Browsing Category
Featured
କ୍ଷୀର ବିକ୍ରିକରି ହୋଇଗଲେ ମାଲାମାଲ, ୧କୋଟିର ତିଆରି କରିଲେ ଘର : ନାମଦେଲେ “ଗୋଧନ ନିବାସ’
ମୁମ୍ବାଇ : ମହାରାଷ୍ଟ୍ର ସୋଲାପୁରର ଜଣେ କୃଷକ ଗାଇର କ୍ଷୀର ବିକ୍ରି କରି ୧ କୋଟିର ବଙ୍ଗଳା ତିଆରି କରିଛନ୍ତି । କୃଷକଙ୍କ ନାମ ହେଲା ପ୍ରକାଶ ଇମ୍ଦେ । ତାଙ୍କର ଏହି ସଫଳତା ଗୋଟିଏ ଗାଇ ଠାରୁ ଆରମ୍ଭ ହୋଇଥିଲା,…
WhatsApp ମେସେଜିଂ ସେବାରେ ବଦଳିଗଲା ଏହି ଫିଚର! ଏବେ ଆହୁରି ସହଜ ହେବ ୟୁଜର୍ସଙ୍କ କାମ
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାର କରିବାର ଅଭିଜ୍ଞତା ଧୀରେ ଧୀରେ ଭଲ ହେବାରେ ଲାଗିଛି। କମ୍ପାନୀ ପ୍ରତିଦିନ ଏଥିରେ ନୂଆ ଫିଚର ଯୋଗ କରୁଛି। ବର୍ତ୍ତମାନ ମେସେଜିଂ ସେବା ଏହାର ଆପରେ ଏକ ନୂତନ ବୈଶିଷ୍ଟ୍ୟ 'ପିନ୍ ଅବଧି'…
କମ୍ ବୟସରୁ ହେଲଥ ଇନସ୍ୟୁରାନ୍ସ ପଲିସି କଲେ ରହିଛି ବହୁ ଫାଇଦା, ପ୍ରିମିୟମ କମ୍ ସହ ଆହୁରି କ’ଣ ଲାଭ ରହିଛି ଆସନ୍ତୁ ଜାଣିନେବା
ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ତଥା ବିଶେଷ କରି କୋଭିଡ୍ ୧୯ ମହାମାରୀ ପରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନେଇ ସଚେତନତା ବହୁ ମାତ୍ରାରେ ବୃଦ୍ଧି ପାଇଛି । ସ୍ୱାସ୍ତ୍ୟ ବୀମା ବା ହେଲଥ ଇନସ୍ୟୁରାନ୍ସ…
ODI WC-2023 ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ ଝଟକା ଦେଲା BCCI: ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଆସିଲା ବଡ ଖବର
ନୂଆଦିଲ୍ଲୀ: ଆସନ୍ତା ଜୁନ ୨୭ ତାରିଖରେ ଜାରି ହେବାକୁ ଯାଉଛି ଦିନିକିଆ ବିଶ୍ୱକପର ସମ୍ପୂର୍ଣ୍ଣ ସୂଚୀ । ଏହି ବଡ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏକ ବଡ ଖବର ବର୍ତ୍ତମାନ ସାମନାକୁ ଆସିଛି ।…
ଆଜି ବର୍ଷର ସବୁଠାରୁ ବଡ ଦିନ, ୨୭ ଜୁନ୍ ଠାରୁ ରାତ୍ରୀର ସମୟ ବଢିବ ଓ ଦିନର ସମୟ ଛୋଟ ହୋଇଯିବ
ପ୍ରୟାଗରାଜ : ଆଜି ବର୍ଷର ସବୁଠାରୁ ବଡ ଦିନ । ଦିନ ରାତି ୨୪ ଘଣ୍ଟା ମଧ୍ୟରୁ ଆଜି ଦିନ ୧୩ ଘଣ୍ଟା ୪୪ ମିନିଟ୍ ରହିବ ଆଉ ରାତି ୧୦ ଘଣ୍ଟା ୧୬ ମିନିଟ୍ ରହିବ । ପ୍ରୟାଗରାଜ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଶାସ୍ତ୍ରୀ କହିଛନ୍ତି…
ଜୁଲାଇ ୧ ରୁ ସାରା ଦେଶରେ ଲାଗୁ ହେବ CAର ନୂଆ ଯୋଜନା: ଲକ୍ଷାଧିକ ଛାତ୍ରଛାତ୍ରୀ ହେବେ ଉପକୃତ, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ସାରା ଦେଶରେ ଲକ୍ଷାଧିକ CA ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଆସନ୍ତା ୧ ଜୁଲାଇରେ CA ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ଚାର୍ଟାର୍ଡ…
ବଡ ଖବର, ଏବେ ରବିବାର ବି ମିଳିବ ୫ ଟଙ୍କିଆ ଆହାର: ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ ଟଙ୍କିଆ ଆହାର ସେବାରେ କରାଯାଇଛି ଏକ ବଡ ପରିବର୍ତ୍ତନ । ଏଣିକି ରବିବାର ମଧ୍ୟ ଆହାର କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ଏ ନେଇ ସମସ୍ତ ମହାନଗର ନିଗମଙ୍କୁ ଅବଗତ…
ୱାଗନର ମୁଖ୍ୟ ପ୍ରିଗୋଝିନ ନୁହଁନ୍ତି ଜେଲ୍ କୋଠରୀରେ ବନ୍ଦୀ ଏହି ବ୍ୟକ୍ତି ହେଉଛନ୍ତି ପୁଟିନଙ୍କ ବଡ ଶତ୍ରୁ
ମସ୍କୋ:ରୁଷରେ ଗୃହଯୁଦ୍ଧର ସଂକଟକୁ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ୨୪ ଘଣ୍ଟା ମଧ୍ୟରେ ଟାଳି ଦେଇଛନ୍ତି । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଏହି ସଙ୍କଟକୁ ଟାଳିବାରେ ପୁଟିନ୍ ନିଜର ମିତ୍ର ତଥା ବେଲାରୁଷ ରାଷ୍ଟ୍ରପତିଙ୍କ…
ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ଏହି ମେଡିସିନ୍ ଶରୀରରୁ ଶୁଖାଇପାରେ ରକ୍ତ…ହୋଇପାରେ ଏହି ଗମ୍ଭୀର ରୋଗ: ରିପୋର୍ଟ
ଆସ୍ପିରିନ୍ ନାମକ ଏକ ମେଡିସିନ୍ ଅଛି, ଯାହା ବିଷୟରେ ପ୍ରାୟତଃ ସମସ୍ତେ ଜାଣିଛନ୍ତି । ଏହା ଏପରି ଏକ ମେଡିସିନ, ଯାହାକୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ବ୍ୟବହୃତ କରାଯାଏ । ଏହା ବ୍ୟତୀତ ଏଥିରେ ଜ୍ୱର ମଧ୍ୟ କମିଯାଏ । ଏଥି…
ଦିଗପହଣ୍ଡି ବସ୍ ଟ୍ରାଜେଡିର ପର୍ଦ୍ଦାଫାଶ: ଏହି କାରଣରୁ ଚାଲିଗଲା ୧୨ ଜଣଙ୍କ ଜୀବନ, କାହାର ଥିଲା ଦୋଷ?
ଦିଗପହଣ୍ଡି: ଗଞ୍ଜାମ ଦିଗପହଣ୍ଡି ବସ୍ ଦୁର୍ଘଟଣା ପଛର ଏକ ବଡ ରହସ୍ୟ ବର୍ତ୍ତମାନ ସାମନାକୁ ଆସିଛି । ଅଧରାତିରେ ଘଟିଯାଇଥିବା ଏହି ଭୟଙ୍କର ଦୁର୍ଘଟଣା ପଛରେ କାହାର ହାତ ଅଛି ତାହା ଏବେ ଧିରେ ଧିରେ ସ୍ପଷ୍ଟ ହେବାକୁ ଯାଉଛି…