହୋମ ଲୋନ ସୁଧ ହୋଇଯିବ କମ୍, କେବଳ ପଠାଇବାକୁ ପଡିବ ଗୋଟିଏ ଇ-ମେଲ
ନୂଆଦିଲ୍ଲୀ: ଚାକିରି ଏବଂ ବିଜନେସ କରୁଥିବା ଲୋକଙ୍କ ପାଇଁ ହୋମ ଲୋନର ଇଏମଆଇ ମାସର ସବୁଠାରୁ ବଡ଼ ଖର୍ଚ୍ଚ ହୋଇଥାଏ । ଏହାରି ମଧ୍ୟରେ ଯଦି ଆପଣଙ୍କ ଏକ ଇ-ମେଲ ଆପଣଙ୍କ ଇଏମଆଇ କମ କରିଦେଲେ କିପରି ହେବ । ଆପଣ ନିଜ…
(Video) ଦେହରେ ସେଲୋ ଟେପ୍ ଗୁଡ଼ାଇ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ପୋଲିସ୍
କୋରାପୁଟ: ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ପୋଲିସ୍। ଘଟଣାସ୍ଥଳରୁ ୨୮ କେଜି ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତ ହେଲା ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ମଣ୍ଡଳପଡ଼ା…
ହସ୍ପିଟାଲ ଓପିଡିରେ ଲାଗିଗଲା ନିଆଁ; ୨ ମୃତ, ବହୁ ଗୁରୁତର
ଲକ୍ଷ୍ନୌ: ଏଠିକାର ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ସୋମବାର ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ମିଳିଥିବା ସୂଚନା ଅନୁସାରେ ଏହି ନିଆଁ ହସ୍ପିଟାଲର ପୁରୁଣା ଓପିଡି ଭବନରେ ଲାଗିଥିଲା । କୁହାଯାଉଛି ଏଠାରେ ଏକ…
ମୁଖ୍ୟମନ୍ତ୍ରୀ ଋଣ ଛାଡ଼ ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ, ଏହି ପୋର୍ଟାଲ ମାଧ୍ୟମରେ କରିପାରିବେ ଆବେଦନ
ଭୁବନେଶ୍ୱର: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜଭୁତ କରିବା ଲାଗି ‘ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା’ ଆରମ୍ଭ ହୋଇଛି ।…
ରାଜନେତାଙ୍କୁ ଟାର୍ଗେଟ ! ହ୍ୟାକ୍ ହେଲା ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସବୁକ୍ ଆକାଉଣ୍ଟ
ଭୁବନେଶ୍ୱର : ସାଧାରଣ ଲୋକଙ୍କ ପରେ ଏବେ ରାଜନେତାକୁ ଟାର୍ଗେଟ କରାଯାଉଛି । ଏହାରି ମଧ୍ୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି । ଆକାଉଣ୍ଟ ହ୍ୟାକ୍ କରିଛନ୍ତି ଅଜଣା…