Browsing Category

Featured

ତେଲେଙ୍ଗାନା ନିର୍ବାଚନ; ୪୫ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ହାଇଦ୍ରାବାଦ: (ଓଡ଼ିଶା ଭାସ୍କର) ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ୪୫ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । ମହମ୍ମଦ ଆଝାରୁଦ୍ଦିନଙ୍କୁ ରାଜ୍ୟର ହାଇଦ୍ରାବାଦ ସହରର ଜୁବିଲି ହିଲ୍ସ…

ବର୍ତ୍ତମାନ ଭାରତରେ ପ୍ରସ୍ତୁତ ହେବ iPhone : ଆଇଟି ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ : ଏଣିକି ଭାରତରେ ପ୍ରସ୍ତୁତ ହେବ Apple iPhone । ଏନେଇ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଟ୍ୱିଟ କରି ଘୋଷଣା କରିଛନ୍ତି । ଟାଟା ଗ୍ରୁପ ସହ ୱିଷ୍ଟ୍ରନ କାରଖାନା ଅଧିଗ୍ରହଣ ପାଇଁ ବି ଅନୁମୋଦନ ମିଳିଛି ।…

(Video)ଅଭିନୟ ଛାଡି ରାଜରାସ୍ତାରେ ସୁପରଷ୍ଟାର ରଜନୀକାନ୍ତ…ଚପଲ ଓ ସର୍ଟସ୍ ପିନ୍ଧି ବିକୁଛନ୍ତି ଚା’!

ମୁମ୍ବାଇ; ଜଣେ କଳାକାର ଦର୍ଶକଙ୍କ ଆଗରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଥାଏ । ମନରେ କେତେ ଦୁଃଖ କଷ୍ଟ ଅଛି ସେ ସବୁ ସମସ୍ତଙ୍କୁ ଲୁଚାଇ ନିଜର ଅଭିନୟ ଜାରି ରଖିଥାନ୍ତି । କେତେବେଳେ କମେଡି ତ ପୁଣି କେତେବେଳେ ଭରା…

ପାରା ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୨କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୨ କୋଟି ଟଙ୍କା ପୁରସ୍କାର ଘୋଷଣା । ରାଜ୍ୟ ସରକାରଙ୍କ ପକ୍ଷରୁ ୨ କୋଟି ଟଙ୍କା ପୁରସ୍କାର ଘୋଷଣା । ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ…

ଏଣିକି ଅନଲାଇନ ସପିଙ୍ଗରେ ଆଉ ଆସିବନି ଭୁଲ ଜିନିଷ : ଅର୍ଡର କରିବା ପୂର୍ବରୁ କରନ୍ତୁ ଏହି ସେଟିଙ୍ଗ

ନୂଆଦିଲ୍ଲୀ : ଆଜିକା ଦିନରେ ପ୍ରାୟ ଲୋକ ଆଉ ମାର୍କେଟକୁ ଯାଇ ଜିନିଷ କିଣନ୍ତି ନାହିଁ । ଅଧିକାଂଶ ଲୋକେ ଏବେ ଅନଲାଇନ ମାଧ୍ୟମରେ ଜିନିଷ କିଣି ଦିଅନ୍ତି । ଅନଲାଇନ ସାହାର୍ଯ୍ୟରେ ଜିନିଷ କିଣିବା ବେଳେ ଆପଣଙ୍କ ମନରେ…

ଟୁଥପେଷ୍ଟ ଟ୍ୟୁବ୍ ପଛରେ ଥିବା କଲରର ରହିଛି ଅଲଗା ଅଲଗା ଅର୍ଥ, ଚେକ୍ କରି କିଣନ୍ତୁ ଅନ୍ୟଥା ଖୁବ୍ ଶୀଘ୍ର ଖରାପ ହୋଇଯିବ ଆପଣଙ୍କ ଦାନ୍ତ

ନୂଆଦିଲ୍ଲୀ: ପ୍ରତି ବ୍ୟକ୍ତିର ଦିନର ଆରମ୍ଭ ବ୍ରଶ କରିବା ଠାରୁ ହିଁ ହୋଇଥାଏ । ଲୋକମାନେ ବ୍ରଶରେ ପେଷ୍ଟ ଲଗାଇବା ପରେ ଦାନ୍ତ ସଫା କରିଥାନ୍ତି । କିନ୍ତୁ ଏହି ଟୁଥପେଷ୍ଟର ଟ୍ୟୁବ୍ ପଛରେ ଥିବା କଲରକୁ ଆପଣ କେବେ ଚେକ୍…

ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେଲେ ସରକାର, ୨୫ ଟଙ୍କାରେ ବିକ୍ରୀ କରିବେ ପିଆଜ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଟମାଟୋର ଦର ଉଚ୍ଚା ରହିବା ପରେ ଏବେ ଏହାର ମୂଲ୍ୟ ହ୍ରାସ ପାଇବା ଦ୍ୱାରା ଉପଭୋକ୍ତାଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବା ବେଳକୁ ପୁଣି ବଢିଯାଇଛି ପିଆଜର ଦର । ପିଆଜର ଅଖିଳ ଭାରତୀୟ…

World cup 2023; ଦକ୍ଷିଣ ଆଫ୍ରିକା ଆଗରେ ୨୭୧ ରନର ଟାର୍ଗେଟ ରଖିଲେ ବାବର ସେନା

ଚେନ୍ନାଇ : ଦକ୍ଷିଣ ଆଫ୍ରିକା ଆଗରେ ୨୭୧ ରନର ଟାର୍ଗେଟ ରଖିଲେ ବାବର ସେନା । ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପର ୨୬ ତମ ମ୍ୟାଚରେ ଭଲ ବ୍ୟାଟିଂ ପଦର୍ଶନ କରିଛି ପାକିସ୍ତାନ ଟିମ୍ । ପ୍ରଥମେ…

(Video) ୧୫ ବର୍ଷ ପରେ ଘରକୁ ଫେରିଲା ମୃତ ପୁଅ; ସାପ କାମୁଡାରେ ହୋଇଥିଲା ମୃତ୍ୟୁ…

ଓଡ଼ିଶା ଭାସ୍କର: ୧୫ ବର୍ଷ ପରେ ଘରକୁ ଫେରିଲା ମୃତ ପୁଅ, ସାପ କାମୁଡାରେ ପୁଅର ହୋଇଥିଲା ମୃତ୍ୟୁ ଶବକୁ କଦଳୀ ପତ୍ରରେ ବାନ୍ଧି ଭରା ନଈରେ ଭସାଇ ଦେଇଥିଲେ ଘର ଲୋକ । ୧୫ ବର୍ଷ ତଳର କଥା ଯେତେବେଳେ ଅଗେଶର ବୟସ ମାତ୍ର ୧୧…

Video: 6G କ୍ଷେତ୍ରରେ ଭାରତ ହେବ ବିଶ୍ୱର ପ୍ରଥମ, IMC 2023 ରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩ ଇଭେଣ୍ଟ ଆଜି ଅର୍ଥାତ ଅକ୍ଟୋବର ୨୭ ଠାରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଇଭେଣ୍ଟ ତିନି ଦିନ…