Browsing Category

Featured

ଚୀନରେ ଦେଖାଦେଲା ନୂଆ ଅସୁବିଧା! ଖାଦ୍ୟ ଶସ୍ୟ ପାଇଁ ଲୋକେ ବ୍ୟାକୁଳ

ବେଜିଂ: ହ୍ରାସ ପାଉଥିବା ଅର୍ଥନୀତି ଚୀନ୍ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ବ୍ୟତୀତ ଏବେ ଆଉ ଏକ ସଙ୍କଟ ଚୀନକୁ ଘେରିବାକୁ ଯାଉଛି। ଦେଶରେ ଅତ୍ୟଧିକ ପାଣିପାଗ ପରିସ୍ଥିତି ଯୋଗୁଁ ଖାଦ୍ୟ ନିରାପତ୍ତା ସଙ୍କଟ ସାରା…

(Video) ଛେଳି ମାଂସ ଖାଉଥିବା ବେଳେ ଚାଲିଗଲା ଜୀବନ: ଭୟରେ ପୂରା ଗାଁ ଲୋକେ ଛାଡ଼ିଲେ ମାଂସ ଖିଆ

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ଛେଳିର ମାଂସ ଖାଇବା । ଗୋଟିଏ ଛେଳିର ଆଖି ପାଇଁ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ଛତିଶଗଡ଼ର ସୁରଜପୁରରେ ଘଟିଥିଲା ଏଭଳି ଏକ ଘଟଣା । । ମନସ୍କାମନା ପୂରଣ ହେବା ପରେ ତିନିଜଣ ଯୁବକ ସାଙ୍ଗରେ…

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଦାଦା ଶରଦଙ୍କୁ NCP ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇଲେ ଅଜିତ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଦାଦା ଶରଦ ପାୱାରଙ୍କୁ ହଟାଇ ଦେଇଛନ୍ତି । ଏଥିସହିତ ଏନସିପି ମୁଖ୍ୟ ଭାବେ ଅଜିତ…

ୱିମ୍ବଲଡନରେ ନାଟୁ-ନାଟୁ ଗୀତର ଜଲୱା: ଭାଇରାଲ ହେଲା ଜୋକୋଭିକ୍ ଓ ଅଲକାରାଜଙ୍କ ହୁକ ଷ୍ଟେପ ପୋଷ୍ଟର

ନୂଆଦିଲ୍ଲୀ: ସମ୍ମାନଜନକ ଟେନିସ୍ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ୱିମ୍ବଲଡନ୍ ୨୦୨୩ ଜୁଲାଇ ୩ରୁ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଟେନିସ୍ ଜଗତର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରେ ଶ୍ରେଷ୍ଠ ମ୍ୟାଚ୍ ଖେଳିବାର…

(Video) କାରରେ ଯାଉଥିଲେ ଅଭିନେତ୍ରୀ ନିଶା ମହାରଣା: ଘଟିଲା ଭୟଙ୍କର ଦୁର୍ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତ୍ରୀ ନିଶା ମହାରଣାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ନିଶାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ନିଶାଙ୍କ ସହିତ କାରରେ ୫ ଜଣ ପୁରୁଷ ବନ୍ଧୁ ରହିଥିଲେ । ନିଶା ଚିଲିକା…

ଶ୍ରାବଣ ମାସରେ ସାପ ସ୍ୱପ୍ନ ଦେଖିବା ଶୁଭ ନା ଅଶୁଭ? ଜାଣନ୍ତୁ ଏଥିରେ ଜଡ଼ିତ ଥିବା ସଂକେତ

ନୂଆଦିଲ୍ଲୀ: ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇସାରିଛି । ଏହି ମାସରେ ଭଗବାନ ଶିବଙ୍କୁ ବିଧି ବିଧାନ ସହ ପୂଜା କରାଯାଏ । ଲକ୍ଷାଧିକ କାଉଡ଼ିଆ ପାଦରେ ଚାଲିଚାଲି ଭଗବାନ ଶିବଙ୍କ ଉପରେ ଜଳାଭିଷେକ କରିଥାନ୍ତି । କେବଳ ଏତିକି…

ମହାରାଷ୍ଟ୍ର ମହାନାଟକ: ଅଜିତ ପାୱାର NCPର ନୂଆ ଅଧ୍ୟକ୍ଷ ନିଯୁକ୍ତ, ପଦରୁ ହଟିଲେ ଶରଦ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୀତିରେ ଦେଖାଦେଇଥିବା ମହାନାଟକରେ ଆସିଛି ନୂଆ ମୋଡ଼ । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଦେଖାଦେଇଥିବା ବିସ୍ଫୋରଣ ଏବେ ଆଉ ଗୋଟିଏ ପାଦ ଆଗେଇ ଯାଇଛି । ଆଜି ବସିଥିବା ଦଳର…

ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ଗୋଟିଏ ଲେଖାଏଁ ଗ୍ରାମୀଣ ଶିଳ୍ପ ପାର୍କ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରାମାଞ୍ଚଳ ବାସିନ୍ଦାଙ୍କ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି । ଏହା ମଧ୍ୟରେ ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶିଳ୍ପ ପାର୍କ ପ୍ରତିଷ୍ଠା ହେବ ।…

ଟେଲର୍ ବାପାଙ୍କ ଭିନ୍ନକ୍ଷମ ପୁଅ ପାସ କଲା ସରକାରୀ ଆକାଉଣ୍ଟାଣ୍ଟ ପରୀକ୍ଷା, ପାଦରେ ଲେଖିଲେ ଉତ୍ତର

ଲାହୋର: ସରକାରଙ୍କ ତରଫରୁ ବାହାରିଥିବା ଆକାଉଣ୍ଟାଣ୍ଟ ପରୀକ୍ଷାରେ ଅନେକ ଜଣ ସଫଳତା ପାଇଛନ୍ତି । ଏମାନଙ୍କ ମଧ୍ୟରୁ ଏପରି ଏକ ପ୍ରାର୍ଥୀ ଥିଲେ ଯିଏ ହାତ ବଦଳରେ ପାଦରେ ଲେଖି ସଫଳତା ହାସଲ କରିଛନ୍ତି । ଏହି ପ୍ରାର୍ଥୀଙ୍କ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପ୍ରଥମ ‘ବୋନ ବ୍ୟାଙ୍କ’: ମେଶିନ୍ ଆଣିବା ପାଇଁ ଖୋଲାଗଲା ଟେଣ୍ଡର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗକୁ ବଢ଼ିବ ଓଡ଼ିଶା । କଟକର ଏସସିବିରେ ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’ ଖୋଲିବା ପାଇଁ ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇ ଥିବା ବେଳେ ଏନେଇ ଏବେ ପ୍ରକ୍ରିୟା…