Browsing Category

Featured

ଲଞ୍ଚ ହେବ ରିଅଲମିର ନୂଆ ସ୍ମାର୍ଟ ଫୋନ C51, ୧୦ ହଜାରୁ କମ ରହିବ ଏହାର ମୂଲ୍ୟ

ନୂଆଦିଲ୍ଲୀ : ପକେଟକୁ ସୁହାଇଲା ପରି କମ ଟଙ୍କାରରେ ଭାରତର ସବୁ ଲୋକଙ୍କ ପ୍ରିିୟ ରିୟଲମି ଏକ ନୂଆସ୍ମାଟ ଫୋନ ଲଞ୍ଚ କରିବାକୁ ଯାଉଛି । ଏହି ନୂଆ ସ୍ମାର୍ଟ ଫୋନ ହେଉଛି C51। କମ୍ପାନୀ ଏହାକୁ ଉଚିତ ମୂଲ୍ୟରେ ଭାରତରେ ଲଞ୍ଚ…

ବଜ୍ରାଘାତରେ ୧୦ ଜଣଙ୍କ ମୃତ୍ୟୁ : ରାଜଧାନୀରେ ବନ୍ୟା ପରିସ୍ଥିତି ସୃଷ୍ଟି

ଭୁବନେଶ୍ୱର : ୨ ତାରିଖ ସକାଳୁ ପାଗ ଠିକ ଠାକ ଥିଲା । ଏହା ପରେ ଅପରାହ୍ନ ୨ ଟା ବେଳକୁ ଅଚାନକ ବଦଳି ଗଲା ପାଗ । ପ୍ରଥମେ ଝିପଝିପ ବର୍ଷା ହୋଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ବଜ୍ରପାତ । ପ୍ରଚଣ୍ଡ ବିଜୁଳି ଘଡଘଡି ୩…

ଆମେରିକୀୟ ରିସର୍ଚ୍ଚରୁ ବଡ଼ ଖୁଲାସା: ଆଗକୁ ଭାରତରେ ଭୂତଳ ଜଳର ଅଭାବ ୩ ଗୁଣ ବୃଦ୍ଧି ପାଇବ, ଆଶଙ୍କା ଘେରରେ ୪୫ କୋଟି ଲୋକଙ୍କ ଜୀବିକା

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁରେ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଗୋଟିଏ ପଟେ ଆଗକୁ ବଢ଼ୁଥିବା ବେଳେ ଅନ୍ୟପଟେ ତା’ ଆଗରେ ଅନେକ ଭୟଙ୍କର ବିପଦ ସୃଷ୍ଟି ହେଉଛି । ତେବେ ଏହା…

ଏସିଆ କପ: ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ

ନୂଆଦିଲ୍ଲୀ: ସିଆ କପ ୨୦୨୩ର ତୃତୀୟ ମ୍ୟାଚରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଆରମ୍ଭ ହୋଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୬୬ ରନରେ ଅଲଆଉଟ୍ ହୋଇଯାଇଥିଲା । ୨୬୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ…

ଦେଶର ୭୫ ଜଣ ଶିକ୍ଷାବିତଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରିବେ ରାଷ୍ଟ୍ରପତି: ଓଡ଼ିଶାରୁ ୪ ଜଣ ପାଇବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୫ ତାରିଖ ଗୁରୁଦିବସ । ଏହି ଦିବସରେ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇବେ ଦେଶର ୭୫ ଜଣ ଶିକ୍ଷକ । ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଶିକ୍ଷକ ରହିଛନ୍ତି । ଦେଶର ଦ୍ୱିତୀୟ…

କେନ୍ଦ୍ର ସରକାରଙ୍କ ଘୋଷଣା: ଗଗନଯାନର ପ୍ରଥମ ଟ୍ରାଏଲ ଅକ୍ଟୋବର ମାସରେ ହେବ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ଏବେ ଭାରତର ଗଗନଯାନ-୧ ମିଶନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ମିଶନରେ ପ୍ରଥମ ଥର ପାଇଁ ଭାରତ ମହାକାଶକୁ ମାନବ ପଠାଇବ । ଏହି ମିଶନ ତିନୋଟି ପର୍ଯ୍ୟାୟରେ ହେବାକୁ…

ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ବରିଷ୍ଠ ରାଜନେତା ତଥା ବିଧାନସଭାର ପୂର୍ବତନ ବାଚସ୍ପତିଙ୍କ ପରଲୋକ ଘଟିଛି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ…

ପାକିସ୍ତାନ ଆଗରେ ୨୬୭ ରନର ଟାର୍ଗେଟ୍: ଫେଲ୍ ମାରିଲେ ରୋହିତ-ବିରାଟ, ଦମ୍ ଦେଖାଇଲେ ପାଣ୍ଡ୍ୟା-କିଶାନ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ତୃତୀୟ ମ୍ୟାଚରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଚାଲିଛି । ଟସ୍ ଜିତି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳୀୟ ସ୍କୋର ୧୫…

‘ଏକ ଦେଶ- ଏକ ନିର୍ବାଚନ’: କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ୮ ଜଣ ସଦସ୍ୟଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ଏକ ଦେଶ- ଏକ ନିର୍ବାଚନ’ ପାଇଁ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଛି…

ରିସର୍ଚ୍ଚର ହେଲା ଖୁଲାସ : ଅଧିକ ଅଣ୍ଡା ଖାଇବା ଦ୍ୱାରା ବଢେ ମଧୁମେହ ରୋଗ ହେବାର ଆଶଙ୍କା

ଭୁବନେଶ୍ୱର : ଅଣ୍ଡା ଏପରି ଏକ ଜିନିଷ, ଯାହାକୁ ଅଧିକାଂଶ ଲୋକ ପ୍ରାୟ ସକାଳେ ଟିଫିନରେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ଅଣ୍ଡା ଖାଇବା ଦ୍ୱାରା ଡାଇବେଟିସ୍ ହେବାର ଆଶଙ୍କା…