Browsing Category
Featured
ଜାପାନ ଏବଂ ଫିଲିପାଇନ୍ସରେ ଭୟଙ୍କର ଭୂକମ୍ପ, ଭୟରେ ଘର ବାହାରକୁ ଦୌଡୁଛନ୍ତି ଲୋକ
ନୂଆଦିଲ୍ଲୀ: ଶନିବାର ପୂର୍ବାହ୍ନରେ ଜାପାନର ଉତ୍ତର-ପୂର୍ବରେ ୫.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ମିୟାଗି ଓ ଫୁକୁସିମା ପ୍ରିଫେକ୍ଟରରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା, କିନ୍ତୁ କୌଣସି ସୁନାମି…
ସାବଧାନ ! ଚାକରାଣୀ ଅଶ୍ଳୀଳ ଭିଡିଓ ତିଆରି କରି ଲୁଟିନେଲା ୩ କୋଟି, ଏପର୍ଯ୍ୟନ୍ତ ୧ କୋଟି ଟଙ୍କାର ସାମଗ୍ରୀ ଜବତ
ନୂଆଦିଲ୍ଲୀ: ଉଜ୍ଜୈନ ଜିଲ୍ଲାର ନୀଲଗଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳରେ ବ୍ଲାକମେଲିଂର ଏକ ବଡ ମାମଲା ସାମ୍ନାକୁ ଆସିଛି । ଏଠାରେ ଚାକରାଣୀ, ଯିଏ ଘରେ ସୁଇପର ଭାବରେ କାମ କରେ ତା’ର ମାଲିକକୁ ବ୍ଲାକମେଲ କରିଛି । ଚାକରାଣୀ…
ଏହି ଦିଗରେ ଲଗାନ୍ତୁ କ୍ୟାଲେଣ୍ଡର; ସୁଧୁରିବ ଆର୍ଥିକ ସ୍ଥିତି, କ୍ୟାରିୟରରେ ହେବ ପ୍ରଗତି
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ଜୀବନରେ ବାସ୍ତୁ ଶାସ୍ତ୍ରର ବିଶେଷ ମହତ୍ୱ ରହିଛି । ବାସ୍ତୁ ଶାସ୍ତ୍ରର ସକାରତ୍ମକ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ସୁଖ, ସମୃଦ୍ଧି, ପ୍ରଗତି ଓ ସଫଳତା ଆଣିଥାଏ ।…
ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଅନ୍ତିମ ସଂସ୍କାର ପାଇଁ ଦିଲ୍ଲୀରେ ହେବ ‘ରାଷ୍ଟ୍ରୀୟ ସ୍ମୃତି’: ମୋଦୀ ସରକାରଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶୁକ୍ରବାର ଦିନ ଦେଶର ରାଜଧାନୀର ସମାଧୀ କମ୍ପେ୍ଲକ୍ସରେ ‘ରାଷ୍ଟ୍ରୀୟ ସ୍ମୃତି’ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନର ତଥା ପୂର୍ବତନ…
୨ଟି ଡାଟା ଭାଉଚର ବୈଧତାରେ ବଡ ପରିବର୍ତ୍ତନ କଲା Jio, ରିଚାର୍ଜ ପୂର୍ବରୁ କରନ୍ତୁ ଚେକ୍
ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଶସ୍ତା ଡାଟା ଭାଉଚର (19 ଏବଂ 29 ଟଙ୍କା) ବୈଧତାରେ ବଡ ପରିବର୍ତ୍ତନ କରିଛି । ଅଧିକାଂଶ ଜିଓ ଉପଭୋକ୍ତାମାନେ ସ୍ୱଳ୍ପ ସମୟ ପାଇଁ ଡାଟା ବ୍ୟବହାର କରିବାକୁ ଏହି ଭାଉଚର୍ ଉପରେ ନିର୍ଭର…
ଏହିସବୁଥିରେ ଲୋକମାନେ କରୁଛନ୍ତି ଅଧିକ ବ୍ୟୟ: ସର୍ବେକ୍ଷଣରୁ ଖୁଲାସା
ଗତ ଏକ ଦଶନ୍ଧି ଭିତରେ ଉଭୟ ଗୟାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କ କିଣାକିଣି କ୍ଷମତା ବଢ଼ିଛି। ଏପରିକି ଏହା ଗ୍ରାମାଞ୍ଚଳରେ ମୁଣ୍ଡପିଛି ଡାରାହାରି ଉପଭୋକ୍ତା ଖର୍ଚ୍ଚ ୧୮୮% ବଢ଼ିଥିବା ବେଳେ ସହରାଞ୍ଚଳରେ ୧୬୬% ବୃଦ୍ଧି…
୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ହ୍ରାସ କରିବାକୁ କେନ୍ଦ୍ର କରୁଛି ବିଚାର : ରିପୋର୍ଟ
ନୂଆଦିଲ୍ଲୀ : ନୂଆବର୍ଷ ଆଣିପାରେ କରଦାତାଙ୍କ ପାଇଁ ଖୁସି ଖବର । ଏକ ସୂତ୍ରରୁ ଜଣାପଡିଛି ଯେ, ମଧ୍ୟବିତ୍ତ ଲୋକଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ଆଗାମୀ ବଜେଟରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ…
ଏଣିକି ସ୍କୁଲ ପିଲାମାନେ ଅଟୋ ଏବଂ ଟୋଟୋରେ ଯାଇପାରିବେ ନାହିଁ, ସରକାର ନେଲେ ବଡ଼ ନିଷ୍ପତ୍ତି !
ନୂଆଦିଲ୍ଲୀ: ସ୍କୁଲ ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବିହାର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପିଲାମାନଙ୍କୁ ସ୍କୁଲକୁ ନେଉଥିବା ଅଟୋ ଏବଂ ଟୋଟୋ ଭଳି ତିନି ଚକିଆ ଯାନ ବିରୋଧରେ ରାଜ୍ୟ…
ଏହି ବାରରେ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ଲକି, ଏମାନଙ୍କର ପାଦ ଛୁଏଁ ସଫଳତା
ଓଡ଼ିଶା ଭାସ୍କର: ପିଲାଟି ଜନ୍ମ ହେବା ମାତ୍ରେ ତାର ଜନ୍ମ ସମୟ, ତାରିଖ ଘଡ଼ି-ନକ୍ଷତ୍ର ଆଦିକୁ ଟିପ୍ପଣୀ କରାଯାଇଥାଏ । ଯାହାଦ୍ୱାରା ଅନୁମାନ କରାଯାଇଥାଏ ଯେ, ପିଲାଟି କିପରି ହେବ । କିନ୍ତୁ ଆପଣ ଜାଣିଛନ୍ତି କି, ଏହି…
ନୂଆବର୍ଷରେ ରାଶି ପରିବର୍ତ୍ତନ କରିବେ ଶନିଦେବ, ବଦଳିଯିବ ଏହି ତିନି ରାଶିର ଲୋକଙ୍କ ଭାଗ୍ୟ
ଓଡ଼ିଶା ଭାସ୍କର: ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ଏହି ସମୟରେ ଅନେକ ବଡ ଗ୍ରହଙ୍କ ବେଗରେ ପରିବର୍ତ୍ତନ ଆସିବ । ଶନିଙ୍କ ରାଶି, କର୍ମଦାତା, ବିଚାରପତି ଓ ମାଜିଷ୍ଟ୍ରେଟ ବିଶେଷ ରହିବେ।…