Browsing Category

Featured

୫୦ ଦିନ ବିତିଲାଣି ମଣିପୁରରେ ଥମୁନି ହିଂସା, ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଉଗ୍ରବାଦୀଙ୍କ ଦ୍ୱାରା ଗଠିତ ୧୨ ବଙ୍କରକୁ ନଷ୍ଟ କଲେ…

ଇମ୍ଫାଲ: ପ୍ରାୟ ୨ ମାସ ହେବ ମଣିପୁରରେ ହିଂସା ଜାରି ରହିଛି । ଏହାରି ମଧ୍ୟରେ ପୋଲିସ ଓ ସୁରକ୍ଷା ବଳ ମଧ୍ୟ ଉଗ୍ରବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରି ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା…

T-20 ଦଳରେ ରିଙ୍କୁ ସିଂହ ପାଇବେ ସୁଯୋଗ: ଉମେଶଙ୍କୁ ନେଇ BCCIର ବଡ ସୂଚନା!

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳ ଘୋଷଣା ହୋଇ ସାରିଛି । ଏହି ଗସ୍ତରେ ଭାରତୀୟ ଦଳର ଷ୍ଟାର ପେସ୍ ବୋଲର ଉମେଶ ଯାଦବଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ଜୋର…

ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଅ ଦେଖୁଥିଲା ମୋବାଇଲ : ମାଆ ଗାଳି କରିବା ପରେ ଦେଇଦେଲା ଜୀବନ

ଉତ୍ତରପ୍ରଦେଶ : ଆଜିର ଦିନରେ ମୋବାଇଲ ବ୍ୟତୀତ କୌଣସି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ ନାହିଁ । କିନ୍ତୁ ଅତ୍ୟଧିକ ମୋବାଇଲ ବ୍ୟବହାର ଦ୍ୱାରା ଏହା ଖରାପ ଅଭ୍ୟାସରେ ପରିଣତ ହୋଇଯାଉଛି । ଏହି ଖରାପ ଅଭ୍ୟାସ ଅନେକ ସମୟରେ…

(Video) ବିଦ୍ୟୁତ୍ ମନ୍ତ୍ରୀ ହେବ ତ ଏପରି, ମୁଣ୍ଡରେ ବଲ୍‌ବ ଲଗାଇବା ମାତ୍ରେ ଜଳି ଉଠିଲା ! ହସ ରୋକିପାରିଲେନି ସିନ୍ଧିଆ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ବେଳେବେଳେ ସେ ନିଜର ବୟାନ ପାଇଁ ତ’ ଆଉ କେତେବେଳେ ନିଜର ଖାସ୍ ଅନ୍ଦାଜକୁ ନେଇ ସୋସିଆଲ ମିଡିଆରେ ଭାଇରାଲ…

ଦିଗପହଣ୍ଡି ଦୁର୍ଘଟଣା: ପ୍ରଧାନମନ୍ତ୍ରୀ ଘୋଷଣା କଲେ ସହାୟତା ରାଶି, ମିଳିବ ୨ ଲକ୍ଷ

ଗଞ୍ଜାମ: ଦିଗପହଣ୍ଡି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୨ ଜଣ ଯାତ୍ରୀଙ୍କ ପାଇଁ ଗଭୀର ଶୋକ…

ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଆହ୍ୱାନ ସତ୍ତ୍ୱେ କମିଛି ମୁଦ୍ରାସ୍ଫୀତି, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଲେ ଆଗକୁ ଶସ୍ତା ହେବ ଲୋନ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ରେପୋ ରେଟ୍ (ନୀତିଗି ଦର)ରେ କରାଯାଇଥିବା ବୃଦ୍ଧି ଓ ସରକାରଙ୍କ ଦ୍ୱାରା ଯୋଗାଣ ବ୍ୟବସ୍ଥା ସୁଧାରିବା ଦିଗରେ ନିଆଯାଇଥିବା ପଦକ୍ଷେପ…

ଅଧିକ ପେନସନ୍ ପାଇଁ ଆବେଦନ କରିବାର ଆଜି ଶେଷ ଦିନ, ୧୨ ଲକ୍ଷ ଲୋକ କରିଛନ୍ତି ଆପ୍ଲାଏ: ଜାଣନ୍ତୁ କିପରି କରିବେ ଆପଣ ?

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ)ରେ ଇପିଏସରୁ ଅଧିକ ପେନସନ୍ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ଦିନ । ଇପିଏଫଓ ଶେଷ ତାରିଖ୨୬ ଜୁନ୍ ୨୦୨୩ ବୋଲି ସ୍ଥିର କରିଛି । ଏପର୍ଯ୍ୟନ୍ତ…

ପ୍ରେମିକା ଦେଲା ଭୟଙ୍କର Love Bite: ଚାଲିଗଲା ବୟଫ୍ରେଣ୍ଡର ଜୀବନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଅଧିକାଂଶ ପ୍ରେମୀଯୁଗଳ ସାଥୀଙ୍କୁ ଲଭ ବାଇଟ ଦେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଲଭ୍ ବାଇଟ ଖୁବ ଭୟଙ୍କର ହୋଇପାରେ,ଏମିତିକି ଏହି ଲଭ ବାଇଟ ଆପଣଙ୍କ ଜୀବନ ବି ନେଇପାରେ । ଏମିତି ଏକ ଘଟଣା ବର୍ତ୍ତମାନ…

ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE, ୪ଟି ସିଫ୍ଟରେ ହେବ ପରୀକ୍ଷା

ଭୁବନେଶ୍ୱର: ବି.ଟେକ୍‍., ଏମ୍‍.ବି.ଏ., ଏମ୍‍.ସି.ଏ. ଆଦି ପାଠ୍ୟକ୍ରମରେ ନାମଲେଖାପାଇଁ ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା - ଓ.ଜେ.ଇ.ଇ.ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଦ୍ୱିତୀୟ ଓ.ଜେ.ଇ.ଇ. ପରୀକ୍ଷା…

‘ଦୁହେଁ ଦୁହିଁଙ୍କୁ ଚପଲରେ ପିଟିବେ… ଭାଙ୍ଗିଯିବ କର୍ଣ୍ଣାଟକ ସରକାର’: ଦାବି କରୁଛନ୍ତି ବିଜେପି ବିଧାୟକ

ବେଙ୍ଗଲୁରୁ: ଏକ ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକର ବିଜେପି ନେତା ତଥା ବିଧାୟକ ବସନଗୌଡା ପାଟିଲ ଯତନାଲ । ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀଙ୍କୁ ନେଇ ସେ ଏହି ବଡ ବୟାନ…