Browsing Category
Featured
‘ଟେଷ୍ଟରେ ଏହା ମୋର ଶେଷ ମ୍ୟାଚ…’ WTC Final ପରାଜୟ ପରେ ସନ୍ନ୍ୟାସ ନେଲେ ରୋହିତ! ଭାଇରାଲ ହେଉଛି ଟ୍ୱିଟ
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ଚମ୍ପିଆନର ମୁକୁଟ ପିନ୍ଧିଛି ଅଷ୍ଟ୍ରେଲିଆ । ଏହି ମହା ମୁକାବିଲାକୁ ୨୦୯ ରନ ପଛରେ ପଡିଯାଇଛି ରୋହିତ ସେନା । ତେବେ ଏଭଳି ଏକ ଲଜ୍ଜାଜନକ ପରାଜୟ ପରେ ଭାରତୀୟ…
ଦିଗ ପରିବର୍ତ୍ତନ କଲା ବାତ୍ୟା ‘ବିପର୍ଯ୍ୟୟ’ ; ପାକିସ୍ତାନ ନୁହେଁ ଭାରତରେ କରିବ ଲ୍ୟାଣ୍ଡଫଲ
ନୂଆଦିଲ୍ଲୀ : ଆରବସାରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଏବେ ଦିଗ ବଦଳାଇଛି । ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିଛି । ସିଧା ପାକିସ୍ତାନରେ ମାଡ ହେବା ପରିବର୍ତ୍ତେ ଭାରତ ଆଡକୁ ମୁହାଁଇଛି ।…
ଅସଲି ଡାକ୍ତରଙ୍କ ଡିଗ୍ରୀକୁ ନେଇ ମେଡିକାଲ୍ ଅଫିସର ଭାବରେ କାମ କରୁଥିଲେ ନକଲି ମହିଳା, ଜାଣନ୍ତୁ କେମିତି ଖୋଲିଲା ରହସ୍ୟ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଗ୍ୱାଲିୟରରେ ଘଟିଛି ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏକ ଅସଲି ଡାକ୍ତର ଡିଗ୍ରୀକୁ ନେଇ ଜଣେ ନକଲି ମହିଳା ମହାରାଷ୍ଟ୍ରରେ ମେଡିକାଲ୍ ଅଫିସର ପାଲଟି ଯାଇଥିଲେ । ତେବେ ଏହି ନକଲି ମହିଳାଙ୍କ…
ଟ୍ରେନ ଟ୍ରାଜେଡି: ଏହିମାନଙ୍କ ଭୁଲ ପାଇଁ ହୋଇଥିଲା କରମଣ୍ଡଳ ଦୁର୍ଘଟଣା! ୫ ଜଣଙ୍କୁ ନେଇଗଲା ସିବିଆଇ
ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଭଳି ଏକ ସଙ୍ଗୀନ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ଦେଇଛନ୍ତି ସରକାର । ତେଣୁ ସିବିଆଇ ମଧ୍ୟ ଏହାକୁ ନେଇ ଖୋଳତାଡ…
ଓଲଟିଲା କାର୍, ବର କନିଆ ଗୁରତର
ସମ୍ବଲପୁର:ସମ୍ବଲପୁରରେ ସକାଳୁ ସକାଳୁ ଘଟିଯାଇଛି ଏକ ଦୁଖଦ ଘଟଣା । ବାହାଘର ପରେ ବର କନିଆଁଙ୍କୁ ଧରି ଫେରୁଥିବା ଏକ କାର୍ ଓଲଟି ପଡିଥିଲା । ଏଥିରେ ବର କନ୍ୟାଙ୍କ ସହିତ ଅନ୍ୟ ୪ ଜଣ ଗୁରୁତର ହୋଇ ସୋନପୁର ମେଡିକାଲ୍ ରେ…
ଟ୍ରକକୁ ପିଟିଲା ଆମ୍ବୁଲାନ୍ସ ,ରୋଗୀ ସହ ଆଟେଣ୍ଡାଣ୍ଟ ଆହତ
ବଲାଙ୍ଗୀର: ସକାଳୁ ସକାଳୁ ରାଜ୍ୟରେ ଘଟିଛି ଏକ ବଡ ଦୁର୍ଘଟଣା । ବଲାଙ୍ଗୀର ଜିଲ୍ଲାରେ ଏକ ଆମ୍ବୁଲାନ୍ସ ଟ୍ରକ୍ସକୁ ଧକ୍କା ଦେବାରୁ ଘଟିଯାଇଛି ଏହି ଦୁର୍ଘଟଣା । ଏଥିରେ ରୋଗୀ ସହ ଆଟେଣ୍ଡାଣ୍ଟ ଆହତହୋଇ ଭୀମଭୋଇ ମେଡିକାଲ୍…
(Video) ସ୍ପେଶାଲ ‘ମୋଦୀଜୀ ଥାଳି’: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନ୍ୟୁ ଜର୍ସି ରେଷ୍ଟୁରାଣ୍ଟର ସ୍ୱତନ୍ତ୍ର ଥାଳି
ନୂଆଦିଲ୍ଲୀ: ଆଗାମୀ କିଛି ଦିନ ମଧ୍ୟରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ଦୃଷ୍ଟିରେ ରଖି ନ୍ୟୁ ଜର୍ସି ରେଷ୍ଟୁରାଣ୍ଟ ଅତିଥିଙ୍କ ପାଇଁ ରଖିଛି ଏକ ସ୍ପେଶାଲ ଉପହାର ।…
ରାଜ୍ୟରେ କଲବଲ କରୁଛି ଅସହ୍ୟ ତାତି: ଗରମକୁ ନେଇ ସତର୍କ କରାଇଲା ପାଣିପାଗ ବିଭାଗ
ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ବର୍ତ୍ତମାନ ରଜ୍ୟବାସୀଙ୍କୁ କଲବଲ କରୁଛି । ଅସହ୍ୟ ଗରମ ସହ ଗୁଳୁଗୁଳି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଓଡିଶାରେ ମୌସୂମୀ ପାଦ ଥାପିବାକୁ ବସିଥିଲେ ବି ଏପର୍ଯ୍ୟନ୍ତ ଖରା…
ରାଶିଫଳ(ସୋମବାର,୧୨ ଜୁନ,୨୦୨୩)
ମେଷ - ଶତୃମାନେ ମିତ୍ରଭାବ ଆଚରଣ କରିବେ, ବ୍ୟବସାୟରେ ସଫଳତା ଅର୍ଜନ ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବାଦବିବାଦ, ମାଲିମୋକଦ୍ଦମା, ଖେଳକୁଦ, ପ୍ରତିଯୋଗିତାରେ ପ୍ରଶଂସା ପାଇବେ, ରାଜନୀତିରେ ସଫଳତା ମିଳିବ,…
ଗାଡ଼ି ମାଲିକଙ୍କୁ ବଡ଼ ଉପହାର! ୨୦୧୭ ମସିହା ପରଠାରୁ କଟା ଯାଇଥିବା ସମସ୍ତ ଚାଲାଣ ବାତିଲ୍ କଲେ ସରକାର
ନୂଆଦିଲ୍ଲୀ: ଆଜିକାଲି ରାସ୍ତାଘାଟରେ ଅଧିକ ଟ୍ରାଫିକ ସମସ୍ୟା ଦେଖାଦେଉଥିବା ବେଳେ ଏନେଇ ଅଧିକ ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଅନେକ ସମୟରେ ଲୋକମାନେ ବେପରୁଆ ଭାବେ ଗାଡ଼ି ଚାଳନା କରିବା କାରଣରୁ ଅନେକ ଲୋକଙ୍କର…