
Browsing Category
Featured
ପିଲାଙ୍କଠାରେ ଦେଖାଯାଉଥିବା ନ୍ୟୁରୋବ୍ଲାଷ୍ଟୋମା କ୍ୟାନ୍ସରକୁ ଭଲ କରିବ ଏହି ଔଷଧ
ନୂଆଦିଲ୍ଲୀ: ଏବେ କ୍ୟାନ୍ସର ଭଲ କରିବ ଏହି ଔଷଧ। ଏକ ନଅ ବର୍ଷର ଝିଅର ନାମରେ ପ୍ରସ୍ତୁତ ଏହି ଔଷଧରେ ଦୂରାରୋଗ ବ୍ୟାଧି କ୍ୟାନ୍ସରକୁ ଭଲ କରିହେବ। ଔଷଧର ନାମ ହେଉଛି ଏଓଏଚ୧୯୯୬। ଆମେରକିାରେ ଏହାର ମାନବ ପରୀକ୍ଷଣ ଆରମ୍ଭ…
RCBରୁ ବିଦାୟ ନେଲେ ପ୍ରମୁଖ ସଦସ୍ୟ: IPL-2024ରେ କିଏ ନେବେ ଦଳର ମୁଖ୍ୟ ଭୂମିକା?
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପୂର୍ବରୁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଏକ ଶକ୍ତ ଝଟକା ଲାଗିଛି । ଦଳର ଦୁଇ ଜଣ ପ୍ରମୁଖ ସଦସ୍ୟ ଏହି ସିଜନରେ ଆରସିବିର ହାତ ଛାଡ଼ିଛନ୍ତି । ଦୀର୍ଘ ଦିନ ଧରି ପ୍ରମୁଖ ଦାୟିତ୍ୱରେ ରହିବା ପରେ…
୧୭ ବର୍ଷୀୟ ଗୁକେଶ ହେଲେ ଭାରତର ଏକ ନମ୍ବର ଚେଷ୍ ଖେଳାଳୀ, ବିଶ୍ୱ ର୍ୟାଙ୍କିଙ୍ଗ୍ରେ ବିଶ୍ୱନାଥ ଆନନ୍ଦଙ୍କୁ ପଛରେ ପକାଇଲେ
ନୂଆଦିଲ୍ଲୀ: ୧୭ ବର୍ଷୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଭାରତର ବରିଷ୍ଠ ଚେସ୍ ଖେଳାଳି ବିଶ୍ୱନାଥ ଆନନ୍ଦଙ୍କୁ ପଛରେ ପକାଇ ଭାରତୀୟମାନଙ୍କ ମଧ୍ୟରେ ବିଶ୍ୱ ର୍ୟାଙ୍କିଙ୍ଗ୍ ରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି। ଚେଷ୍…
ଆଣ୍ଡାମାନ ମୁଖ୍ୟ ସଚିବଙ୍କୁ ନିଲମ୍ବନ ଘଟଣା: କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଣ୍ଡାମାନର ମୁଖ୍ୟ ସଚିବ କେଶବ ଚନ୍ଦ୍ରଙ୍କ ନିଲମ୍ବନ ନେଇ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଭାରତର ପ୍ରଧାନ ବିଚାରପତି (ସିଜିଆଇ) ଡି ୱାଇ ଚନ୍ଦ୍ରଚୁଡଙ୍କ…
ଏକ ସପ୍ତାହ ପର୍ଯ୍ୟନ୍ତ ସାଇତି ରଖିପାରିବେ କ୍ଷୀର, ଜାଣନ୍ତୁ ଫ୍ରିଜରେ କେଉଁଠି କ୍ଷୀର ଷ୍ଟୋର କଲେ ଏହା ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେସ୍ ରହିବ
ଆମେ କ୍ଷୀର ନଷ୍ଟ ନ ହେବା ପାଇଁ ଫ୍ରିଜରେ ସାଇତି ରଖିଥାଉ । କିନ୍ତୁ ଫ୍ରିଜରେ ଯେକୌଣସି ସ୍ଥାନରେ କ୍ଷୀରକୁ ରଖିଦେଲେ ଏହା ସୁରକ୍ଷିତ ରହେ ନାହିଁ । ଫ୍ରିଜରେ ବିଭିନ୍ନ ଥାକ ଭିନ୍ନ ଭିନ୍ନ ଖାଦ୍ୟପଦାର୍ଥ ଲାଗି ଡିଜାଇନ୍…
ହୀରାକୁଦର ବଢୁଛି ଜଳସ୍ତର: ବନ୍ୟାଜଳ ନିଷ୍କାସନ ପାଇଁ ପୁଣି ୫ଟି ଗୋଟ୍ ଖୋଲିଲା
ସମ୍ବଲପୁର: ପ୍ରବଳ ବର୍ଷା ଯୋଗୁଁ ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଛୋଟ ଛୋଟ ବନ୍ୟା ହୋଇଥିବା ବେଳେ କିଛି ସ୍ଥାନରେ ବର୍ଷା ପାଣି ହିଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ ଏହି…
‘ଭାରତ ଯାହା କରିଛି, ଏହାର ପରିଣାମ ଭୋଗିବାକୁ ପଡ଼ିବ…’ BYD କମ୍ପାନୀର ନିଷେଧକୁ ଗ୍ରହଣ କରିପାରୁନି ଚୀନ
ନୂଆଦିଲ୍ଲୀ: ଭାରତକୁ ପାନେ ଦେବା ପାଇଁ ଚକ୍ରାନ୍ତ ଆରମ୍ଭ କରୁଛି ଚୀନ । ଭାରତୀୟ ଅର୍ଥବ୍ୟବସ୍ଥାକୁ ଧ୍ୱସ୍ତ କରିବା ପାଇଁ ରଚୁଛି ଷଡ଼ଯନ୍ତ୍ର । ଭାରତ ନେଇଥିବା ଏକ ବିରାଟ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନି ଡ୍ରାଗନ୍…
ଦେଶର ୫୦୮ଟି ରେଳ ଷ୍ଟେସନରେ ହେବ ଉନ୍ନତିକରଣ : ପ୍ରଧାନମନ୍ତ୍ରୀ କରିବେ ଏହାର ଶିଳାନ୍ୟାସ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୬ ତାରିଖ ସକାଳ ୧୧ଟା ସମୟରେ ଏକ ଭିଡିଓ କନଫରେନ୍ସିଂ ଦ୍ୱାରା ରେଳଷ୍ଟସନ ଉନ୍ନତିକରଣର ଶୀଳାନ୍ୟାସ କରିବେ । ଦେଶରେ ୫୦୮ଟି ରେଳଷ୍ଟେସନର ଉନ୍ନତିକରଣ କରାଯିବ ।…
୩୪ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟ୍କୁ ଅଲ୍ବିଦା କହିଲେ ଇଂଲଣ୍ଡର ଏହି ବ୍ୟାଟ୍ସମ୍ୟାନ୍, ନିଜ ନାମରେ ସୃଷ୍ଟି କରିଛନ୍ତି ବିରଳ ରେକର୍ଡ
ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟର ଆଲେକ୍ସ ହେଲ୍ସ ଶୁକ୍ରବାର ସମସ୍ତ ପ୍ରକାର ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ହେଲ୍ସ ଇଂଲଣ୍ଡ ପାଇଁ ୨୦୧୧ରେ ଟି-୨୦ରେ ପ୍ରବେଶ କରିଥିଲେ । ପରେ ୨୦୧୪ରେ ଦିନିକିଆ ଏବଂ…
ପିଡିଏଫ୍ ଫାଇଲ୍ ସେଭ୍ କିମ୍ବା ଓପନ କରିବା ସମୟରେ ସାବଧାନ ରୁହନ୍ତୁ, ଅନ୍ୟଥା ହ୍ୟାକର ଚୋରାଇ ନେବେ ସବୁ ଡାଟା
ନୂଆଦିଲ୍ଲୀ:ଆମେ ଉପଯୋଗ କରୁଥିବା ଫାଇଲ୍ ଫର୍ମାଟ ମଧ୍ୟରୁ ଗୋଟିଏ ହେଉଛି ପିଡିଏଫ୍ ଯାହାକୁ ଆମେ ଅନଲାଇନ କମ୍ୟୁନିକେସନ ମାଧ୍ୟମରେ ବିଭିନ୍ନ ଡକ୍ୟୁମେଣ୍ଟ ରିସିଭ୍ କିମ୍ବା ସେଣ୍ଡ କରିବା ଲାଗି ଉପଯୋଗ କରିଥାଉ । ଏହି…