Browsing Category

Featured

ଜୋରଦାର ଭୂକମ୍ପରେ ଥରି ଉଠିଲା ବଙ୍ଗୋପସାଗର: ମରକ୍କୋ ପରେ ପାଣି ଭିତରେ ଭୂମିକମ୍ପ

ପଶ୍ଚିମବଙ୍ଗ: ହଠାତ୍ ମଧ୍ୟରାତ୍ରରେ ଥରି ଉଠିଛି ବଙ୍ଗୋପସାଗର । ସମୁଦ୍ର ପାଣି ଭିତରେ ଜୋରଦାର ଭୂକମ୍ପର ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପ ୪.୪ ତୀବ୍ରତା ବୋଲି ଜଣା ପଡିଛି । ଭୂକମ୍ପର ଗଭୀରତା ୭୦…

କ୍ୟାନସର ପାଇଁ ବିକ୍ରି ହେଉଛି ନକଲି ଔଷଧ : ନଜର ରଖିବାକୁ ରାଜ୍ୟଙ୍କୁ ଡିସିଜିଆଇର ପରମାର୍ଶ

ନୂଆଦିଲ୍ଲୀ : ଭାରତର ବଜାରରେ ଲିଭର ଏବଂ କ୍ୟାନସର ରୋଗୀଙ୍କ ପାଇଁ ନକଲି ଔଷଧ ସହ ଇଞ୍ଜକସନ ବିକ୍ରି ହେଉଛି । ଏନେଇ ଡିସିଜିଆଇ ସୂଚନା ଦେଇଛନ୍ତି । ଏଥିସହିତ ନକଲି ଔଷଧ ଏବଂ ଇଞ୍ଜକସନ ଉପରେ କଡ଼ା ନଜର ରଖିବା ପାଇଁ ସବୁ…

ପ୍ରବଳ ବର୍ଷା ପାଇଁ ରାଜଧାନୀରେ ସବୁ ସ୍କୁଲ ଛୁଟି: ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ନେଇ ଜିଲ୍ଲାପାଳଙ୍କ ସୂଚନା

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ଅବସ୍ଥା ଗମ୍ଭୀର ହୋଇ ପଡ଼ିଛି । ତେବେ ଏଭଳି ପରିସ୍ଥିତିରେ ପିଲାମାନଙ୍କ…

ଆଜି ରିଜର୍ଭ ଡେ’ରେ ବି ବାତିଲ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ: କ’ଣ କହୁଛି ପାଣିପାଗ?

ନୂଆଦିଲ୍ଲୀ: ଏସିଆ କପ୍ -୨୦୨୩ର ସୁପର-୪ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚ ଉପରେ କଳାବାଦଲ ଢାଙ୍କି ହୋଇ ରହିଛି । ପ୍ରଥମ ଦିନ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିବା ବେଳେ ଏହାକୁ ରିଜର୍ଭ ଡେ'ରେ ଖେଳାଯିବାର ନିଷ୍ପତ୍ତି…

ଏହି ୫ଟି ରାଶିର ଅସୁବିଧା ବଢାଇପାରେ ହୀରା : ପିନ୍ଧିବା ପୂର୍ବରୁ ଜାଣିନିଅନ୍ତୁ ସତ୍ୟତା

ନୂଆଦିଲ୍ଲୀ : ନବରତ୍ନ ମଧ୍ୟରୁ ହୀରାକୁ ସବୁଠାରୁ ମୂଲ୍ୟବାନ ରତ୍ନ ବୋଲି ବିବେଚନା କରାଯାଇଛି । ସାଧାରଣତଃ କେତେକ ବ୍ୟକ୍ତି ଏହାକୁ ସୁନ୍ଦରତା ଏବଂ ତାହାର ଉଚ୍ଚ ଦର ଯୋଗୁଁ ବ୍ୟବହାର କରିଥାନ୍ତି । ହୀରାକୁ ଜ୍ୟୋତିଷ…

ଦଳକୁ ଫେରିଲେ ବିଶ୍ୱବିଜେତା ଅଧିନାୟକ: ଦିନିକିଆ ବିଶ୍ୱକପ ଦଳରେ ଅଚାନକ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରୁ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ଅଧିକାଂଶ ଦେଶ ନିଜ ବିଶ୍ୱକପ ଦଳ ଘୋଷଣା କରିସାରିଛନ୍ତି । ତେବେ ବର୍ତ୍ତମାନ ଏହି ବିଶ୍ୱକପ ଦଳରେ କମବ୍ୟାକ…

୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆସନ୍ତା ୧୩ରୁ ଆବେଦନ, ଅକ୍ଟୋବର ୧୦ ଶେଷ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ରାଜ୍ୟରେ ପ୍ରାଥମିକ ଶିକ୍ଷକ ଅଭାବ ପୂରଣ ପାଇଁ ସେମାନଙ୍କୁ ବର୍ଷିକିଆ ଚୁକ୍ତି ଅର୍ଥାତ ସ୍କିମେଟିକ୍ ଭାବେ ନିଯୁକ୍ତି ଦିଆଯିବ ।…

US Open 2023: ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଲେ ନୋଭାକ୍ ଜୋକୋଭିକ୍, ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ କଲେ ପରାସ୍ତ

ନୂଆଦିଲ୍ଲୀ: ନୋଭାକ ଜୋକୋଭିଚ୍ ରବିବାର ଡାନିଏଲ ମେଡଭେଡ୍‌ଙ୍କୁ ସିଧା ସେଟ୍‌ରେ ହରାଇ ନିଜର ଚତୁର୍ଥ ୟୁଏସ୍ ଓପନ ଏବଂ ରେକର୍ଡ ୨୪ ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ନିଜ ନାମରେ କରିଛନ୍ତି । ଏହା ସହିତ ନୋଭାକ ଦୁଇ ବର୍ଷ ତଳେ…

ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଆରମ୍ଭ ହେବ: ଡିସେମ୍ବର ସୁଦ୍ଧା ସରିବ କାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଗମନାଗମନ, ଡିଜିଟାଲ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଭିନ୍ନ କ୍ଷେତ୍ର ଓ ସମାଜର ବିଭିନ୍ନ ବର୍ଗର…

G-20ର ସଫଳ ଆୟୋଜନ ନେଇ ବିଶ୍ୱରେ ଭାରତର ପ୍ରଶଂସା: କେଉଁ ଦେଶର ନେତା କ’ଣ କହିଲେ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀଠାରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ସମାପ୍ତ ହୋଇଛି । ଏହି ଅବସରରେ ସାରା ବିଶ୍ୱରେ ପିଏମ୍ ମୋଦୀ ଓ ଭାରତକୁ ଛୁଟୁଛି ଅଜସ୍ର ପ୍ରଶଂସାର ସୁଅ…