Browsing Category

Featured

ଦେଶର ଆରମ୍ଭ ହେବାକୁ ଯାଉଛି ପ୍ରଥମ ରାପିଡ୍ ଟ୍ରେନ୍ , ଆଖି ପିଛୁଳାକେ ପହଞ୍ଚିଯିବେ ମେରଟ

ନୂଆଦିଲ୍ଲୀ : ଭାରତର ଉଚ୍ଚାଭିଳାଷୀ ପ୍ରକଳ୍ପ ରାପିଡ ଟ୍ରାଞ୍ଜିଟ ସିଷ୍ଟମ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। କିନ୍ତୁ ଏହାର ଶୁଭାରମ୍ଭର ପ୍ରକୃତ ତାରିଖ…

ଚୀନ୍‌ରେ ଇସ୍ରାଏଲ କୂଟନୈତିଜ୍ଞଙ୍କୁ ଛୁରାମାଡ, ଆକ୍ରମଣର କାରଣ ଜଣା ପଡିନାହିଁ

ବେଜିଂ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଚୀନ୍‌ରେ ଇସ୍ରାଏଲର କୂଟନୀତିଜ୍ଞଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଇସ୍ରାଏଲ କୂଟନୈତିଜ୍ଞଙ୍କ ଉପରେ କେହି ଛୁରାରେ ଆକ୍ରମଣ କରିଛି । ଇସ୍ରାଏଲ…

ମଦ ପିଇବାର ଲିମିଟ୍ ଆମେ ସ୍ଥିର କରିପାରିବୁ ନାହିଁ: ବ୍ୟାନର ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ‘ଯଦି ଯୁବକମାନେ ଅତ୍ୟଧିକ ମଦ୍ୟପାନ କରୁଛନ୍ତି ତେବେ ଏହା ସେମାନଙ୍କ ପସନ୍ଦ ହୋଇପାରେ । ଏହାକୁ ନିୟନ୍ତ୍ରଣ କରିବା ରାଜ୍ୟର କାମ ନୁହେଁ ।’ ଜଣେ ଡାକ୍ତରଙ୍କ ଆବେଦନ ଉପରେ ସରକାର ଏହା କହିଛନ୍ତି । ସେ ସାରା…

୧୧ ଲକ୍ଷ ପାଲେଷ୍ଟାନୀୟଙ୍କୁ ୨୪ ଘଣ୍ଟାରେ ଗାଜା ଖାଲି କରିବାକୁ ନିର୍ଦ୍ଦେଶ, ଉଦ୍‌ବେଗ ପ୍ରକାଶ କଲା ଜାତିସଂଘ

ନୂଆଦିଲ୍ଲୀ:ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ୧୧ ଲକ୍ଷ ପାଲେଷ୍ଟାନୀୟଙ୍କ ସାମ୍ନାରେ ଏକ ବଡ ସଙ୍କଟ ସୃଷ୍ଟି କରିଛି । ଇସ୍ରାଏଲ୍ ଗାଜାପଟ୍ଟୀରେ ଏବେ ସ୍ଥଳ ଭାଗରେ ଯୁଦ୍ଧ ଲଢିବାକୁ ସଂକେତ ଦେଇ ସାରିଛି ଓ…

‘ଯୁଦ୍ଧ କାହା ପାଇଁ ମଙ୍ଗଳ ନୁହେଁ, ଆତଙ୍କବାଦ ଦୁନିଆର ବଡ଼ ଆହ୍ୱାନ’: ପି-୨୦ ସମ୍ମିଳନୀରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୯ମ ଜି -୨୦ ସଂସଦୀୟ ଅଧ୍ୟକ୍ଷ ଶିଖର ସମ୍ମିଳନୀ (ପି-୨୦) ରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜିର ଯୁଗରେ ଯୁଦ୍ଧ କାହାର ମଙ୍ଗଳରେ ନାହିଁ। ସମସ୍ତଙ୍କୁ ଏକାଠି ଯିବାକୁ…

Video: ଉଦ୍ଧାର ହେଲା ୧୩ ଫୁଟର କୁମ୍ଭୀର, ମତ୍ସ୍ୟଜୀବୀ ସୂଚନା ଦେଲା ବନବିଭାଗ କର୍ମଚାରୀଙ୍କୁ

ଜଳେଶ୍ୱର : କୁମ୍ଭୀରର ଆତଙ୍କରେ ବ୍ରେକ ଲାଗିବାର ନାମ ନେଉ ନାହିଁ । କୁମ୍ଭୀର ନାଁ ଶୁଣିଲେ ଲୋକଙ୍କ ମନରେ ଭୟର ପାହାଡ଼ ସୃଷ୍ଟି ହେଉଥରବା ବେଳେ ପୁଣି ଏକ ୧୩ ଫୁଟିଆ କୁମ୍ଭୀରକୁ ଜଳେଶ୍ୱରରୁ ଉଦ୍ଧାର କରାଯାଇଛି । ସୂଚନା…

ଭାରତରେ ଇସ୍ରାଏଲ ନାଗରିକଙ୍କ ସୁରକ୍ଷାକୁ ନେଇ ଆଲର୍ଟ, ଅନେକ ସ୍ଥାନରେ ସୁରକ୍ଷାକର୍ମୀ ନିୟୋଜିତ

ନୂଆଦିଲ୍ଲୀ: ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ ପରେ ଦେଶର କୂଟନୀତିଜ୍ଞ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସମେତ ଇସ୍ରାଏଲ୍ ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ଦେଶବ୍ୟାପୀ ସତର୍କ ସୂଚନା ଜାରି କରିଛି । ତାଲିକାଭୁକ୍ତ ସମସ୍ତ…

ଇସ୍ରାଏଲ୍-ହାମାସ୍ ଯୁଦ୍ଧ ମଧ୍ୟରେ X ର ବଡ ଆକ୍ସନ, ଆତଙ୍କବାଦୀ ସଂଗଠନ ସହ ଜଡିତ ଅନେକ ଆକାଉଣ୍ଟକୁ କରାଗଲା ବନ୍ଦ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଏଥିରେ ଏପର୍ଯ୍ୟନ୍ତ ୨୮୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବହୁ ଶିଶୁ ଏବଂ ବୃଦ୍ଧ ଅନ୍ତର୍ଭୁକ୍ତ ଅଛନ୍ତି…

ଶ୍ରୀମନ୍ଦିର ଯାଉଥିଲେ ପିନ୍ଧନ୍ତୁ ଶାଳୀନତାପୂର୍ଣ୍ଣ ପୋଷାକ ଅନ୍ୟଥା ଜାନୁୟାରୀ ୧ରୁ ଶ୍ରୀମନ୍ଦିର ମନା

ଭୁବନେଶ୍ୱର:ପୁରୀ ସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଓଡିଆଙ୍କର ନୁହେଁ ବିଶ୍ୱର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସର ଆଧ୍ୟାତ୍ମିକ ସ୍ଥଳୀ ଭାବରେ ପରିଚିତ । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ…

ଛୋଟ ପୋଷାକରେ ମହିଳାଙ୍କ ନୃତ୍ୟ କିମ୍ବା ଅଙ୍ଗଭଙ୍ଗୀକୁ ଅଶ୍ଳୀଳତା କୁହାଯାଇପାରିବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ଛୋଟ ପୋଷାକରେ ମହିଳାଙ୍କ ନୃତ୍ୟ କିମ୍ବା ଅଙ୍ଗଭଙ୍ଗୀକୁ ଅଶ୍ଳୀଳତା କୁହାଯାଇପାରିବ ନାହିଁ । କୋର୍ଟ କହିଛନ୍ତି ଯେ ଏହାକୁ ଏକ ଅନୈତିକ କାର୍ଯ୍ୟ ଭାବରେ ବିବେଚନା…