Browsing Category
Featured
ମରକ୍କୋରେ ଭୂମିକମ୍ପ ପୂର୍ବରୁ ଦେଖା ଦେଇଥିଲା ଅଦ୍ଭୁତ ଆଲୋକ, ପୁଣି ଆମେରିକାର ସେନା ଲ୍ୟାବ ଉପରେ ଉଠିଲା ପ୍ରଶ୍ନ
ମରକ୍କୋ : କେତେକ ଧନୀ ଦେଶ ବର୍ଷାକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଛନ୍ତି । କିନ୍ତୁ ଯଦି ସମସ୍ତ ପ୍ରାକୃତିକ ଜିନିଷ ମନୁଷ୍ୟର ନିୟନ୍ତ୍ରଣରେ ହୋଇଯାଏ! ତେବେ ଶତ୍ରୁ ସହଜରେ ଅନ୍ୟ ଉପରେ ଆକ୍ରମଣ କରି ପାରିବ । ଯେପରିକି…
ଚଳିତ ଶିକ୍ଷାବର୍ଷରେ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ରବିବାର ବ୍ୟତୀତ ୭୨ଟି ଛୁଟି ଦିବସ, ଅକ୍ଟୋବର ୨୧ରୁ ୨୮ ପୂଜା ଛୁଟି
ଭୁବନେଶ୍ୱର: ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ରବିବାର ବ୍ୟତୀତ ୭୨ଟି ଛୁଟି ଦିବସ ଥିବା ବେଳେ ୧୮୦ ଦିନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ଵବିଦ୍ୟାଳୟ ଓ ପ୍ରତି ମହାବିଦ୍ୟାଳୟଗୁଡ଼ିକରେ ଏକକ…
ପ୍ରତି ବର୍ଷ ୧୪ ସେପ୍ଟେମ୍ବରରେ କାହିଁକି ପାଳନ କରାଯାଏ ହିନ୍ଦୀ ଦିବସ, ଜାଣନ୍ତୁ ହିନ୍ଦୀକୁ ରାଷ୍ଟ୍ର ଭାଷା ମାନ୍ୟତା କାହିଁକି ମିଳି ନାହିଁ ?
ନୂଆଦିଲ୍ଲୀ: ପ୍ରତି ବର୍ଷ ୧୪ ସେପ୍ଟମ୍ବରକୁ ହିନ୍ଦୀ ଦିବସ ପାଳନ କରାଯାଏ । ଏହି ଦିନଟି ହିନ୍ଦୀ ଭାଷାଭାଷୀ ଲୋକମାନଙ୍କ ପାଇଁ ଏକ ଖାସ ଦିନ । ସ୍କୁଲ, କଲେଜ, ଅନେକ ଶିକ୍ଷାନୁଷ୍ଠାନରେ ଏହି ଦିବସକୁ ପାଳନ କରାଯାଏ ।…
ପୀଡିତାଙ୍କ ଅଧିକାର ଉଲ୍ଲଂଘନ କରୁଛି ଗଣମାଧ୍ୟମ, ଖବର ପ୍ରକାଶକୁ ନେଇ କଠୋର ହେଲା ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଗଣମାଧ୍ୟମରେ ଏକତରଫା ଖବର ପ୍ରସାରଣ (ମିଡିଆ ଟ୍ରାଏଲ)କୁ ନେଇ ସୁପ୍ରିମ କୋର୍ଟ ଅସନ୍ତୋଷ ହେବା ସହ କଠୋର ହୋଇଛନ୍ତି। ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଳାୟ ଭିତ୍ତିରେ ୩ ମାସ ଭିତରେ ମାର୍ଗଦର୍ଶିକା ଆଣିବା…
ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ C-295 ବିମାନ, ଏୟାର ବସ୍ ସହ ହୋଇଥିଲା ୨୧ ହଜାର କୋଟି ଟଙ୍କାର ଡିଲ୍
ନୂଆଦିଲ୍ଲୀ : ୟୁରୋପୀୟ କମ୍ପାନୀ ଏୟାରବସ ଡିଫେନ୍ସ ଆଣ୍ଡ ସ୍ପେସରୁ ଭାରତକୁ ପ୍ରଥମ ସି-୨୯୫ ଟାକ୍ଟିକାଲ ମିଲିଟାରୀ ଏୟାର ଲିଫ୍ଟ ବିମାନ ମିଳିଛି । ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଭି.ଆର ଚୌଧୁରୀ ସିଭିଲେ ସହରରେ…
୭୦ ବର୍ଷ ପରେ ଅନ୍ତର୍ଜାତୀୟ ସ୍ତରରେ ମିଳିଲା ମାନ୍ୟତା, ୨୦୧୩ରେ ଓଡ଼ିଶା ସରକାର ଘୋଷଣା କରିଥିଲେ ଷ୍ଟେଟ ଫିସ୍
ଭୁବନେଶ୍ୱର: ଓଡ଼ିଶାର ୭୦ ବର୍ଷ ପୁରୁଣା ମାଛକୁ ମିଳିବ ମାନ୍ୟତା। ମହାନଦୀର ମହାସିର ଓଡ଼ିଶାର ଷ୍ଟେଟ ଫିସ୍ ବା ରାଜ୍ୟ ମାନ୍ୟତାପ୍ରାପ୍ତ। କିନ୍ତୁ ଚିହ୍ନଟ ହେବାର ୭୦ ବର୍ଷ ପର୍ଯ୍ୟନ୍ତ ପ୍ରମୁଖ ଗତ ରାଜ୍ୟ…
ଭଉଣୀ ପରିବାରର ଅଂଶ ନୁହଁନ୍ତି, ଭାଇ ଜାଗାରେ ମିଳିପାରିବ ନାହିଁ ଅନୁକମ୍ପା ଚାକିରି: ହାଇକୋର୍ଟ
ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ ନିକଟରେ କହିଛନ୍ତି ଯେ, ଭାଇଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀଙ୍କୁ ଅନୁକମ୍ପା ଆଧାରରେ ଚାକିରି ଦିଆଯାଇପାରିବ ନାହିଁ । ଏହା ସହିତ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭଉଣୀ ବିବାହିତ ଭାଇଙ୍କ…
୯ ବର୍ଷ ପରେ ଏସିଆନ ଗେମ୍ସରେ ଭାଗ ନେବ ଭାରତୀୟ ଫୁଟବଲ ଟିମ, ୧୭ ଜଣ ଖେଳାଳିଙ୍କୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ : ଚୀନର ହାଙ୍ଗଝୋଓରେ ସେପ୍ଟେମ୍ବର ୧୯ରେ ଅନୁଷ୍ଠିତ ହେବାକୁ ଯାଉଛି ଏସିଆନ୍ସ ଗେମ୍ସ । ନୂଆ ଖେଳାଳିଙ୍କୁ ନେଇ ଭାରତୀୟ ଟିମ ଏଥିରେ ଭାଗ ନେବ ବୋଲି ଘୋଷଣା କରାଯାଇଛି । ଏହି ଟିମରେ ୧୭ ଜଣ ଖେଳାଳିଙ୍କୁ ସ୍ଥାନ…
ମଧ୍ୟପ୍ରଦେଶର ଦ୍ୱିତୀୟ ତାଲିକା ପାଇଁ ୩୬ ଟି ନାମରେ ମୋହର ଲଗାଇଛି ବିଜେପି: ଇମରତୀ ଦେବୀଙ୍କ ସମେତ ଏହି ପ୍ରମୁଖ ଚେହେରା ସାମିଲ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦିନ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକର ଦ୍ୱିତୀୟ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । ସୂଚନାନୁସାରେ, ଏହି ବୈଠକରେ…
ଆହତ ହୋଇ ଏସିଆ କପ୍ରୁ ବାଦ୍ ପଡ଼ିଲେ ଦ୍ରୁତ ବୋଲର, ଭାରତୀୟ ଟିମ୍ ପାଇଁ ବଢ଼ିଲା ସମସ୍ୟା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ପାଇଁ ଆସିଛି ଖରାପ ଖବର। ଆଗାମୀ ଏସୀୟ ଗେମ୍ସରୁ ଶିଭମ୍ ମାଭି ବାଦ୍ ପଡିବା ଖବର ଆସିବା ପରେ ଭାରତୀୟ କ୍ରିକେଟ୍ ଦଳକୁ ଏକ ନୂଆ ଝଟକା ଲାଗିଛି। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ…