Browsing Category

Featured

Video: ଯାତ୍ରୀ ହନ୍ତସନ୍ତ, ମେସିନ ଖରାପ ହୋଇଯିବାରୁ ମଝି ଚିଲିକାରେ ଅଟକିଲା ଡଙ୍ଗା

ପୁରୀ: ଚିଲିକାରେ ପୁଣି ଅଘଟଣ । ଯାତ୍ରୀ ନେଇ ଯାଉଥିବାବେଳେ ଚିଲିକା ମଝିରେ ଡଙ୍ଗା ଫଶିଯାଇଛି । ଏଥିରେ ୪୦ରୁ ଅଧିକ ଯାତ୍ରୀ ଯାଉଥିବା ଜଣାପଡିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସାତପଡା ଚିଲିକାରେ ଫସି ରହିଛି…

ଓଡ଼ିଶା ସରକାରଙ୍କ ନିଷ୍ପତ୍ତି : ପୁଣି ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ସମୟସୀମାକୁ ପୁଣି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଉ ମାସେ ବୃଦ୍ଧି କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି । ୨୦୨୩ ଫେବ୍ରୁଆରୀ…

UGC ଚେତାବନୀ: ଅନଲାଇନ Ph.Dକୁ ଡିଗ୍ରୀ ମାନ୍ୟତା ମିଳିବ ନାହିଁ, କ୍ୟାରିୟର ବର୍ବାଦ ହୋଇଯିବ, ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ପିଏଚଡି ପ୍ରୋଗ୍ରାମ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଭରସିଟି ଗ୍ରାଣ୍ଟସ କମିସନ ପକ୍ଷରୁ ଏକ ଚେତାବନୀ ଜାରି କରାଯାଇଛି । ବିଦେଶୀ ୟୁନିଭରସିଟି ଓ ଉଚ୍ଚ ଶିକ୍ଷାନୁଷ୍ଠାନର ସହଯୋଗରେ ଏଡୁଟେକ କମ୍ପାନୀ…

Video: ପୁରୀରେ 5T ସଚିବ , ପତ୍ନୀଙ୍କ ସହ ଶ୍ରୀଜିଉଙ୍କୁ ଦର୍ଶନ କଲେ ପାଣ୍ଡିଆନ

ପୁରୀ : ଶ୍ରୀକ୍ଷେତ୍ରରେ ପହଂଚିଲେ 5T ସଚିବ ଭି.କେ. ପାଣ୍ଡିଆନ । ଶନିବାର ସକାଳୁ ପତ୍ନୀଙ୍କ ସହ ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସକାଳୁ ପୁରୀ ପହଂଚିବା ପରେ ଶ୍ରୀମନ୍ଦିରକୁ ଯାଇଥିଲେ । ପ୍ରତ୍ୟେକ ଥର ପରି…

ଷ୍ଟାରବକ୍ସ ଏତେ ମହଙ୍ଗା କାହିଁକି ? ଚାହିଦା ବଢିବା ପଛର କାରଣ କଣ, ଜାଣନ୍ତୁ ସବୁ କିଛି

ଯଦି ଆପଣ କଫି ସଉକିନିଆ ହୋଇଥିବେ ତେବେ ନିଶ୍ଚିତ ଭାବେ ଭଲ କଫି ପିଇବା ପାଇଁ ଚାହୁଁଥିବେ। କେଉଁଠି ମିଳିବ ଭଲ କଫି ତାର ସନ୍ଧାନ ବି କରିଥିବେ। ଆଉ କଫି ପିଉଥିବା ଲୋକେ ନିଶ୍ଚିତ ଭାବେ ଷ୍ଟାରବକ୍ସ ବିଷୟରେ ଶୁଣିଥିବେ।…

(Video) ମନ୍ତ୍ରୀ ତୁଷାରକାନ୍ତିଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନ୍ତ୍ରୀଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ପଶିଛନ୍ତି ଛାତ୍ର କଂଗ୍ରେସର କର୍ମୀ । ସୂଚନା ମୁତାବକ, ପ୍ରତିବାଦ କରି ଆଜି ମନ୍ତ୍ରୀ ତୁଷାରକାନ୍ତିଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ଛାତ୍ର କଂଗ୍ରେସର…

ଭାରତରେ ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତ୍ତି: ଉଚ୍ଚତା ୩୬୯ ଫୁଟ, ନିର୍ମାଣ ସମୟ ୧୦ ବର୍ଷ, ୩ ହଜାର ଷ୍ଟିଲ, ୨.୫ ଲକ୍ଷ କ୍ୟୁବିକ୍…

ନୂଆଦିଲ୍ଲୀ: ରାଜସ୍ଥାନର ରାଜସମନ୍ଦଠାରେ ଭଗବାନ ଶିବଙ୍କର ୩୬୯ ଫୁଟର ଉଚ୍ଚତା ବିଶିଷ୍ଟ ଏକ ପ୍ରତିମା ସ୍ଥାପିତ କରାଯାଇଛି । ଆଜି ଏହି ପ୍ରତିମାକୁ ଲୋକାର୍ପିତ କରାଯିବାକୁ ଥିବାବେଳେ ଏହା ବିଶ୍ୱର ସର୍ବୋଚ୍ଚ ଶିବ…

ଦୁନିଆର ନର୍କ ଏହି ଦ୍ଵୀପ, ଜୀବନ୍ତ ଜାଳି ଦିଆଯାଇଥିଲା ୧.୬୦ ଲକ୍ଷ ଲୋକଙ୍କୁ, ଯିଏ ଯାଇଛି ଆଉ ଫେରିନି

ନୂଆଦିଲ୍ଲୀ: ଦୁନିଆରେ ତ ଏମିତି ଅନେକ ସୌନ୍ଦଯ୍ୟ ଭରା ଦ୍ଵୀପ ରହିଛି, ଯେଉଁଠି ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ। ଲୋକେ ଦୂର ଦୂରନ୍ତାରୁ ଦ୍ଵୀପକୁ ଦେଖିବା ପାଇଁ ଆସୁଛନ୍ତି। ମାତ୍ର ଏମିତି ଏକ ଦ୍ଵୀପ…

୧୯୯୯ ମହାବାତ୍ୟା: ୨୨ ବର୍ଷ ତଳେ ଓଡ଼ିଶାକୁ ମାଡ଼ି ଆସିଥିଲା ମହାପ୍ରଳୟ, ପ୍ରକୃତିର ଭୟଙ୍କର ଗର୍ଜନରେ ଲିଭି ଯାଇଥିଲା ୧୦ ହଜାର ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ । ଓଡ଼ିଶା ଇତିହାସର ଏକ ଅଭୁଲା ଦିନ । ଏହି ଦିନ ରାଜ୍ୟକୁ ମାଡ଼ି ଆସିଥିଲା ମହାବାତ୍ୟା । ଏହା ମଧ୍ୟରେ ୧୯୯୯ ମହାବାତ୍ୟାକୁ ୨୩ ବର୍ଷ ପୂରିଥିବା ବେଳେ…

ଏମିତି କଣ କହିଲେ ଭଗବନ୍ତ ମାନ, ହସିବାରେ ଲାଗିଲେ ଯୋଗୀ ଆଦିତ୍ୟନାଥ ଏବଂ ହିମନ୍ତ ବିଶ୍ଵ ଶର୍ମା, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରୀଙ୍କ ଚିନ୍ତନ ଶିବିରରେ କିଛି ମୁଖ୍ୟମନ୍ତ୍ରୀଙ୍କ ଭିଡ ଦେଖିବାକୁ ମିଳିଛି। କାରଣ ଉକ୍ତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରାଜ୍ୟର ଗୃହ ବିଭାଗ ରହିଛି। ଆଭ୍ୟନ୍ତରୀଣ ସୁରକ୍ଷାକୁ ଆହୁରି…