Browsing Category

Featured

Video: ସୁଖୋଇ -୩୦ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଶ୍ୱ ଦେଖିଲା ଭାରତର ନାରୀ ଶକ୍ତି

ଆସାମ: ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ସୁଖୋଇ 30 MKI ରେ ଉଡ଼ିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ଏହି ଉଡାଣ କରିଥିଲେ। ଖୁବ ସ୍ୱଳ୍ପ ସମୟ ପାଇଁ ଏହି ଯାତ୍ରା…

ଚାଷୀଙ୍କ ପାଖରେ ଆଧାର ଥିଲେ ମିଳିବ ୩୬ ହଜାର ଟଙ୍କା: ନୂଆ ଯୋଜନା ଆଣିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଯୋଜନା ଆରମ୍ଭ କରାଯାଇଛି । ଏଥିରୁ କୃଷକମାନେ ବହୁତ ଲାଭବାନ ହେଉଛନ୍ତି । ମୋଦି ସରକାର ମଧ୍ୟ ଚାଷୀଙ୍କ ଆୟ ବୃଦ୍ଧି…

ଏ କେମିତି କଥା? ଅପରେସନ ବେଳେ ଅଧାରୁ ହାତ ଟେକିଦେଲେ ଡାକ୍ତରବାବୁ: ରୋଗୀ ଗୁରୁତର

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲି କୁହାଯାଏ । ରୋଗୀକୁ ଜଣେ ଡାକ୍ତର ନିଜର ଜ୍ଞାନ କୌଶଳ ଏବଂ ଟେକ୍ନିକ ଦ୍ୱାରା ନୂଆ ଜୀବନ ଦେଇଥାନ୍ତି । ଶେଷ ପର୍ଯ୍ୟନ୍ତ ଜଣେ ରୋଗୀକୁ ବଞ୍ଚାଇବା ପାଇଁ ଉଦ୍ୟମ…

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଗୁରୁଚଣ୍ଡାଳ ଦୋଷ, ଏହିସବୁ ବ୍ୟକ୍ତିମାନଙ୍କ ଉପରେ ପଡ଼ିବ ପ୍ରଭାବ; ଜାଣନ୍ତୁ ଆପଣଙ୍କ ରାଶି ଅଛିକି ସାମିଲ

ଭୁବନେଶ୍ୱର: ଜୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଓ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ବିଭିନ୍ନ ପ୍ରକାର ଯୋଗ ସୃଷ୍ଟି ହେବା ସହ ପ୍ରତ୍ୟେକ ବ୍ୟକ୍ତି ଉପରେ…

ଡିନର୍ ପରେ ବେହୋସ୍ ହେଲା ପୁରା ପରିବାର: ୨ ବର୍ଷର ଝିଅକୁ ନେଇ ପ୍ରେମିକ ସହ ଫେରାର ହୋଇଗଲା ବୋହୂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭିତରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ସେଠାରେ ଜଣେ ବିବାହିତା ମହିଳା ରାତି ଖାଇବାରେ ନିଶା ଜିନିଷ ମିଶାଇ ତାକୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କୁ ଖାଇବାକୁ ଦେଇଥିଲେ ।…

ଅଳ୍ପକେ ବର୍ତ୍ତିଗଲା! ନିଶାରେ ଉଡନ୍ତା ବିମାନର Door ଖୋଲୁଥିଲେ ଯାତ୍ରୀ: ତା’ ପରେ କ’ଣ ହେଲା?

ନୂଆଦିଲ୍ଲୀ: ଉଡନ୍ତା ବିମାନରେ ମଦ ପିଇ ଏକ ଭୟଙ୍କର କାଣ୍ଡ ଘଟାଇଛନ୍ତି ଜଣେ ନିଶାଶକ୍ତ ଯାତ୍ରୀ । ମଝି ଆକାଶରେ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପାଇଁ ଚେଷ୍ଟା କରିଛନ୍ତି ଏହି ବାବୁ ଜଣକ । ଯାହା ପରେ ତାଙ୍କୁ ଖୁବ…

ମହିଳାଙ୍କ ପାଇଁ ଖୁସିଖବର:ରାଜ୍ୟରେ ସରକାର ଲାଗୁ କଲେ ନୂଆଯୋଜନା, ଏଣିକି ମହିଳାମାନଙ୍କୁ ମିଳିବ ୫୦ ଲକ୍ଷ ପର୍ଯ୍ୟନ୍ତ..

ନୂଆଦିଲ୍ଲୀ: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ନୂଆ ନୂଆ ପଦକ୍ଷେପ ହାତକୁ ନେଉଛନ୍ତି। କିପରି ମହିଳା ମାନେ ଟଙ୍କା ରୋଜଗାର କରିବା ସହିତ ନିଜ ଗୋଡ଼ରେ ନିଜେ ଛିଡା ହେବେ ତାହା ପାଇଁ ବିଭିନ୍ନ ପ୍ରୟାସ ଜାରି…

ଭାରତରେ ପ୍ରକୃତି ଏବଂ ସଂସ୍କୃତି ପରସ୍ପର ସହ ସଂଯୁକ୍ତ ହୋଇ ରହିଛନ୍ତି: ରାଷ୍ଟ୍ରପତି

ନୂଆଦିଲ୍ଲୀ: କାଜିରଙ୍ଗା ଜାତୀୟ ଉଦ୍ୟାନ ଠାରେ ଶୁକ୍ରବାର (ଏପ୍ରିଲ ୭, ୨୦୨୩) ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗଜ ଉତ୍ସବ - ୨୦୨୩ ର ଉଦ୍‌ଘାଟନ ଆକରିଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ପ୍ରକୃତି…

ପୂଜାରା ପାୱାର! IPLରେ ବ୍ୟସ୍ତ ସାରା ଦୁନିଆ: ସେପଟେ ବିସ୍ଫୋରକ ଶତକ ଲଗାଇଲେ ଚେତେଶ୍ୱର ପୂଜାରା

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତରେ ଆଇପିଏଲର କ୍ରେଜ ଦେଖିବାକୁ ମିଳିଛି । କିନ୍ତୁ ସେପଟେ ନିଜ ବ୍ୟାଟିଂର ଜଲୱା ଦେଖାଉଛନ୍ତି ଟିମ ଇଣ୍ଡିଆର ଟେଷ୍ଟ ସୁପରଷ୍ଟାର ଚେତେଶ୍ୱର ପୂଜାରା । ସାତ ସିନ୍ଧୁ ପାର କରି ଇଂଲଣ୍ଡ…

ଯେତେ ଥର ମାଗିଲେ ସେତେଥର ମିଳେ ମଦ ! ବିମାନରେ କେତେ ମଦ୍ୟପାନ ଦେବାକୁ ରହିଛି ଅନୁମତି, ଆଉ କଣ ରହିଛି ଏହାକୁ ନେଇ ନିୟମ

ନୂଆଦିଲ୍ଲୀ: ବିମାନ କମ୍ପାନୀ ଏୟାର ଇଣ୍ଡିଆ ବିମାନ ସମୟରେ ମଦ ସେବନ ନୀତିରେ ସଂଶୋଧନ କରିଛି। ବିମାନରେ ଯେଉଁଭଳି ଘଟଣା ଘଟୁଛି ତେଣୁ ଏହି ନୀତିରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯାଇଛି। ଏୟାର ଇଣ୍ଡିଆ ଅନୁଯାୟୀ,…