Browsing Category
Featured
ଆସନ୍ତା ୫ ବର୍ଷ ମଧ୍ୟରେ ଚନ୍ଦ୍ରରେ ଘର ନିର୍ମାଣ ହେବ: Moon Soilରୁ ତିଆରି ହେବ ଇଟା, ମିଶନରେ ଲାଗିଛନ୍ତି ୧୦୦ ବୈଜ୍ଞାନିକ
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ବାସସ୍ଥାନ ନିର୍ମାଣ କରି ଜନବସତି ସ୍ଥାପନ ନେଇ ବିଶ୍ୱର ବିଭିନ୍ନ ରାଷ୍ଟ୍ରମାନେ ଯୋଜନା ଚଳାଇଛନ୍ତି । ପୂର୍ବରୁ ଚନ୍ଦ୍ରରେ ଜମି କିଣିବା ଖବର ଶୁଣିବାକୁ ମିଳିଥିବା ଏବେ ସେଠାରେ ଘର ତିଆରି…
ଭଲ ସମ୍ପର୍କକୁ ବରବାଦ କରିଦିଏ ଏହି ଅପେକ୍ଷା: ଭାଙ୍ଗିଯାଏ ବର୍ଷ ବର୍ଷର ରିଲେସନସିପ୍
ନୂଆଦିଲ୍ଲୀ: ସମ୍ପର୍କରେ ସବୁଠୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ବିଶ୍ୱାସ ଏବଂ ଭରସା । ଏହି ଦୁଇଟି କାରଣ ପାଇଁ କୌଣସି ବି ସମ୍ପର୍କ ବର୍ଷ ବର୍ଷ ଧରି ଖୁସିରେ ବିତିଯାଏ । କିନ୍ତୁ ଅନେକ ସମୟରେ ଭଲ ଭଲ ସମ୍ପର୍କ…
Guinness World Records: ୧ ମିନିଟ, ଦୁଇଟି ଆଙ୍ଗୁଠି, ୨୨ଟି ପୁଶ୍ ଅପସ, ୨୧ ବର୍ଷୀୟ ଯୁବକଙ୍କ ଅବିଶ୍ୱସନୀୟ କୀର୍ତ୍ତିମାନ
ନୂଆଦିଲ୍ଲୀ: ଅନେକ ସମୟରେ କମ୍ ବୟସରେ କିଛି ଯୁବକ, ଯୁବତୀ କିଛି ଅବିଶ୍ୱସନୀୟ କାର୍ଯ୍ୟ କରି ସାରା ବିଶ୍ୱକୁ ଚମକାଇ ଦେଇଥାନ୍ତି । ତେବେ ନିକଟରେ ଜଣେ ୨୧ ବର୍ଷୀୟ ଯୁବକ ଏଭଳି ଅସମ୍ଭବ କାର୍ଯ୍ୟ କରି ଗିନିଜ୍ ବିଶ୍ୱ…
(Video) ଦୁଗ୍ଧ ଫାର୍ମରେ ଭୟଙ୍କର ବିସ୍ଫୋରଣ: ୧୮ ହଜାରରୁ ଅଧିକ ଗାଈଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଘଟରା ଘଟିଥାଏ ଯାହା କେହି ସ୍ୱପ୍ନରେ ବି କଳ୍ପନା କରିନଥାନ୍ତି । ଏପରି ଏକ ଭୟଙ୍କର ଘଟଣା ଘଟି ୧୮ ହଜାରରୁ ଅଧିକ ନିରୀହ ଗାଈ ମୃତ୍ୟୁବରଣ କରିଛନ୍ତି । ଆମେରିକାର ଏକ…
IPLରେ କିପରି ଟଙ୍କା ପାଆନ୍ତି ଖେଳାଳି? ଆହତ ହେଲେ କ୍ରିକେଟରଙ୍କୁ ଏତିକି ଟଙ୍କା ଦିଏ ଫ୍ରାଞ୍ଚାଇଜି
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ବର୍ତ୍ତମାନ ନିଜର ଅସଲ ରୂପରେ ପାଦ ଥାପି ସାରିଛି । ପ୍ରତ୍ୟେକ ମ୍ୟାଚ ରୋମାଞ୍ଚକର ହେଉଥିବା ବେଳେ ସଂଘର୍ଷ ଦେକିବାକୁ ମିଳୁଛି । କିନ୍ତୁ ଆଇପିଏଲ ଆରମ୍ଭରୁ କିଛି ଟିମ୍ କୁ ଝଟକା ଲାଗିଥିଲା ।…
ବଡ ଖବର: ରାଜ୍ୟରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରାଯିବ, ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର: ଓଡିଶାରେ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରାୟ ୧୮…
ଅସମ୍ଭବକୁ ସମ୍ଭବ କଲେ ୧୦୮ ବର୍ଷୀୟା ମହିଳା: ପରୀକ୍ଷାରେ ଟପ୍ ରାଙ୍କ, ସମସ୍ତେ ହତବାକ୍
ନୂଆଦିଲ୍ଲୀ: କଥାରେ ଅଛି, ଦୃଢ଼ ଇଚ୍ଛାଶକ୍ତି ଆଗରେ ଏ ବିଶ୍ୱର କୌଣସି ସମସ୍ୟା ପ୍ରତିବନ୍ଧକ ସାଜିପାରେ ନାହିଁ । ଇଚ୍ଛାଶକ୍ତି ବଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ । ଏପରି ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି…
(Video) ଭୁବନେଶ୍ୱରକୁ କେବେ ଆସିଲା ଉଡ଼ାଯାହାଜ? ଜନ୍ମ ଦିବସରେ ଜାଣନ୍ତୁ ରାଜଧାନୀର ଇତିହାସ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରହିଛି ବିଜୁ ପଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ । ବିଭିନ୍ନ ଦେଶକୁ ଏହିଠାରୁ ସିଧା ବିମାନ ଉଡ଼ାଣ ଭରିଥାଏ । ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ବାଣିଜ୍ୟ ଏବଂ ଯାତ୍ରୀବାହୀ ବିମାନ…
ଆଙ୍ଗୁଠିରୁ ଟାଇଟ୍ ମୁଦିକୁ କିପରି ବାହାର କରିବେ ? ଜାଣନ୍ତୁ ଏହି ସହଜ ଉପାୟ
ନୂଆଦିଲ୍ଲୀ : ଯେତେବେଳେ ବି ଲୋକମାନେ ରିଙ୍ଗ ବା ମୁଦି କିଣନ୍ତି, ସେମାନେ ତାହାକୁ ତରବରିଆ ଭାବରେ ଅଙ୍ଗୁଠିରେ ପୁରାଇ ଦିଅନ୍ତି । ତାହା ଅଙ୍ଗୁଠିକୁ ଫିଟ୍ ହେଉଛି କି ନାହିଁ ତାହା ଚିନ୍ତା କରନ୍ତି ନାହିଁ । କିଛି ଲୋକ…
ହନୁମାନ ଜୟନ୍ତୀ: ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ
ଭୁବନେଶ୍ୱର: ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଆସନ୍ତାକାଲି ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ସହରର ବିଭିନ୍ନ କମିଟି ସହିତ ଆଲୋଚନା ଫଳପ୍ରଦ…