Browsing Category

Featured

ଦୀପାବଳୀ ପୂର୍ବରୁ ସରକାରଙ୍କ ବଡ଼ ଉପହାର : ଶସ୍ତା ହୋଇପାରେ ଚାଉଳର ମୂଲ୍ୟ

ନୂଆଦିଲ୍ଲୀ : ପାର୍ବଣ ଋତୁ ଆରମ୍ଭ ହେବ ପୂର୍ବରୁ ମଧ୍ୟ ଚାଉଳର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଥିଲେ । ଚାଉଳ ଉପରେ ରପ୍ତାନି ଶୁଳ୍କର ଅବଧି ଆସନ୍ତା ବର୍ଷ ପର୍ଯ୍ୟନ୍ତ…

OUAT ବିକଶିତ କଲା ଏକ ନୂଆ ପୁଷ୍ଟିଯୁକ୍ତ କିସମ ‘ଶ୍ରୀରତ୍ନ’: ୧ ହେକ୍ଟର ଜମିରେ ଉତ୍ପାଦନ ହେବ ୨୩ କୁଇଣ୍ଟାଲ ମାଣ୍ଡିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ମାଣ୍ଡିଆର ଉତ୍ପାଦନ, ପ୍ରଚାର, ପ୍ରସାର ନେଇ ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଖୁସି ଖବର । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)…

ଜବରଦସ୍ତ ରୋଜଗାର କରିବାର ସୁଯୋଗ! ଆସନ୍ତା ସପ୍ତାହରେ ଖୋଲୁଛି ଏହି ୩ଟି କମ୍ପାନୀର IPO

ନୂଆଦିଲ୍ଲୀ: IPO କ୍ଷେତ୍ରରେ ସେପ୍ଟେମ୍ବର ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ମାସରେ ଅନେକ SME ଏବଂ ବଡ କମ୍ପାନୀର IPO ଖୋଲିଛି। ଅକ୍ଟୋବର ବିଷୟରେ କହିବାକୁ ଗଲେ, ଏହି ମାସରେ ମଧ୍ୟ ଅନେକ କମ୍ପାନୀ ଇସୁ…

RBI ଗଭର୍ଣ୍ଣରଙ୍କୁ ମିଳିଲା ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ‘A+’Rank : ମରକ୍କୋରେ ମିଳିଲା ସମ୍ମାନ

ନୂଆଦିଲ୍ଲୀ : ଶନିବାର ଦିନ ମରକ୍କୋର ମାରାକେଶ ସହରରେ RBIର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ କାର୍ଡ ୨୦୨୩ ରେ 'A +' ମାନ୍ୟତା ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର…

ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ: ଦୁଇ ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ: ନଭେମ୍ବର ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଗତ ୯ ତାରିଖରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ତାରିଖ ଘୋଷଣା କରିଥିଲେ । ନଭେମ୍ବର ୩ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ଟି…

ଜାତୀୟ ତୁଳନାରେ ଓଡ଼ିଶାରେ ବାଲ୍ୟ ବିବାହ ହାର କମ୍, କାମ ଦେଉଛି ବ୍ୟାପକ ସଚେତନତା

ଭୁବନେଶ୍ୱର: ବାଲ୍ୟ ବିବାହକୁ ଆଇନ ଅମାନ୍ୟ କରାଯାଇଥିଲେ ସୁଦ୍ଧା ଗ୍ରାମାଞ୍ଚଳରେ ଏହା ଲୁଚା ଛପାରେ ଚାଲିଛି । ରାଜ୍ୟ ତଥା ଦେଶର ଅନେକ ଗ୍ରାମାଞ୍ଚଳରେ ଏହି ବାଲ୍ୟ ବିବାହ ପ୍ରଥା ପରମ୍ପରା ଚାଲିଛି । ତେବେ ଏହି ସଂଖ୍ୟା…

ବଡ଼ ଧରଣର ସଡ଼କ ଦୁର୍ଘଟଣା: କଣ୍ଟେନରକୁ ଧକ୍କା ଦେଲା ମିନି ବସ୍, ୧୨ ଜଣଙ୍କ ମୃତ୍ୟୁ, ୨୩ ଜଣ ଆହତ

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଆସିଛି ଏକ ବଡ଼ ଦୁର୍ଘଟଣାଜନିତ ଖବର । ଦ୍ରୁତ ଗତିରେ ଯାଉଥିବା ଏକ ମିନି ବସ ଏକ କଣ୍ଟେନରକୁ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୨୩ ଜଣ ଆହତ ହୋଇ ହସ୍ପିଟାଲରେ…

ସୁଧୁରିବ ଗ୍ରାମୀଣ ପରିସ୍ଥିତି : ବର୍ତ୍ତମାନ ସମବାୟ ସମିତି ଖୋଲିବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର : ରାଜ୍ୟରେ ପରିସ୍ଥିତି ସୁଧୁରିବାକୁ ପ୍ରୟାସ କରୁଛି । ତେବେ ରାଜ୍ୟରେ ପ୍ରାଥମିକ କୃଷି ସମିତି ଏବଂ ବୃହତକାରୀ ବହୁମୁଖୀ ସମବାୟ ସମିତି ପେଟ୍ରୋଲ ପମ୍ପ, ଏଲପିଜି ଡିଲରସିପ ନେବା ପାଇଁ ନିଷ୍ପତ୍ତି ନେବାପରେ…

କେନ୍ଦ୍ର ସରକାର ଗଠନ କରିବେ ‘ସ୍ୱତନ୍ତ୍ର କମାଣ୍ଡୋ ୱିଙ୍ଗ’: ପ୍ରସ୍ତୁତ ହେଲା ନକ୍ସା, ସବୁ ରାଜ୍ୟକୁ ଚିଠି ଲେଖିଲା ଗୃହ ମନ୍ତ୍ରଣାଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସ୍ମାର୍ଟଫୋନ, ଇଣ୍ଟରନେଟର ଯୁଗ ଯେତିକି ବଢ଼ୁଛି, ସେହି ଅନୁପାତରେ ସାଇବର ଠକଙ୍କର ରାଜୁତି ମଧ୍ୟ ବଢ଼ିବାରେ ଲାଗିଛି । ଗୋଟିଏ ସ୍ଥାନରେ ବସି ରହି ଠକମାନେ ସମାଜର ଶିକ୍ଷିତ, ମୁର୍ଖ…

ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୪୦୦ ପାର : ପୁଣି ୨ଟି ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ : ସ୍କ୍ରବ ଟାଇଫସର ଆକ୍ରାନ୍ତ ସଂଖ୍ୟରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ପୁଣି ୨ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କାଲି ୪୨ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ୨ ଜଣଙ୍କ…