CHARIDHAM
Browsing Category

Featured

ପେଟରେ ଗ୍ୟାସରୁ ମୁଣ୍ଡ ବିନ୍ଧୁଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ ନିଶ୍ଚୟ ଆରାମ ମିଳିବ

ନୂଆଦିଲ୍ଲୀ: ପେଟରେ ଗ୍ୟାସ ହେବା ଏକ ସାଧାରଣ ସମସ୍ୟା । ପ୍ରତି ୩ ଜଣରେ ଜଣେ ଏହି ସମସ୍ୟାରେ ପୀଡିତ । କିନ୍ତୁ ଯେତେବେଳେ ଏହି ଗ୍ୟାସ୍ ମୁଣ୍ଡକୁ ଚଢିଯାଏ ସେତେବେଳେ ମୁଣ୍ଡ ଭୀଷଣ ବିନ୍ଧିଥାଏ । ଏହା ସହିତ ପାଟିରୁ…

ବାହାନଗା ଟ୍ରାଜେଡି: ସଂସଦରେ ସରକାର କହିଲେ ଦୁର୍ଘଟଣାର କାରଣ, ସିଗନାଲ୍ ସର୍କିଟରେ ବିଫଳତା ହେତୁ ଘଟିଥିଲା ଦୁର୍ଘଟଣା

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ରାଜ୍ୟସଭାକୁ କହିଛନ୍ତି ଯେ, 'ସିଗନାଲିଂ-ସର୍କିଟ-ପରିବର୍ତ୍ତନ'ରେ ଭୁଲ ସଙ୍କେତ ହେତୁ ଓଡିଶାର ବାଲେଶ୍ୱର ଜିଲ୍ଲାରେ ଟ୍ରେନ ଦୁର୍ଘଟଣା ଘଟିଛି। ଏହି…

ପଦାର୍ପଣ ମ୍ୟାଚ୍‌ରେ ଇଣ୍ଟର ମିଆମିକୁ ବିଜୟ ଭେଟି ଦେଲେ ଲିଓନେଲ୍ ମେସି, ଗୋଲ୍ କରି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଲିଜେଣ୍ଡ ଫୁଟବଲର ଲିଓନେଲ୍ ମେସି ଶୁକ୍ରବାର ଜୁଲାଇ ୨୧ ତାରିଖରେ ଇଣ୍ଟର ମିଆମି ପାଇଁ ପଦାର୍ପଣ କରିଛନ୍ତି । ଏହି ମ୍ୟାଚ୍‌କୁ ସ୍ମରଣୀୟ କରିବା ପାଇଁ ପଦାର୍ପଣ ମ୍ୟାଚ୍‌ରେ ଏକ ଫ୍ରୀ କିକ୍‌ରେ…

ବିଚାରପତିଙ୍କ ଏ କି ବିଚାର; କୁକୁର ମରିଯିବାରୁ ଦାବୀ କଲେ ସୁରକ୍ଷାକର୍ମୀଙ୍କ ନିଲମ୍ବନ, ଯୁଗ୍ମ ପୋଲିସ କମିଶନରଙ୍କୁ ଲେଖିଲେ ଳମ୍ବା ଚିଠି

ନୂଆଦିଲ୍ଲୀ:ଦିଲ୍ଲୀ ହାଇକୋର୍ଟର ପୂର୍ବ ଓ ବର୍ତ୍ତମାନ କୋଲକତା ହାଇକୋର୍ଟର ବିଚାରପତି ଗୌରାଙ୍ଗ କଣ୍ଠ ଦିଲ୍ଲୀ ପୋଲିସକୁ ପତ୍ର ଲେଖିଛନ୍ତି । ଯୁଗ୍ମ କମିଶନର ଅଫ୍ ପୋଲିସ (ସିକ୍ୟୁରିଟି) ମଙ୍ଗେଶ କଶ୍ୟପଙ୍କୁ ପତ୍ର ଲେଖି…

(video)ପ୍ରଳୟଙ୍କରୀ ବର୍ଷା; ଅଚାନକ ନଦୀରେ ବନ୍ୟା ଆସି ଭାସିଗଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍

ହରିଦ୍ୱାର:ଉତ୍ତରାଖଣ୍ଡରେ ଆକାଶରୁ ଏବେ ଯେପରି ପ୍ରଳୟ ବରଷୁଛି । ଭୀଷଣ ବର୍ଷା ପରେ ଏଠାରେ ନଦୀଗୁଡିକ ଭୟଙ୍କର ରୂପ ଧାରଣ କରିଛି । ଉତ୍ତରାଖଣ୍ଡରେ ପୁରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ ହରିଦ୍ୱାରରେ ଏପରି ଏକ ମାମଲା…

ଭାରତୀୟ ବ୍ୟାଙ୍କିଙ୍ଗ ସେକ୍ଟର ଏବେ ଦୁନିଆର ସବୁଠାରୁ ଶକ୍ତିଶାଳୀ: ରୋଜଗାର ମେଳାରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ୭୦,୦୦୦ ନିଯୁକ୍ତି ପତ୍ର ଭିଡିଓ କନଫରେନ୍ସିଂ ଜରିଆରେ ବଣ୍ଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାରତର ବ୍ୟାଙ୍କିଙ୍ଗ ସେକ୍ଟର ବିଶ୍ୱର ସବୁଠାରୁ…

ରାଜସ୍ଥାନରେ ପ୍ରଥମ ଥର ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ଜନ୍ମ ପ୍ରମାଣପତ୍ର

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁରରେ ଗ୍ରେଟର ମୁନିସିପାଲ କର୍ପୋରେସନ ଦ୍ୱାରା ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ଜନ୍ମ ପ୍ରମାଣପତ୍ର ଦିଆଯାଇଛି । ଅର୍ଥନୈତିକ ଓ ପରିସଂଖ୍ୟାନ ବିଭାଗର ନିର୍ଦ୍ଦେଶକ ତଥା ଜନ୍ମ ମୃତ୍ୟୁ…

ମା’ ଗାଳି ଦେବାରୁ ୯ ବର୍ଷର ଶିଶୁ ନେଲା ଭୟଙ୍କର ନିଷ୍ପତ୍ତି, ସ୍କୁଲ ଡ୍ରେସ୍ ଟାଇରେ ଫାଶୀ ଲଗାଇ ଆତ୍ମହତ୍ୟା

କାନପୁର:ଉତ୍ତରପ୍ରଦେଶ କାନପୁରରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ । ଏଠାରେ ତୃତୀୟ ଶ୍ରେଣୀରେ ପଢୁଥିବା ଏକ ୯ ବର୍ଷର ବାଳକ ସ୍କୁଲ ଟାଇକୁ ବ୍ୟବହାର କରି ବେକରେ ଫାଶୀ…

ଭାରତୀୟ ରାଜନୀତିରେ ନୂଆ ରେକର୍ଡ କଲେ ନବୀନ: ଦ୍ୱିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହି ରଚିଲେ ଇତିହାସ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସର୍ବାଧିକ କାଳ ଶାସନ କ୍ଷମତାରେ ରହିବାରେ ଶନିବାର ନବୀନ ଜ୍ୟୋତି ବସୁଙ୍କ ସମକକ୍ଷ ହୋଇଥିବା ବେଳେ ରବିବାର ତାଙ୍କୁ…

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି, ସିବିଏସଇ ସ୍କୁୁଲରେ ଆଞ୍ଚଳିକ ଭାଷାରେ ହେବ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା

ନୂଆଦିଲ୍ଲୀ:କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ସ୍କୁଲରେ ପଢା ଯାଉଥିବା ଏନସିଇଆରଟି ପୁସ୍ତକ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ । ଏହି ସମସ୍ତ ପୁସ୍ତକକୁ ଭାରତର ୨୨ ଅଲଗା ଅଲଗା ଭାଷାରେ…