Browsing Category

Featured

ମହାପ୍ରଭୁ ଜଗନ୍ନାଥଙ୍କ ଆଖି କାହିଁକି ବଡ଼? କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ମହାପ୍ରଭୁଙ୍କ ଆଖି ଦେଖିବା ପରେ ସମସ୍ତଙ୍କ ମନ ଉଲ୍ଲାସିତ ହୋଇଥାଏ ଏବଂ ଶାନ୍ତି ମିଳିଥାଏ । ତେବେ ମହାପ୍ରଭୁଙ୍କ ଆଖି କାହିଁକି ବଡ଼ ହୋଇଛି, ଏହା ପଛରେ ଅନେକ କାରଣ ରହିଛି । କେବଳ ମହାପ୍ରଭୁଙ୍କ ନୁହେଁ, ପ୍ରଭୁ ବଳଭଦ୍ର ଓ…

ରଥ-ଯାତ୍ରା ସକାଶେ ପାଣିପାଗ ସୂଚନା: ପ୍ରବଳ ଗୁଳୁଗୁଳି କାରଣରୁ ଯଥେଷ୍ଟ ମାତ୍ରାରେ ପାଣି ପିଇବାକୁ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା  

ଭୁବନେଶ୍ୱର: ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଏଥିପାଇଁ ଭକ୍ତମୟ ହୋଇଉଠିଛି ପୁରୀ ଶ୍ରୀକ୍ଷେତ୍ର। ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ…

ପହଣ୍ଡି ବିଜେ କରି ରଥକୁ ଆସୁଛି କଳା ସାଆନ୍ତ: ବାଜୁଛି କାହାଳୀ, ଚାହିଁଛନ୍ତି ଭକ୍ତ

ପୁରୀ: ବଡ ଦେଉଳରୁ ବାହାରି ରଥକୁ ଆସୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । କାହାଳୀର ମଧୁର ଧ୍ୱନୀରେ ପହଣ୍ଡି କରି ଆସୁଛନ୍ତି ଦାରୁ ଦିଅଁ । ରତ୍ନ ସିଂହାସନରୁ ଓହ୍ଲାଇ ଆସି ବଡଦାଣ୍ଡରେ ପହଞ୍ଚିଲେଣି ଶ୍ରୀଜୀଉ । ପୂର୍ବରୁ…

ହାତ ଅଛି ହେଲେ ନାହିଁ ପାପୁଲି, କାହା ଅଭିଶାପରେ ଶ୍ରୀଜଗନ୍ନାଥ ରହିଛନ୍ତି ଅଧାଗଢା?

ଜଗାର ଲୀଳା ବିଚିତ୍ର । ନିଜ ଭକ୍ତର ଦୁଃଖ ବୁଝିବା ପାଇଁ ସେ ପ୍ରତି ବର୍ଷ ବଡ ଦେଉଳ ଛାଡି ବଡଦାଣ୍ଡକୁ ଆସିଥାନ୍ତି । କିନ୍ତୁ ବିଶ୍ୱବ୍ରହ୍ମାଣ୍ଡ ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥ ଅଧାଗଢା କାହିଁକି…

SAFF ଚାମ୍ପିଅନସିପ୍: ମ୍ୟାଚର ୨୪ ଘଣ୍ଟା ପୂର୍ବରୁ ପାକିସ୍ତାନକୁ ମିଳିଲା ଭାରତର ଭିସା, ଆଜି ଟିମ୍ ଇଣ୍ଡିଆ ସହିତ ହେବ ମୁକାବିଲା

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଥିବା SAFF ଫୁଟବଲ ଚାମ୍ପିଅନସିପ୍ ପାଇଁ ପାକିସ୍ତାନ ଫୁଟବଲ ଦଳକୁ ଶେଷରେ ଭିସା ମିଳିଛି। ଜାନୁଆରୀ ୨୧ ଅର୍ଥାତ ମଙ୍ଗଳବାର ଭାରତ ବିପକ୍ଷ ପ୍ରଥମ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଦଳ…

ଶରୀର ପାଇଁ ବହୁ ଲାଭଦାୟକ ମକା ଘାସ, ଏହାକୁ ଚାହା କରି ପିଇଲେ ହେବନାହିଁ ଷ୍ଟୋନ

ବର୍ଷା ଋତୁରେ ମକା ବହୁ ପରିମାଣରେ ମିଳିଥାଏ । ପ୍ରାୟ ସମସ୍ତଙ୍କୁ ଏହା ଖାଇବା ପାଇଁ ପସନ୍ଦ । ତେବେ ମକା ଖାଇବା ପରେ ଆମେ ତାର ଚୁଳ ବା ଘାସକୁ ବାହାର କରି ଫୋପାଡି ଦେଇଥାଉ । କାରଣ ମକା ଖାଇବା ବେଳେ ଯଦି ଏହା ମୁହଁରେ…

ପହଣ୍ଡିରେ ଆସିଲେ ବଡ ଭାଇ ପ୍ରଭୁ ଶ୍ରୀ ବଳଭଦ୍ର

ପୁରୀ: ପ୍ରଥମେ ଚକ୍ରରାଜ, ପରେ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ର ପହଣ୍ଡି ହୋଇ ରଥକୁ ଆସୁଛନ୍ତି। ଚକ୍ରରାଜଙ୍କ ପହଣ୍ଡି ସରିବା ପରେ ବଡଠାକୁର ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ବରଷକେ ଥରେ ରତ୍ନବେଦୀ ଛାଡି…

ପୋଲିସ୍ କନଷ୍ଟେବଳ ନିଯୁକ୍ତି ପାଇଁ ଆଜିଠାରୁ ଆବେଦନ ଆରମ୍ଭ, ଏହିପରି କରିପାରିବେ ଆବେଦନ

ନୂଆଦିଲ୍ଲୀ: ପୋଲିସରେ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଆଜିଠାରୁ ବିହାର ପୋଲିସର କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଅଫିସିଆଲ ୱେବସାଇଟରେ ଆବେଦନ ପ୍ରକ୍ରିୟା ଆରମ୍ଭ…

ଆଉଟ କରିଦେଲେ ବୋଲି ସଚିନଙ୍କୁ ହତ୍ୟା: ପଡିଆ ଭିତରେ ତଣ୍ଟି ଚିପି ମାରିଦେଲେ ବ୍ୟାଟ୍ସମ୍ୟାନ

କ୍ରିକେଟ ଖେଳରୁ କଥା ଯାଇ ପହଞ୍ଚିଯାଇଛି ହତ୍ୟା ପାଖରେ । ବୋଲର ଆଉଟ କରି ଦେବାରୁ ବ୍ୟାଟ୍ସମ୍ୟାନ ତାଙ୍କୁ ହତ୍ୟା କରି ଦେଇଥିବା ଭଳି ଘଟଣା ସାମନାକୁ ଆସିଛି । ସାଙ୍ଗ ହୋଇ କ୍ରିକେଟ ଖେଳୁଥିବା ବେଳେ ଏହି କ୍ରିକେଟ ଖେଳ…

Video: ଆମେରିକାର ୩ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, UNରେ ଯୋଗ ଦିବସ କାର୍ଯ୍ୟକ୍ରମର ନେବେ ନେତୃତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅର୍ଥାତ୍ ଆଜି ଆମେରିକା ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୨୧ ରୁ ୨୪ ଜୁନ୍ ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି। ଆମେରିକା ଗସ୍ତରେ ଯିବା ପୂର୍ବରୁ…