Browsing Category

Featured

ପାହାଡ ଧସି ରାସ୍ତା ଅବରୋଧ, ୩ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଗଜପତି : କୁଞ୍ଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ବିଚ୍ଛିିନ୍ନ ହୋଇଛି । ଗୁମ୍ମା ବ୍ଲକ ଦେବଗିରି ପାହାଡ ଧସି ରାସ୍ତା ଉପରେ ମାଟି, ପଥର ଗଦା ହୋଇଛି । ଯାହା ଫଳରେ ଗାଡିଚଳା ଚଳ ବାଧାପ୍ରାପ୍ତ ହୋଇଛି । ଆଜି ସକାଳୁ…

ତୀବ୍ର ରୂପ ନେଉଛି ଶିକ୍ଷକଙ୍କ ଆନ୍ଦୋଳନ : ସମୂହ ଛୁଟିରେ ଯିବେ ବୋଲି ଧମକ

ଭୁବନେଶ୍ୱର : ତୀବ୍ର ହେଉଛି ଏକ ଲକ୍ଷ ତିରିଶ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ । ଗତ ଶୁକ୍ରବାର ଠାରୁ ମିଳିତ ଭାବେ ଆନ୍ଦୋଳନ ଚଲାଇଛନ୍ତି ପ୍ରାଥମିକ ଶିକ୍ଷକ । ଏହି ଆନ୍ଦୋଳନ ପାଇଁ ସ୍କୁଲରେ ତାଲା ପଡିଛି,…

ସହକାରୀ ଯନ୍ତ୍ରୀଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ : ୫ଟି ସ୍ଥାନରେ ଚାଲିଛି ଚାଲିଛି ଚଢାଉ

ଭୁବନେଶ୍ୱର : ଆଜିକାଲି ଦୁର୍ନୀତିର ମାମଲା ବଢିବାରେ ଲାଗିଛି । କିଏ ବ୍ରାଉନ ସୁଗର କାରବାର କରୁଛି ତ କିଏ ଭୁଲ କାମ କରି ଭିଜିଲାନ୍ସ ହାତରେ ଧରା ପଡୁଛି । ଏପରି ଏକ ।ମଲା ବାରିପଦାରୁ ସାମ୍ନାକୁ ଆସିଛି । ବାରିପଦା ପିଏସ…

ଭୟଙ୍କର ସଡ଼କ ଦୂର୍ଘଟଣା : କିଛି କ୍ଷଣରେ ଚାଲିଗଲା ୧୧ ଜୀବନ, ୧୨ ଆହତ

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାର ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଆପଣାଉଛନ୍ତି, ତାଙ୍କର ସମସ୍ତ ଉପାୟ ବିଫଳ ହେଉଛି । ପୁଣି ରାଜସ୍ଥାନ ଭରତପୁରରେ ଆଜି ସକାଳେ…

OAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର : ତାଲିକାରେ ମୋଟ୍‌ ୨୯୫ ଜଣ ଅଧିକାରୀ ଥିବା ସୂଚନା

ଭୁବନେଶ୍ୱର : OAS ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି । ରାଜ୍ୟର ବିଭିନ୍ନ ବ୍ଲକରେ ବିଡିଓ ଓ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ଓଏଏସ୍‌ଙ୍କ ସମେତ ଡେପୁଟି କଲେକ୍ଟର ଆଦିଙ୍କ ବିଭାଗ ଅଦଳ ବଦଳ କରାଯାଇଛି । ଏହି…

ସ୍କ୍ରବ୍ ଟାଇଫସ୍ ନାମକ ଏକ ବିଷାକ୍ତ କୀଟ ବଲାଙ୍ଗିରରେ ସୃଷ୍ଟି କରିଛି ଆତଙ୍କ: ଲକ୍ଷଣ ଜାଣି ତୁରନ୍ତ କରନ୍ତୁ ଚିକିତ୍ସା

ବଲାଙ୍ଗିର, (ଭାସ୍କର ନ୍ୟୁଜ୍): ବଲାଙ୍ଗିର ଜିଲ୍ଲା ଲୋସିଂହା ବ୍ଲକରେ ବର୍ତ୍ତମାନ ସ୍କ୍ରବ୍ ଟାଇଫସ୍ ବା ଟ୍ରମ୍ବିଆକୁଲାଇଡ୍ନା ମକ ଏକ ବିଷାକ୍ତ କୀଟ ଏବେ ଲୋଇସିଂହା ଓ ଆଗଲପୁର ବ୍ଲକ ସମେତ ବଲାଙ୍ଗିର, ସୋନପୁର ଓ ବରଗଡ଼…

ସକ୍ରିୟ ହୋଇଛି ଲଘୁଚାପ : ୮ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଲଘୁଚାପ । ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୩ ଦିନ ଧରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ…

ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଓ ବିଭାଗ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ ?

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରାଜ୍ୟ ବିଜେପ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ମଙ୍ଗଳବାର ଓଡିଶାର ବିଶିଷ୍ଟ ଚାଷୀ ନେତା ମାନଙ୍କୁ ନେଇ କୃଷକ ମୋର୍ଚ୍ଚାର ୧୪ଜଣ…

୪୫ ଜଣ ବୀମା ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଏସଆଇ ହସ୍ପିଟାଲରେ ନିଯୁକ୍ତି ପାଇଲେ ୪୫ ଜଣ ବୀମା ମେଡିକାଲ ଅଫିସର । ଲୋକସେବା ଭବନରେ ଆୟୋଜିତ ହୋଇଥିବା ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟରେ…

ବର୍ଷା ନ ଛାଡିବା ଯାଏ କମିବନି ଡେଙ୍ଗୁ, ଦୈନିକ ୨୦୦ରୁ ୨୫୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁସ୍ଥିତି ଉଦ୍ବେଗଜନକ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନବୃଦ୍ଧି ପାଇବାରେ ଲାଗିଛି । ଏବେ ରାଜ୍ୟରେ ପ୍ରତିଦିନ ୨୦୦ରୁ ୨୫୦ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଡେଙ୍ଗୁ ବଂଶ…