Browsing Category

Featured

(Breaking) ବାଙ୍ଗଲାଦେଶୀ ଦେହଜୀବୀ ମାମଲା- ଆକ୍ସନ ମୋଡରେ ପୋଲିସ, ଦଲାଲ ଦମ୍ପତି ଗିରଫ, ସାମ୍ନାକୁ ଆସୁଛି ନୂଆ ତଥ୍ୟ

କଟକ- ବାଙ୍ଗଲାଦେଶୀ ନାବାଳିକା ଦେହଜୀବୀ ମାମଲାକୁ ଗୁରୁତର ସହ ନେଇଛି ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏହି କଳା କାରନାମା ପଛରେ ଥିବା ଏକ ଦମ୍ପତିକୁ କାବୁ କରି ନେଇଛି । ଏହି ଦମ୍ପତି କଟକ ସଦର ଅଞ୍ଚଳର ।…

ପଞ୍ଜାବ କିଙ୍ଗସରେ ସାମିଲ ହେଲେ ଷ୍ଟାର ବୋଲର ଅର୍ଶଦୀପ: RTM ଜରିଆରେ କିଣିଲା PBKS

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଆଇପିଏଲ-୨୦୨୫ ମେଗା ଅକ୍ସନ । ଅକ୍ସନର ପ୍ରଥମ ଖେଳାଳି ଭାବରେ ନିଲାମ ହୋଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ଅର୍ଶଦୀପ ସିଂହ । ୧୫.୭୫ କୋଟି ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ…

ଓପିଜିସି ତରଫରୁ ନୋଟିଫିକେସନ: ନଭେମ୍ବର ୨୮ ପୂର୍ବରୁ ହାର୍ଡ କପି ପଠାଇବେ ଆବେଦନକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ଲିମିଟେଡ (ଓପିଜିସି) ତରଫରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।…

ସମ୍ଭଲରେ ସ୍ଥିତି ଭୟଙ୍କର, ପଥର ମାଡରେ ୨ ଜଣଙ୍କ ମୃତ୍ୟୁ, ବିରୋଧୀ ଘେରିଲେ ସରକାରକୁ

ସମ୍ଭଲ- ଉତ୍ତର ପ୍ରଦେଶର ଜାମା ମସଜିଦ ସର୍ଭେକୁ ନେଇ ଅଶାନ୍ତ ସମ୍ଭଲ । ସର୍ଭେ ବେଳେ ପଥର ମାଡ ସହ ପୋଡାଜଳାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ସର୍ଭେ ଟିମ କୋର୍ଟଙ୍କ ନିର୍ଦ୍ଦେଶରେ…

ଅଷ୍ଟ୍ରେଲିଆ ଦେଖିଲା ‘ବିରାଟ’ ରୂପ: ଯଶସ୍ୱୀଙ୍କ ପରେ ଦମଦାର ଶତକ ହାସଲ କଲେ କିଙ୍ଗ କୋହଲି

ନୂଆଦିଲ୍ଲୀ: ପର୍ଥରେ ପୁଣିଥରେ ଦେଖିବାକୁ ମିଳିଛି ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ । ଦୀର୍ଘ ଦିନରୁ ବଡ଼ ପାଳିକୁ ଅପେକ୍ଷା କରି ରହିଥିବା ବିରାଟ କୋହଲିଙ୍କ ବ୍ୟାଟରୁ ଆସିଛି ଏକ ଦମଦାର ଶତକ । ଅଷ୍ଟ୍ରେଲିଆ ବିପକ୍ଷ…

ଏସବିଆଇ ଅମୃତ କଳସ ସ୍କିମର ବଢିଲା ଅବଧି, ପବଲିକ ଡିମାଣ୍ଡକୁ ଦେଖି ୬ଷ୍ଠ ଥର ପାଇଁ ଡେଡଲାଇନରେ ପରିବର୍ତ୍ତନ

ଓଡିଶା ଭାସ୍କର- ଦେଶର ସର୍ବ ବୃହତ ବ୍ୟାଙ୍କ ଏସବିଆଇ ଆଣିଛି ଫିକ୍ସ ଡିପୋଜିଟରେ ଦମଦାର ପ୍ଲାନ । ମାତ୍ର ୪୦୦ ଦିନର ଏଫଡିରେ ନିବେଶ ପରେ ମିଳୁଛି ଗ୍ୟାରେଣ୍ଟିଡ ଇନକମ । ଯଦି ଆପଣ ନିକଟ ଭବିଷ୍ୟତରେ ସର୍ଟ ଟର୍ମ ଇନଭେଷ୍ଟ…

ମହାରାଷ୍ଟ୍ର ସିଏମ Suspense ଭିତରେ ଆସିଲା ଶପଥ ଗ୍ରହଣ ତାରିଖ, ୱାନଖେଡେ ଷ୍ଟାଡିୟମରେ ହେବ ଭବ୍ୟ ଆୟୋଜନ

ମୁମ୍ବାଇ- ମହାରାଷ୍ଟ୍ରରେ ମହାଯୁତିର ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍ପେନ୍ସ ଜାରି ରହିଛି । ତିନି ପ୍ରମୁଖ ଦଳର ମୁଖିଆ ମୁଖ୍ୟମନ୍ତ୍ରୀ ଆସନ ଉପରେ ଆଖି ପକେଇଥିବା ବେଳେ ସୋମବାର ଅର୍ଥାତ୍ ୨୫…

କନିଷ୍ଠ ମେଧାବୀ ଛାତ୍ରବୃତ୍ତି ପାଇଁ କରନ୍ତୁ ଆବେଦନ, ମିଳିବ ୩ ହଜାର ଟଙ୍କାର ଆର୍ଥିକ ସହାୟତା

ଭୁବନେଶ୍ୱର : ଚଳିତ ବର୍ଷ ୧୦ ହଜାର ସ୍କୁଲ୍‍ ଛାତ୍ରଛାତ୍ରୀଙ୍କୁ କନିଷ୍ଠ ମେଧାବୀ ଛାତ୍ରବୃତ୍ତି ଦିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି । ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ…

ଆଜିଠୁ ଭୋଟର ସଂଶୋଧନ ଆରମ୍ଭ, ଜାଣନ୍ତୁ କିପରି କରିବେ ?

ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ନୂତନ ଭୋଟର୍‍ ଭାବେ ଭୋଟ୍‍ ତାଳିକାରେ ନାମ ପଞ୍ଜୀକରଣ କିମ୍ବା ସଂଶୋଧନ କରିବାପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଆଜି ସକାଳ ୧୦ଟାରୁ ସନ୍ଧ୍ୟା…

(Breaking- Video) ସମ୍ଭଲ ଜାମା ମସଜିଦ ସର୍ଭେ ବେଳେ ଟେକା, ପଥର ମାଡ; ପୋଲିସ କର୍ମୀ ଆହତ

ସମ୍ଭଲ- ୟୁପିର ସମ୍ଭଲ ହେଉଛି ଅଶାନ୍ତ । ରବିବାର ସମ୍ଭଲର ଜାମା ମସଜିଦ ସର୍ଭେ ବେଳେ ଦେଖାଦେଇଛି ଉତ୍ତେଜନା । ପୋଲିସ ଓ ସର୍ଭେ ଅଧିକାରୀଙ୍କ ଉପରକୁ ହୋଇଛି ଟେକା ପଥର ମାଡ । କିଛି ଜାଗାରେ ପୋଡାଜଳା । ଏଥିରେ କିଛି…