Browsing Category

Featured

(Video) ତରଭୁଜରେ ଆଙ୍କିଲେ ହନୁମାନଙ୍କ ଚିତ୍ର: ସେଫ୍ ଭିଡିଓ ସେୟାର କରି ଲେଖିଲେ ଜୟ ଶ୍ରୀ ରାମ-ଜୟ ବଜରଙ୍ଗବାଲି

ନୂଆଦିଲ୍ଲୀ: କୁହାଯାଏ ଯେ 'ଜଣେ ପ୍ରକୃତ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ କୌଣସି ପ୍ଲାଟଫର୍ମର ଆବଶ୍ୟକ କରନ୍ତି ନାହିଁ ଏବଂ ସେ ଯେଉଁଠାରେ ମଧ୍ଯ ନିଜ ପ୍ରତିଭା ଦେଖାଇଥାନ୍ତି।' ଏହି ସମୟରେ, ଏହି…

ଶସ୍ତା ସୁନା କିଣିବାର ଆଜି ହେଉଛି ଶେଷ ସୁଯୋଗ: ୫,୯୨୬ ଟଙ୍କାରେ ସୁନା ବିକ୍ରି କରୁଛନ୍ତି ସରକାର

ନୂଆଦିଲ୍ଲୀ : ବଜାରରୁ ଶସ୍ତା ସୁନା କିଣିବାର ଆଜି ହେଉଛି ଶେଷ ସୁଯୋଗ । ତେବେ ସାର୍ବଭୌମ ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୩-୨୪ ର ପ୍ରଥମ ସିରିଜ୍ ଆଜି ବନ୍ଦ ହେବ । ତେଣୁ ଯଦି ଆପଣ ଏପର୍ଯ୍ୟନ୍ତ ସାର୍ବଭୌମ ଗୋଲ୍ଡ ବଣ୍ଡ ସ୍କିମ୍…

ଟାଇଟନିକ ଦୁର୍ଘଟଣା ନେଇଥିଲା ୧୫୦୦ ଲୋକଙ୍କ ଜୀବନ: କୁହାଯାଉଥିଲା ପାଣି ପଶିଲେ ବି ଜାହାଜ ଜମା ବୁଡ଼ିବନି, ତେବେ ବୁଡ଼ିଲା କାହିଁକି?

ନୂଆଦିଲ୍ଲୀ: ଗତ ୧୮ ତାରିଖରେ ଟାଇଟନିକ ପଣ୍ଡୁବୀର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଟାଇଟନ ପଣ୍ଡୁବୀ ମାଧ୍ୟମରେ ଯାଇଥିବା ଓସେନଗେଟର ସିଇଓ ଷ୍ଟକଟନ ରଶ, ବ୍ରିଟିଶ ଅରବପତି ହାମିଶ…

ସୌଭାଗ୍ୟଶାଳୀ ହୋଇଥାନ୍ତି ‘S’ ଅକ୍ଷରର ବ୍ଯକ୍ତି, ଏପରି ରହିଥାଏ କ୍ୟାରିୟର-ଆର୍ଥିକ ସ୍ଥିତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ମାଧ୍ୟମରେ ବ୍ୟକ୍ତିତ୍ୱର ଗୁଣ ବର୍ଣ୍ଣନା କରାଯାଇଥାଏ। A ରୁ Z ପର୍ଯ୍ୟନ୍ତ ନାମ ଥିବା ସମସ୍ତ ଲୋକଙ୍କର କିଛି ଭଲ ବା ଖରାପ ଥାଏ। ଆଜି ଆମେ ସେହି ଲୋକମାନଙ୍କର ପ୍ରକୃତି…

ନିୟମ ଆଣିଲେ ସରକାର: ପ୍ରଥମରୁ ଦଶମ ଶ୍ରେଣୀ ପିଲା କେତେ ଓଜନର ବ୍ୟାଗ ପକାଇବେ, ୪ ଦିନ ‘ନୋ ବ୍ୟାଗ୍ ଡେ’

ନୂଆଦିଲ୍ଲୀ: ସ୍କୁଲ ପିଲାଙ୍କ ପାଇଁ ଓଜନିଆ ବ୍ୟାଗ ବୋହିବା ଏକ ବଡ଼ ସମସ୍ୟା । ୧-୨ ଶ୍ରେଣୀରେ ପଢ଼ୁôଥବା ଛୋଟ ପିଲାଙ୍କୁ ଓଜନିଆ ବ୍ୟାଗ ଦେବା ଫଳରେ ସେମାନେ ବହୁତ କଷ୍ଟ ଅନୁଭବ କରିଥାନ୍ତି । ଏପରିସ୍ଥଳେ ବ୍ୟାଗ ସେମାନଙ୍କ…

ଭକ୍ତଙ୍କୁ ଜନ୍ମବେଦୀରେ ଦର୍ଶନ ଦେବେ ମହାପ୍ରଭୁ : ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ : ଶ୍ରୀ ଗୁଣ୍ଡିଚା ଯାତ୍ରାରେ ଦୁଇ ଦିନର ଲୀଳା ସାରି ନିଜ ଜନ୍ମବେଦୀରେ ବିଜେ କରିଛନ୍ତି ଶ୍ରୀଜିଉ । ଗୁରୁବାର ସନ୍ଧ୍ୟାରେ ରଥ ଉପରେ ଆଳତି ସାରି ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ବିରାଜ ମାନ ହୋଇଛନ୍ତି ଆଡ଼ପ…

PoK ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ନୂଆଦିଲ୍ଲୀ: ଦେଶର ଜମ୍ମୁ କଶ୍ମୀରରେ ଅଧିକାଂଶ ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ କାର୍ଯ୍ୟକଳାପ ଚାଲିଥାଏ । ତେବେ ପାକ୍ ଅଧିକୃତ କଶ୍ମୀର (ପିଓକେ) ରେ ଆତଙ୍କବାଦୀମାନେ ପୁଣି ଥରେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି । ଫଳରେ…

ଘରକୁ ଯିବା ପାଇଁ ଛୁଟି ମିଳିଲାନି: ଡେପୁଟି କଲେକ୍ଟର ଦେଲେ ଇସ୍ତଫା, ବଡ଼ ଅଫିସରଙ୍କ ଅବସ୍ଥା ଏପରି, ତଳିଆ କର୍ମଚାରୀଙ୍କ କଥା ଛାଡ଼

ନୂଆଦିଲ୍ଲୀ: ଚାକିରି ସରକାରୀ ହେଉ କି ବେସରକାରୀ, ସବୁ କ୍ଷେତ୍ରରେ ଛୁଟି ଏକ ବଡ଼ ସମସ୍ୟା । ଅନେକ ସମୟରେ କିଛି ବ୍ୟକ୍ତିଗତ ସମସ୍ୟା ପାଇଁ କର୍ମଚାରୀଙ୍କୁ ଛୁଟି ମିଳିନଥାଏ । ଏପରି ସ୍ଥିତିରେ ସମ୍ପୃକ୍ତ କର୍ମଚାରୀ…

ଘରର ଏହି ଦିଗରେ ରଖନ୍ତୁ ଦୀପ, ଧନରେ କେବେ ମଧ୍ୟ ହେବନି ଅସୁବିଧା

ଭୁବନେଶ୍ୱର : ପ୍ରତ୍ୟେକ ଘରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଭଗବାନଙ୍କ ସମ୍ମୁଖରେ ଆମେ ଦୀପ ଜାଳିଥାଉ । କୁହାଯାଏ ଯେ ଦୀପ ଜାଳିବା ଦ୍ୱାରା ଇଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଘରେ ସକରାତ୍ମକ ଶକ୍ତିର…

ସ୍ବପ୍ନରେ ଆମ୍ବ ଦେଖୁଛନ୍ତି କି? ଆଗକୁ ହେବେ ଧନବାନ, ପାଇବେ ସଫଳତା

ନୂଆଦିଲ୍ଲୀ: ସ୍ୱପ୍ନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଜାଗ୍ରତ ସମୟରେ ଦେଖାଯାଇଥିବା ସ୍ୱପ୍ନ ଦ୍ୱାରା ଆମ ଜୀବନ ତିଆରି ହୁଏ ଏବଂ ଶୋଇବା ସମୟରେ ଦେଖାଯାଇଥିବା ସ୍ୱପ୍ନ ଦ୍ୱାରା ଆମର ନିଦ ସ୍ଥିର ହୁଏ । ଭଲ ନିଦ…