Browsing Category
Featured
ଉଠିଯାଇପାରେ ଫାଶୀଦଣ୍ଡ, ବିକଳ୍ପ ଉପରେ ବିଚାର କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଭାରତୀୟ ଆଇନ ଅନୁଯାୟୀ, ଅଭିଯୁକ୍ତକାରୀଙ୍କ ଅପରାଧ ପରିମାଣ ଅଧିକ ହୋଇଥିଲେ ତାଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଉଛି । ତେବେ ଫାଶୀଦଣ୍ଡକୁ ନେଇ ସୁପ୍ରିମକୋର୍ଟ ଖୁବଶୀଘ୍ର ବିଚାର କରିବାକୁ ଯାଉଥିବାର କଥା…
ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଆସିଲା ନିଯୁକ୍ତି ସୁଯୋଗ: ଏପ୍ରିଲ ୧୦ ସୁଦ୍ଧା ଆବେଦନ କରନ୍ତୁ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନେକ ପଦ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଏଥିପାଇଁ ଆବେଦନର ଅନ୍ତିମ ତାରିଖ ଆସନ୍ତା ମାସ ୧୦ ତାରିଖ…
ପାକିସ୍ତାନକୁ ଘାରିଲା ଶନିଦଶା: ଭୂକମ୍ପରେ ଚାଲିଗଲା ୯ ଜଣଙ୍କ ଜୀବନ, ୧୦୦ ଜଣ ମେଡିକାଲରେ ଭର୍ତ୍ତି
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଭୂକମ୍ପର ଆତଙ୍କ ଛାଇ ରହିଛି । ନିକଟରେ ତୁର୍କୀ-ସିରିଆରେ ଦେଖାଦେଇଥିବା ଭୂକମ୍ପ ତାଣ୍ଡବରେ ହଜାର ହଜାର ଲୋକଙ୍କର ପ୍ରାଣହାନୀ ଘଟିବା ସହିତ ହଜାର ହଜାର ଘର ମାଟିରେ ମିଶିଯାଇଥିଲା ।…
ମଦ ସହିତ ଏବେ ଗୁଟଖା ଓ ପାନ ମସାଲା ବିକ୍ରି ଉପରେ ଲାଗିବ ରୋକ୍: ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ବ୍ୟାନ୍
ପାଟନା: ବିହାରରେ ମଦ ପିଇବା ଏବଂ ବିକ୍ରି କରିବା ଏକ ଆଇନଗତ ଅପରାଧ । ଯଦି ଆପଣ ରାଜ୍ୟରେ ମଦ ବିକ୍ରି କରୁଥିବା ବେଳେ କିମ୍ବା ପିଉଥିବା ଧରାପଡନ୍ତି, ତେବେ ଆପଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି…
କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ, କାଲି ମୋଦୀ ସରକାର ଦେବେ ବଡ଼ ଉପହାର, ଆକାଉଣ୍ଟକୁ ଆସିବ ୨୭ ହଜାର ଟଙ୍କା !
ନୂଆଦିଲ୍ଲୀ: ନବରାତ୍ରୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଖୁସିଖବର ମିଳିବାକୁ ଯାଉଛି । ଯଦି ଆପଣ ମଧ୍ୟ ଦରମା ବୃଦ୍ଧି ପାଇଁ ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କ ଆକାଉଣ୍ଟରେ ଏକ ବିପୁଳ ପରିମାଣ ଆସିବାକୁ ଯାଉଛି…
ଗିରଫ ଯୁବକଙ୍କୁ ଯୋଗାଇବୁ ଆଇନ ସହାୟତା: ଅକାଳୀ ଦଳର ଘୋଷଣା
ନୂଆଦିଲ୍ଲୀ: ଅପରେସନ ଅମୃତପାଳ ସମୟରେ ଗିରଫ ହୋଇଥିବା ଶିଖ୍ ଯୁବକଙ୍କୁ ଆଇନଗତ ସହାୟତ ଯୋଗାଇବ ଶିରୋମଣୀ ଅକାଳୀ ଦଳ । ବୁଧବାର ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଏହି ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି…
ଦିଲ୍ଲୀ-ଏନସିଆରରେ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୬, ଭୟରେ ଘରୁ ବାହାରକୁ ଦଉଡ଼ିଲେ ଲୋକେ
ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀ ଏନସିଆରର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୧୦ ଟା ସମୟରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ପରେ ଲୋକଙ୍କ ମଧ୍ୟରେ ବହୁତ ଭୟ…
ରବିଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧିକୁ ଆଉ ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର: ରବିଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧିକୁ ରାଜ୍ୟ ସରକାର ଆଉ ୭ ଦିନ ପାଇଁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ପଞ୍ଜୀକରଣ ସମୟସୀମା ମାର୍ଚ୍ଚ ୨୦ ତାରିଖ ଯାଏଁ ଥିଲା। ଏହାକୁ ଆଉ ୭ ଦିନ ଅର୍ଥାତ୍…
ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ-ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ବଳବତ୍ତର ରଖିଲେ ସୁପ୍ରିମକୋର୍ଟ
ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍) ଉଚ୍ଛେଦ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିଛନ୍ତି । ଫଳରେ ଓଡ଼ିଶା ହାଇକୋର୍ଟ ଏ ସମ୍ପର୍କରେ ଦେଇଥିବା ରାୟ ସୁପ୍ରିମକୋର୍ଟରେ ବଳବତ୍ତର ରହିଛି । ସ୍ୟାଟ୍ ଉଚ୍ଛେଦ ପାଇଁ…
ରାଜଧାନୀବାସୀଙ୍କ ପାଇଁ ଡଗ୍ ରୁଲ୍:୫୦୦ ଟଙ୍କା ଦେଇ କରିବେ ପଞ୍ଜିକରଣ, ନିୟମ ନମାନିଲେ ମାଲିକ ଭୋଗିବେ ଆଇନଦଣ୍ଡ
ଭୁବନେଶ୍ୱର: ସହରରେ ରଖାଯାଉଥିବା ଏବଂ ରହୁଥିବା କୁକୁରମାନଙ୍କୁ ନେଇ କରାଯିବାକୁ ଯାଉଛି ସ୍ୱତନ୍ତ୍ର ଉପବିଧି । ଏଥିରେ କୁକରମାନଙ୍କର ପଞ୍ଜୀକରଣ ଏବଂ ଉପଯୁକ୍ତ ନିୟନ୍ତ୍ରଣ ବାବଦରେ ଲିଖିତ ନିର୍ଦ୍ଦେଶାବଳୀକୁ ମାନିବେ…