fbpx
Browsing Category

Featured

କାହିଁକି ସ୍କୁଲ ବସ୍ ର ରଙ୍ଗ ହଳଦିଆ ଜାଣନ୍ତୁ ଏହାପଛରେ ଥିବା ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ରାସ୍ତାରେ ଯାଉଥିବା ଅନେକ ଯାନ ଦେଖିଥିବେ, ଯାହା ବିଭିନ୍ନ ରଙ୍ଗର ହେଇଥିବ , କିନ୍ତୁ ସ୍କୁଲ ବସର ରଙ୍ଗ ସବୁବେଳେ ସମାନ ରହିଥାଏ, ଯାହା ହଳଦିଆ। ଆପଣ କେବେ ଚିନ୍ତା କରିଛନ୍ତି କି…

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡିର ରେଜିଷ୍ଟ୍ରେସନ୍ ହେବ ବାତିଲ୍

ନୂଆଦିଲ୍ଲୀ: ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ସର୍କୁଲାର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ମୋଟର ଯାନ ଅଧିନିୟମରେ ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି କରିଛି । ଏହା…

ଏକ ବଡ଼ ଧରଣ ହିମସ୍କଳନରେ ଆଠ ମୃତ ଅନେକ ଗୁରୁତର, ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ :ଚୀନ୍‌ର ରାଜ୍ୟ ଗଣମାଧ୍ୟମ ଅନୁଯାୟୀ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ କହିଛନ୍ତି ଯେ ବୁଧବାର ବିଳମ୍ବିତ ରାତିରେ ପାର୍ବତ୍ୟ ତିବ୍ଦତରେ ଏକ ହିମସ୍କଳନ ଭୁଶୁଡ଼ି ହେବାରୁ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ…

ଏହି ରାଶିରେ ପ୍ରବେଶ କରୁଛନ୍ତି ଶୁକ୍ର, କାହାର ଫିଟିବ ଭାଗ୍ୟ ଆଉ କାହା ଉପରେ ସଙ୍କଟର ଛାୟା

ଶୁକ୍ର ଗ୍ରହଙ୍କୁ କଲ୍ୟାଣର ଦେବତା ଭାବରେ ବିବେଚନା କରାଯାଏ। ଯେତେବେଳେ ବି ତାଙ୍କ ଗମନାଗମନ ହୁଏ ଅନେକ ରାଶିର ଭାଗ୍ୟ ପରିବର୍ତ୍ତନ ହୁଏ । ଯେତେବେଳେ କି କେତେକ ରାଶିଙ୍କୁ ମଧ୍ୟ କ୍ଷତି ସହିବାକୁ ପଡେ। ବର୍ତ୍ତମାନ ସେ…

ଆଜିଠୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଭୁବନେଶ୍ୱର : ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା ଏଥିପାଇଁ କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁରୁଣା ଗାଇଡ଼ଲାଇନ…

ପୁରୁଷଙ୍କ ସେକ୍ସ ଲାଇଫ୍ ଉପରେ ପ୍ରଭାବ ପକାଇଥାଏ ଥାଇରଏଡ୍ ରୋଗ: ଜାଣନ୍ତୁ କିପରି ବର୍ତ୍ତିବେ ?

ଆମ ଶରୀରରେ ଥିବା ଥାଇରଏଡ୍ ଗ୍ରନ୍ଥି ଅନେକ ପ୍ରକାରର ହରମୋନ୍ ତିଆରି କରିଥାଏ । ଏହି ହରମୋନ୍ ଶରୀରର ଅନେକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ । ଶରୀରରେ ଥାଇରଏଡ୍ ସ୍ତରର ଅତ୍ୟଧିକ ବୃଦ୍ଧି କିମ୍ବା ହ୍ରାସ ହେବା ଯୋଗୁଁ…

ମାଡ୍ରାସରେ ପଢ଼ୁଥିବା ଛାତ୍ରଛାତ୍ରୀ ଏଣିକି ପଢିବେ NCERT ପାଠ୍ୟକ୍ରମ, ଏହାସହ ବଦଳିବ ୟୁନିଫର୍ମ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ସରକାର ମଦ୍ରାସାରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବଡ ଆଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ୟୁପିର ସମସ୍ତ ସ୍ୱୀକୃତିପ୍ରାପ୍ତ ତଥା ରାଜ୍ୟ ସହାୟକ ମଦ୍ରାସାଗୁଡ଼ିକରେ…

ଭାରତରେ ଗାମ୍ବିଆର ଉପ-ରାଷ୍ଟ୍ରପତି ବଦାରା ଜୋଫଙ୍କ ପରଲୋକ: ରାଷ୍ଟ୍ରପତି କଲେ ଟ୍ୱିଟ୍

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଗାମ୍ବିଆର ଉପରାଷ୍ଟ୍ରପତି ବଦାରା ଜୋଫଙ୍କର ଭାରତରେ ପରଲୋକ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଉପରାଷ୍ଟ୍ରପତିଙ୍କ ମୃତ୍ୟୁକୁ ଗାମ୍ବିଆର ରାଷ୍ଟ୍ରପତି ଆଦାମା ବାରୋ…

ସମ୍ବେଦନଶୀଳ ତଥ୍ୟ ଲିକ୍ ଅଭିଯୋଗ: ଗିରଫ ହେଲେ ଡାଟା ଏଣ୍ଟ୍ରି ଅପରେଟର

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ପୋଲିସର ଅପରାଧ ଶାଖା ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ସମ୍ବେଦନଶୀଳ ତଥ୍ୟ ଲିକ୍ କରୁଥିବା ଏକ ଗୁପ୍ତଚର ନେଟୱାର୍କକୁ ପର୍ଦ୍ଦାଫାସ୍ କରିଛି । ଗୁପ୍ତଚର କାର୍ଯ୍ୟକଳାପ ତଥା ଟଙ୍କା ବଦଳରେ ବିଦେଶୀ…

ଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡ଼ିଶା ଦେଶରେ ଏକ ନମ୍ବର: ୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

ଭୁବନେଶ୍ୱର: ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଟି ଜିଲ୍ଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ…