Browsing Category
Featured
ବହୁ ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କୁ ଜାମିନ୍, ଜାଣନ୍ତୁ କେବେ ଜେଲରୁ ମୁକୁଳିବେ
କଟକ: ବହୁ ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କୁ ଜାମିନ୍ ମିଳିଛି। ଅର୍ଚ୍ଚନାଙ୍କ ନାମରେ ୩ଟି ମାମଲା ଥିବା ବେଳେ ଖଣ୍ଡଗିରି ମାମଲାରେ ତାଙ୍କୁ ଜାମିନ୍ ମିଳିଛି। ଦୁଇଟି ମାମଲାରେ…
ଘରେ ଏହିସବୁ ସ୍ଥାନରେ ଭୁଲ୍ ରେ ବି ଲଗାନ୍ତୁନି ପୂର୍ବଜଙ୍କ ଫଟୋ, କ’ଣ ରହିଛି ବାସ୍ତୁ ନିୟମ ଆସନ୍ତୁ ଜାଣି ନେବା
ପୂର୍ବଜଙ୍କ ଆଶୀର୍ବାଦ ପାଇବା ଲାଗି ଓ ସେମାନଙ୍କ ସ୍ମୃତିକୁ ସର୍ବଦା ସତେଜ କରି ରଖିବା ଲାଗି ଆମେ ନିଜ ଘରେ ସେମାନଙ୍କ ଫଟୋ ଲଗାଇ ଥାଉ । ବାସ୍ତୁ ଅନୁସାରେ ଘରେ ପୂର୍ବଜଙ୍କ ଫଟୋ ଲଗାଇବା ଦ୍ୱାରା ସେମାନଙ୍କ ଆଶୀର୍ବାଦ…
ଗଭୀର ଅବପାତ ପ୍ରଭାବରେ ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି, ବୈତରଣୀରେ ବନ୍ୟା ଆଶଙ୍କା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଏହା ପ୍ରଭାବରେ ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି । ଗତ ଦୁଇ ଦିନମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତି…
ଶିଶୁଙ୍କ ଠାରେ ବ୍ୟାପୁଛି ଫ୍ୟାଟି ଲିଭର ରୋଗ, AIIMS ଷ୍ଟଡିରୁ ଖୁଲାସା, ଟିଫିନରେ ନେଉଥିବା ଖାଦ୍ୟ ସବୁଠାରୁ ବଡ଼ କାରଣ
ନୂଆଦିଲ୍ଲୀ: ଲିଭର ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଲିଭରରେ ଯଦି କୌଣସି ଅସୁବିଧା ହୁଏ ତେବେ ଏହା ସଂପୂର୍ଣ୍ଣ ଶରୀରକୁ ହଲଚଲ କରିଦିଏ । ଏଥିରେ ଜୀବନ ବିପଦରେ ପଡିଯାଏ । ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅପ…
ପ୍ରଚଣ୍ଡ ତାତିରେ ବେହାଲ ଏହି ଦେଶର ଅବସ୍ଥା; ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ କାର୍ଯାଳୟ ସବୁ ବନ୍ଦ
ନୂଆଦିଲ୍ଲୀ: ଗୋଟିଏ ପୃଥିବୀରେ ସମସ୍ତ ମାନବ ଜାତି ବସବାସ କରୁଛୁ । କିନ୍ତୁ ଗୋଟିଏ ଛାତ ତଳେ ଥିଲେ ବି ସମସ୍ତେ ସମାନ ପରିସ୍ଥିତି ଦେଇ ଗତି କରୁନାହାନ୍ତି । ଭୌଗଳିକ ସ୍ଥିତି ଅନୁଯାୟୀ ବିଭିନ୍ନ ସ୍ଥାନରେ ଅଲଗା ଅଲଗା…
ଭାରତ ସମେତ ବିଶ୍ୱର ଅନେକ ଦେଶରେ ଦେଖାଦେଲା ସୁପରମୁନ୍, ଦେଖନ୍ତୁ ଫଟୋ
ନୂଆଦିଲ୍ଲୀ: ମଙ୍ଗଳବାର ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ସୁପରମୁନ୍ ଦେଖିବାକୁ ମିଳିଛି। ଏହା ଚଳିତ ମାସର ପ୍ରଥମ ସୁପରମୁନ୍। ଜ୍ୟୋତିର୍ବିଜ୍ଞାନୀଙ୍କ କହିବାନୁସାରେ ଚନ୍ଦ୍ର ୨୭.୩ ଦିନରେ ଥରେ ସର୍ବ ବୃହତ କକ୍ଷପଥରେ…
ଗୁଗଲ ପେ ଓ ପେଟିଏମକୁ ପଛରେ ପକାଇ ଦେଇଛି ଫୋନପେ, ଅଧାରୁ ଅଧିକ ଅନଲାଇନ କାରବାର ହେଉଛି ଫୋନପେରେ
ନୂଆଦିଲ୍ଲୀ: ଭାରତରେ ଅନଲାଇନ୍ ପେମେଣ୍ଟ କ୍ଷେତ୍ରରେ ଫୋନପେର ଗୁରୁତ୍ୱ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ପେଟିଏମ୍ର ଭାଗିଦାରୀ କମ୍ ରହିଛି । ଜୁଲାଇ ମାସରେ ଅନଲାଇନ୍ କାରବାରରେ ଫୋନପେର ଭାଗିଦାରୀ…
ସାଧାରଣ ଲୋକଙ୍କୁ ମିଳିବ ବଡ଼ ଆଶ୍ୱସ୍ତି, ଖୁବଶୀଘ୍ର ଶସ୍ତା ହୋଇପାରେ କ୍ଷୀର
ନୂଆଦିଲ୍ଲୀ:ସାଧାରଣ ଲୋକଙ୍କ ପାଇଁ ଏଡି ଖବର ବହୁତ ଆରାମଦାୟକ ହୋଇପାରେ । କେନ୍ଦ୍ର ସରକାରଙ୍କ ମତରେ, ମୌସୁମୀ ପରେ କ୍ଷୀର ଶସ୍ତା ହୋଇପାରେ । ଭାରତରେ କ୍ଷୀରର ଦାମ୍ ୩ ବର୍ଷରେ ୨୨ ପ୍ରତିଶତ ବଢ଼ିଛି, ଯେଉଁଥିରେ ଗତ ବର୍ଷର…
କଳା ନିର୍ଦ୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇଙ୍କ ଆତ୍ମହତ୍ୟା, ଲଗାନ ପରି ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ରରେ ଦେଇଛନ୍ତି ନିର୍ଦ୍ଦେଶନା
ମୁମ୍ବାଇ: ହିନ୍ଦୀ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇ 'କରଜାତର ଏନଡି ଷ୍ଟୁଡିଓ'ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ପ୍ରାଥମିକ ସୂଚନା…
ଜୁଲାଇ ମାସରେ ୧୫.୩୪ ଲକ୍ଷ କୋଟି ଟଙ୍କା ସହିତ ରେକର୍ଡ ୯.୯୬ ବିଲିୟନ ଛୁଇଁଲା ୟୁପିଆଇ କାରବାର
ନୂଆଦିଲ୍ଲୀ: ଭାରତରେ ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା ୟୁନିଫାଏଡ୍ ପେମେଣ୍ଟଫେସ୍(ୟୁପିଆଇ) ମାଧ୍ୟମରେ ଜୁଲାଇ ମାସରେ ୯.୯୬ ବିଲିୟନ ୟୁପିଆଇ କାରବାର ୧୫.୩୪ ଲକ୍ଷ କୋଟି ଟଙ୍କାର ନେଣଦେଣ ହୋଇଥିଲା। ନ୍ୟାସନାଲ ପେମେଣ୍ଟ…