Browsing Category

Featured

ଭାବା ପରମାଣୁ ଗବେଷଣା କେନ୍ଦ୍ର ପକ୍ଷରୁ ନିଯୁକ୍ତି ସୁଯୋଗ: ୪୩୭୪ ପଦରେ ଦିଆଯିବ ଚାକିରି

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ପରମାଣୁ ଶକ୍ତି ବିଭାଗ ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଭାବା ପରମାଣୁ ଗବେଷଣା କେନ୍ଦ୍ର ତରଫରୁ ୪୩୭୪ଟି ପଦ ପାଇଁ…

ବଞ୍ଚାଇ ରଖିବାକୁ ଚାହୁଁଛନ୍ତି ନିଜ କଷ୍ଟ ଅର୍ଜିତ ଟଙ୍କା, ଶୁଣି ନିଅନ୍ତୁ ଅର୍ଥମନ୍ତ୍ରୀଙ୍କ ଏହି ବହୁମୂଲ୍ୟ ପରାମର୍ଷ

ନୁଆଦିଲ୍ଲୀ: ସମୟ ପରିବର୍ତ୍ତନ ସହିତ ଲୋକମାନଙ୍କର ନିବେଶ କରିବାର ଉପାୟ ମଧ୍ୟ ପରିବର୍ତ୍ତନ ହେଉଛି। କିନ୍ତୁ ସମୟ ପରିବର୍ତ୍ତନ ସହିତ ଯାହା ବଦଳି ନାହିଁ ତାହା ହେଉଛି ମଣିଷର ଲୋଭ। ଲୋକମାନେ ପୁର୍ବରୁ ମଧ୍ୟ ଏହି ଲୋଭ…

BJDର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟନ କଲେ ନବୀନ: ଶୁଭ ଶଙ୍ଖର ସ୍ୱର ଶୁଣିଲେ ଓଡ଼ିଶାବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପବିତ୍ର ଅକ୍ଷୟ ତୃତୀୟାରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟିତ ହୋଇଛି । ପବିତ୍ର ଦିବସରେ ତ୍ୟାଗ ଓ ଖୁସିର ପ୍ରତୀକ ଶଙ୍ଖ ଭବନକୁ ଉଦଘାଟନ କରିଛନ୍ତି ବିଜେଡି…

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବିଜୁଳି-ଘଡଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ ସହ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

କ୍ୟାପଟେନ ମାହିଙ୍କ ଆଗରେ ସବୁ ଫେଲ: IPLରେ ଏହି ବିରଳ ରେକର୍ଡର ଅଧିକାରୀ M.S Dhoni

ନୂଆଦିଲ୍ଲୀ: ଆଇପିଏଲ ଇତିହାସରେ ସବୁଠୁ ସପଳ ଦଳ ଭିତରେ ରହିଛି ଚେନ୍ନାଇ ସୁପର କିଙ୍ଗସ । କ୍ୟାପଟେନ କୁଲ ଏମ.ଏସ ଧୋନୀଙ୍କ ନେତୃତ୍ୱରେ ଅନେକ ବିଶ୍ୱ ରେକର୍ଡ ସ୍ଥାପନା ହୋଇଛି । ଏମିତି ଅନେକ ରେକର୍ଡ ମଧ୍ୟ ରହିଛି,…

BACARDI ରମ୍ ରେ କାହିଁକି ରହିଥାଏ ବାଦୁଡି ଚିତ୍ର? ଜାଣି ରଖନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଆଜିକାଲି ମାର୍କେଟରେ ରମ୍ ର ଅନେକ ପ୍ରକାରର ବ୍ରାଣ୍ଡ ବିକ୍ରି ହେଉଛି । କିନ୍ତୁ ବାକାର୍ଡି ରମ୍ କୁ ନେଇ ଲୋକଙ୍କ ଭିତରେ ଖୁବ ଚର୍ଚ୍ଚା ହୋଇଥାଏ ଏବଂ ଏହାକୁ ଅଧିକାଂଶ ଲୋକ ପସନ୍ଦ ମଧ୍ୟ କରୁଥିବା ଦେଖାଯାଉଛି…

ବିନା ମୂଲ୍ୟରେ ପ୍ରିୟଙ୍କା ଚୋପ୍ରା ଫେରି ପାଇଲେ ନିଜ ଟ୍ୱିଟର ଆକାଉଣ୍ଟର ବ୍ଲୁ ଟିକ୍, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବଲିଉଡ ସହ ହଲିଉଡରେ ମଧ୍ୟ ପ୍ରିୟଙ୍କା ଚୋପ୍ରା ନିଜର ଜଲୱା ଦେଖାଇ ଆସିଛନ୍ତି । ଏପରି ଲୋକପ୍ରିୟ ଅଭିନେତ୍ରୀଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁ ଟିକ ଆପେଆପେ ଅଦୃଶ୍ୟ ହୋଇଯାଇଥିଲା । ହେଲେ ବର୍ତ୍ତମାନ…

ସରେଣ୍ଡର ନୁହେଁ, ଗିରଫ ହୋଇଛନ୍ତି ଅମୃତପାଲ ସିଂହ, ପଞ୍ଜାବ ପୋଲିସ ଜାରି କଲେ ପ୍ରଥମ ବିବୃତ୍ତି

ଚଣ୍ଡିଗଡ: ଖାଲିସ୍ଥାନ ସମର୍ଥକ ଅମୃତପାଲ ସିଂହ ୩୫ ଦିନ ପର୍ଯ୍ୟନ୍ତ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା କର୍ମୀଙ୍କ ଆଖିରୁ ନିଦ ହଜାଇ ଦେଇଥିବା ବେଳେ ଆଜି ପୋଲିସ କଦଜାରେ ଥିବା କଥା ସାମ୍ନାକୁ ଆସିଛି । ତେବେ ପଞ୍ଜାବର…

ଭୁବନେଶ୍ୱରରେ ଆରମ୍ଭ ହେଲା ଜି-୨୦ ସମ୍ମିଳନୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ କଲେ ଉଦଘାଟନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଆଇଏମଏମଟି ପରିସରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ ହୋଇଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି । ଜି-୨୦ 'ଶିକ୍ଷା ୱାର୍କିଂ ଗ୍ରୁପ'ର…

ଜୈବିକ ଚାଷ ଆପଣାଇବାରେ କୃଷକଙ୍କୁ ପ୍ରତି ଏକର ପିଛା ମିଳୁଛି ୬,୫୦୦ ଟଙ୍କା, ଏହିଠାରେ କରନ୍ତୁ ଅବେଦନ

ନୂଆଦିଲ୍ଲୀ: ସାଧାରଣତଃ ଚାଷ ଜମିରେ ରାସାୟନିକ ପିଡିଆ ପଡିବା ହେତୁ ମାଟିର ଉର୍ବରତା କମି କମି ଯାଉଛି । ଏହି କାରଣରୁ ସରକାର ଜୈବିକ ପିଡିଆର ବିଶେଷତା ଉପରେ ଗୁରୁତ୍ୱ ଦେଇଛନ୍ତି । କୃଷକମାନେ ଫସଲରେ ରାସାୟନିକ ପଦାର୍ଥ…