Browsing Category
Featured
ରାସ୍ତା କଡ଼ରେ ଥିବା ଗଛରେ କାହିଁକି ଧଳା ରଙ୍ଗ ଦିଆଯାଏ, ଜାଣନ୍ତୁ ଏନେଇ କ’ଣ ରହିଛି ବୈଜ୍ଞାନିକ କାରଣ
ଦୈନନ୍ଦିନ ଜୀବନରେ ଆମେ ଏପରି ଅନେକ ଦୃଶ୍ୟ ଦେଖିବାକୁ ପାଇଥାଉ, ଯାହା ପଛରେ ନିହାତି କିଛି କାରଣ ରହିଥାଏ । ଆମେମାନେ ଯାତାୟାତ କରୁଥିବା ସମୟରେ ରାସ୍ତାକଡ଼ରେ ଥିବା ଗଛମାନଙ୍କରେ ଧଳା ରଙ୍ଗ ମରାଯାଇଥିବା ଦେଖିବାକୁ…
ବିମାନ ଯାତ୍ରା ସମୟରେ ମାସ୍କ ଆଉ ବାଧ୍ୟତାମୂଳକ ନୁହେଁ, ଘୋଷଣା କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ବିମାନାରେ ଯାତ୍ରା ସମୟରେ ଆଉ ମାସ୍କ ଲଗାଇବା ଜରୁରୀ ନୁହେଁ। ଭାରତର ସରକାର ବୁଧବାର ଏହି ନିୟମକୁ ଫେରାଇ ନେଇଛନ୍ତି। ନାଗରିକ ଉନ୍ନୟନ ମନ୍ତ୍ରଳାୟ ବୁଧବାର ଏକ ନିର୍ଦେଶ ଜାରି କରି ଏୟାରଲାନ୍ସମାନଙ୍କୁ…
Jio, Airtel ଓ Vodafone-Idea ଗ୍ରାହକଙ୍କ ପାଇଁ ବଡ଼ ଖବର: ଦୂରସଞ୍ଚାର ବିଭାଗ ଜାରିକଲା ନୂଆ SMS ନିୟମ
ନୂଆଦିଲ୍ଲୀ: ଟେଲିକମ କମ୍ପାନୀଙ୍କ ପାଇଁ ଏକ ବଡ଼ ଖବର । କେନ୍ଦ୍ର ଦୂରସଞ୍ଚାର ବିଭାଗ ପକ୍ଷରୁ ନୂଆ ଏସଏମଏସ ନିୟମ ଲାଗୁ କରାଯାଇଛି । ତେବେ ଏହି ନିୟମ ଦ୍ୱାରା ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡ଼ାଫୋନ-ଆଇଡିଆ କମ୍ପାନୀର…
ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୩୦ % ବୃଦ୍ଧି ଆନୁମାନ, ଅନଲାଇନ୍ ଗେମିଙ୍ଗ ନିୟମରେ ହୋଇପାରେ ପରିବର୍ତ୍ତନ
ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼ ମଝିରେ ପ୍ରତ୍ୟେକ୍ଷ କର ସଂଗ୍ରହ ପ୍ରାୟ ୩୦ ପ୍ରତିଶତ ବୃଦ୍ଧିପାଇପାରେ। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ର ଅଧ୍ୟକ୍ଷ ନିତିନ ଗୁପ୍ତାଙ୍କ…
ସ୍କୁଲ ସିଲାବସରେ ଜଳବାୟୁ ପରିବର୍ତ୍ତନ ବିଷୟ, ବିଦ୍ୟାଳୟ ପାଠ୍ୟକ୍ରମର ଏକ ଅଂଶ ହେବ ପ୍ରଧାନମନ୍ତ୍ରୀଙ୍କ ‘ମିଶନ୍ ଲାଇଫ୍’
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପରି ପରିବେଶ ଆହ୍ୱାନ ହେତୁ, ସମଗ୍ର ବିଶ୍ୱ ସଙ୍କଟରେ ପଡିଛି। ଏପରି ପରିସ୍ଥିତିରେ, ପ୍ରଧାନମନ୍ତ୍ରୀଙ୍କ 'ମିଶନ୍ ଲାଇଫ୍' (ଜୀବନଶୈଳୀ ପାଇଁ ପରିବେଶ) ଅର୍ଥାତ୍ 'ଇକୋ-ଫ୍ରେଣ୍ଡଲି…
Facial Reconstruction କ’ଣ: ଏହି ଖାସ୍ ଟେକନିକର ପ୍ରୟୋଗ କରି ଦୋଷୀ ଅଫତାବ ବିରୋଧରେ ସଂଗ୍ରହ ହେବ ପ୍ରମାଣ
ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଯାଇଥିବା ବର୍ବରୋଚିତ ଘଟଣା ଆଜି ସାରା ଦେଶର କେନ୍ଦ୍ରବିନ୍ଦୁ ପାଲଟିଛି । ୨୮ ବର୍ଷୀୟ ଯୁବକ ଅଫତାବ ପୁନାୱାଲା ତାଙ୍କର ୨୬ ବର୍ଷୀୟ ପ୍ରେମିକା ଶ୍ରଦ୍ଧା ୱାଲକରଙ୍କୁ ୩୫ ଖଣ୍ଡ କରି କାଟି…
ଜନସନ ବେବି ପାଉଡର ବିକ୍ରି ଉପରେ ରୋକ, ସାମ୍ପୁଲ୍ ଯାଞ୍ଚ ଆଦେଶ ଦେଲେ ହାଇକୋର୍ଟ
ମୁମ୍ବାଇ: ବମ୍ବେ ହାଇକୋର୍ଟ ବୁଧବାର ଜନସନ ଆଣ୍ଡ ଜନସନ ବେବି ପାଉଡର ସାମ୍ପୁଲକୁ ଆଉଥରେ ଯାଞ୍ଚ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ କମ୍ପାନୀକୁ ଉତ୍ପାଦନ ଜାରି ରଖିବାକୁ କହିଛନ୍ତି। କିନ୍ତୁ ଏହାକୁ ବଜାରରେ…
PGCIL ପକ୍ଷରୁ ବାହାରିଲା ୮୦୦ ପଦବୀ: ଶୀଘ୍ର ଅନଲାଇନରେ ଆବେଦନ କରନ୍ତୁ
ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ଖବର ଆସିଛି । ପାୱାର ଗ୍ରୀଡ୍ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ପିଜିସିଆଇଏଲ) ପକ୍ଷରୁ ୮୦୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ…
ପୋଷା କୁକୁର କାମୁଡ଼ାରେ ଆହତ ହେଲେ ମହିଳା, ୨ ଲକ୍ଷ ଟଙ୍କା କ୍ଷତିପୂରଣ ଗଣିବେ ମାଲିକ
ନୁଆଦିଲ୍ଲୀ: ହରିୟାଣର ଗୁରୁଗ୍ରାମରେ ଏକ ପୋଷା କୁକୁର କାମୁଡ଼ାରେ ଆହତ ହୋଇଥିବା ମହିଳାଙ୍କୁ କ୍ଷତିପୂରଣ ମିଳିବ । ଜିଲ୍ଲା ଗ୍ରାହକ ବିବାଦ ନିରାକରଣ ଫୋରମ ମଙ୍ଗଳବାର ଗୁରୁଗ୍ରାମ ନଗର ନୀଗମ(ଏମସିଜି)କୁ ଗୋଟିଏ ବୁଲା…
ଭିଟାମିନ-ଡି ଅଭାବରୁ ପିଲାମନଙ୍କ ଠାରେ ଦେଖାଦେଇଥାଏ ଏହି ୪ଟି ରୋଗ; ତୁରନ୍ତ ହୋଇ ଯାଆନ୍ତୁ ସତର୍କ
ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ସେମାନଙ୍କର ପିଲାର ସଠିକ୍ ଭାବରେ ବିକାଶ ହେବା ଉଚିତ ଏବଂ ଖାଦ୍ୟ ମାଧ୍ୟମରେ ସେ ସମ୍ପୂର୍ଣ୍ଣ ପୁଷ୍ଟିକର ତତ୍ତ୍ୱ ଏବଂ ପୋଷଣ ପାଇବା ପାଇବା ଉଚିତ । କିନ୍ତୁ କିଛି କ୍ଷେତ୍ରରରେ…