fbpx
Browsing Category

Featured

ନିବେଶରେ ନୂଆ ଇତିହାସ ଲକ୍ଷ୍ୟ:ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଳେଭ

ଭୁବନେଶ୍ୱର : ନିବେଶରେ ନୂଆ ଇତିହାସ ଲକ୍ଷ୍ୟ । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ସାରା ବିଶ୍ୱ । ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସିବ ପୁଞ୍ଜି, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ୨୦୧୬ ଓ ୨୦୧୮ ପରେ…

ବିଦେଶୀ ମେଡିକାଲ କଲେଜରେ ଆଡମିଶନ କରୁଥିଲେ ସାବଧାନ: MBBS ଛାତ୍ରଛାତ୍ରୀଙ୍କ ପାଇଁ ସର୍କୁଲାର ଜାରି କଲା NMC

ନୂଆଦିଲ୍ଲୀ: ଭାରତର ଶହ ଶହ ଛାତ୍ରଛାତ୍ରୀ ଅନେକ ବିଦେଶୀ ୟୁନିଭରସିଟିରେ ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି । ତେବେ ଅନେକ ପିଲା ନିଜର ଅଜ୍ଞତା ବଶତଃ ପାଇଁ ବହୁ ଅସୁବିଧାରେ ପଡ଼ିଥାନ୍ତି । ଦେଶର…

ପଦ୍ମପୁର ଉପନିର୍ବାଚନ: ଭୋଟ ଦିନ ପାଖେଇ ଆସୁଛି, ପ୍ରଚାର ମଇଦାନକୁ ଓହ୍ଲାଇବେ ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୫ ତାରିଖରେ ଅନୁଷ୍ଠିତ ହେବ ପଦ୍ମପୁର ଉପନିର୍ବାଚନ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ନିଜ ନିଜର ପ୍ରଚାର ଅଭିଯାନ…

ହରିୟାଣାରେ ଭାଜପାକୁ ଝଟକା: ସ୍ୱାଧୀନ ୩୫୦, BJP ୨୨, AAP ୧୫ଟି ସିଟରେ ବିଜୟୀ

ନୂଆଦିଲ୍ଲୀ: ହରିୟାଣା ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନରେ ଶାସକ ବିଜେପି ଲାଗିଛି ଜୋରଦାର ଝଟକା । ମୋଟ ୪୧୧ଟି ସିଟରୁ ସ୍ୱାଧୀନ ପ୍ରାର୍ଥୀଙ୍କୁ ୩୫୦ଟି, ବିଜେପିକୁ ୨୨ଟି, ଆମ ଆଦମୀ ପାର୍ଟି (ଆପ)କୁ ୧୫ଟି ସିଟ ମିଳିଛି ।…

ମଣିଷ ପାଇଁ ଆସିବ ୬ଷ୍ଠ ପ୍ରଳୟ: ବଢ଼ିବ ଉତ୍ତାପ, କମିବ ଅକ୍ସିଜେନ, ପାଣି ହେବ ବିଷମୟ, ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ: ପାଖାପାଖି ୬୫ ମିଲିୟନ ବର୍ଷ ପୂର୍ବରୁ ଶେଷ ପ୍ରଳୟ ଆସିଥିଲା । ସେ ସମୟରେ ଧରିତ୍ରୀ ବକ୍ଷରୁ ଡାୟନାସୋର ବଂଶ ଲୋପ ପାଇଯାଇଥିଲା । ଏହାକୁ ୫ମ ସାମୁହିକ ବିନାଶ କୁହାଯାଏ । ତେବେ ପୁଣି ୬ଷ୍ଠ ପ୍ରଳୟ ଆସିବ ବୋଲି…

ଜଞ୍ଜିର ଲଗାଇ ଏଟିଏମ ଉଠାଇ ନେଲେ ଦୁବୃର୍ତ୍ତ : କ୍ୟାମରାରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ଡକାୟତମାନଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ଯାହା ଆପଣ ଏକ ଭିଡିଓ ଦେଖିଲେ ଅନୁମାନ କରିପାରିବେ । ବିମାନବନ୍ଦର ପୋଲିସ ଷ୍ଟେସନ ପରିସରର ଶିଖରଗଡ ମିନି ମାର୍କେଟରେ ଏଟିଏମ ଡକାୟତି ଘଟଣା…

ସମାପ୍ତ ହୋଇଯିବ Pension ଓ Gratuity! ବଦଳିଲା ନିୟମ, ନୋଟିଫିକେସନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗତ ଦିପାବଳୀ ଅବସରରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ସହିତ ବୋନସ୍ ଉପହାର ଦେଇଥିଲେ । ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଏ ବାବଦରେ ଏକ…

ପାର୍ଟନରକୁ ବାରମ୍ବାର ମେସେଜ କରିବା ହୋଇପାରେ ବିପଦ: ଜାଣନ୍ତୁ କେଉଁ ସମୟରେ ପଠାଇବେ ନାହିଁ ମେସେଜ

ସମସ୍ତେ ଏକ ଦୃଢ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ରଖିବାକୁ ଚାହାଁନ୍ତି । ବେଳେବେଳେ କପଲ୍ସମାନଙ୍କର କିଛି ଭୁଲ ସମ୍ପର୍କକୁ ଦୁର୍ବଳ କରିଦିଏ । ପାର୍ଟନରକୁ ବାରମ୍ବାର ମେସେଜ ପଠାଇବା ମଧ୍ୟ ଏହି ଭୁଲ ମଧ୍ୟରୁ ଗୋଟିଏ ।…

Power Grid Corporation ପକ୍ଷରୁ ବାହାରିଲା ୮୦୦ ପଦବୀ: ଆସନ୍ତା ୧୨ ଦିନ ମଧ୍ୟରେ ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ଖବର ଆସିଛି । ପାୱାର ଗ୍ରୀଡ୍ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ପିଜିସିଆଇଏଲ) ପକ୍ଷରୁ ୮୦୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ…

ସକାଳେ ଜଳଖିଆ ସ୍କିପ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ନଚେତ ହେବ ମାରାତ୍ମକ ରୋଗ

ଜଳଖିଆ ହେଉଛି ଆମ ଖାଦ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ । ଅନ୍ୟପଟେ, ଯଦି ଆପଣ ସକାଳେ ଜଳଖିଆ ନକରନ୍ତି, ତେବେ ଆପଣଙ୍କର ଗୁରୁତର ସମସ୍ୟା ହୋଇପାରେ । ଜଳଖିଆ ନଖାଇବା ଦ୍ୱାରା ଆପଣଙ୍କ ହୃଦୟ ଭଲ ଭାବରେ କାମ କରେ…