Browsing Category

Featured

‘APPLE’ ଉପରେ ଲାଗିଲା ୧୫୦ କୋଟି ଜରିମାନା: ବକ୍ସରେ ଚାର୍ଜର ନ ଦେବା ପଡିଗଲା ମହଙ୍ଗା

ନୂଆଦିଲ୍ଲୀ: ଗୋଟିଏ ଛୋଟ ଭୁଲ ପାଇଁ ଆଜି ଏକ ବଡ ପରିଣାମ ଭୋଗିବାକୁ ଯାଉଛି ଆପଲ କମ୍ପାନୀ । ଏହି ଭୁଲ ପାଇଁ କମ୍ପାନୀକୁ ଦେବାକୁ ପଡିଛି କୋଟି କୋଟି ଟଙ୍କାର ଫାଇନ । ଏହି ମାମଲା ଏବେ ଖୁବ ଚର୍ଚ୍ଚାର ପରିସରକୁ ଆସିଛି ।…

ଦୁହିଁଙ୍କର ଇଛା ନଥିଲେ ହେବନି ଛାଡ଼ପତ୍ର, ଜଣଙ୍କ ସହମତିରେ କୋର୍ଟ ଧାରା ୧୪୨ର ବ୍ୟବହାର କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଛାଡ଼ପତ୍ର ମାମଲାକୁ ନେଇ ବଡ଼ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଦିନ କୋର୍ଟ କହିଛନ୍ତି ଯେ, "ଭାରତରେ ବିବାହ ଏକ ଆକସ୍ମିକ ଘଟଣା ନୁହେଁ । ଆମେ ଏପର୍ଯ୍ୟନ୍ତ ‘ଆଜି ବାହାଘର ଓ କାଲି ଛାଡ଼ପତ୍ର’ର…

ଚାଷୀଙ୍କ ପାଇଁ ଖୁସିଖବର! ଦୀପାବଳି ପୂର୍ବରୁ ଖାତାକୁ ଆସିବ ପିଏମ୍ କିଷାନ ନିଧିର ଦ୍ୱାଦଶ କିସ୍ତି; ଜାଣନ୍ତୁ ତାରିଖ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଚାଷୀଙ୍କୁ ବଡ଼ ଖୁସିଖବର ମିଳିପାରେ । କେନ୍ଦ୍ର ସରକାର କିଷାନ ସମ୍ମାନ ନିଧି ଯୋଜନାର ଦ୍ୱାଦଶ କିସ୍ତି ପ୍ରଦାନ କରିପାରନ୍ତି। ସୂଚନା ଅନୁସାରେ ଅକ୍ଟୋବର ୧୭ରେ କିସାନ ସମ୍ମାନ ନିଧି…

ବାସି ଖାଦ୍ୟ ଖାଇବାର ସଉକ ଅଛି କି ? ଭୟଙ୍କର ରୋଗରେ ପଡ଼ିବାର ସମ୍ଭାବନା, ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ଘରେ ରୋଷେଇ ହୋଇଥିବା ଖାଦ୍ୟ ବଞ୍ଚିଗଲେ ଲୋକାମାନେ ତାହାକୁ ଫ୍ରିଜରେ ରଖିଦିଅନ୍ତି ଓ ପରଦିନ ପୁଣିଥରେ ଗରମ କରି ଖାଇବାର ତ ଆପଣମାନେ ଦେଖିଥିଲେ । କ’ଣ ଆପଣଙ୍କର ବି ଏପରି ଅଭ୍ୟାସ ଅଛି କି ? ଯଦି ହଁ, ତେବେ ଆଜିଠାରୁ…

ଏଣିକି ଫେସବୁକରେ ଆଉ ମିଳିବନି ଏହି ସୁବିଧା: ଜାଣନ୍ତୁ କେବେ ବନ୍ଦ ହେବ ଏହି ସର୍ଭିସ

ନୂଆଦିଲ୍ଲୀ: ଆଜିକାଲି ଦିନରେ ଛୋଟ ପିଲାଠୁ ଆରମ୍ଭ କରି ସମସ୍ତେ ଫେସବୁକରେ ଖୁବ ଆକ୍ଟିଭ । ସାଙ୍ଗମାନଙ୍କ ସହ ଯୋଡି ହେବା ପାଇଁ ଫେସବୁକ ସବୁଠୁ ବଡ ଏକ ମାଧ୍ୟମ ପାଲଟିଛି ଆଜିର ଯୁବପିଢୀ ପାଇଁ । ତେବେ ଏହାର ଦମଦାର ଫିଚର…

ସୁଚକାଙ୍କରେ ବୃଦ୍ଧି ସହିତ ବନ୍ଦ ହେଲା ସେୟାର ବଜାର: ତଥାପି ଖୁସି ନୁହନ୍ତି ନିବେଶକ! ଜାଣନ୍ତୁ କାହିଁକି?

ମୁମ୍ବାଇ: ସପ୍ତାହର ଶେଷ ଦିନରେ ଦଲାଲ୍ ଷ୍ଟିଟ୍ ରେ ଉତ୍ସାହ ଦେଖିବାକୁ ମିଳିଛି। ସେନସେକ୍ସ ଏବଂ ନିଫ୍ଟିର ସୁଚକାଙ୍କ ବୃଦ୍ଧି ସହିତ ଶେଷ ହୋଇଛି। ଆଜି ବିଏସଇ ସେନସେକ୍ସ ୬୮୪.୬୪ ପଏଣ୍ଟ ବୃଦ୍ଧି ପାଇ ୫୭,୯୧୯.୯୭ରେ ଶେଷ…

କିପରି ପୂରଣ କରିବେ ପ୍ରତିଶ୍ରୁତି? ନିର୍ବାଚନ ଇସ୍ତାହରରେ କହିବେ ରାଜନୈତିକ ଦଳ: ନିର୍ବାଚନ ଆୟୋଗର କଡା ନିୟମ

ନୂଆଦିଲ୍ଲୀ: ଶୁକ୍ରବାର ନିର୍ବାଚନ ଆୟୋଗ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ କଡ଼ା ନିୟମ ନିର୍ଦ୍ଧାରଣ କରିଛନ୍ତି। ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ପ୍ରକାଶ କରୁଥିବା ଇସ୍ତାହାରରେ…

ଓଡିଶାରେ ଆଉ ଏକ ସଫଳତାର ଅଧ୍ୟାୟ: ଏବେ ମାଲକାନାଗିରିରେ ମିଳିବ ବିମାନ ସୁବିଧା

ମାଲକାନାଗିରି: ଓଡିଶାର ବିକାଶଧାରାରେ ଯୋଡି ହେଲା ଆଉ ଏକ ନୂଆ ଅଧ୍ୟାୟ । ଉପାନ୍ତ ଅଞ୍ଚଳକୁ ମିଳିବ ଏକ ବଡ ଉପହାର ଏବଂ ନୂଆ ପରିଚୟ । ଏଣିକି ମାଲକାନାଗିରି ସହରରୁ ଆରମ୍ଭ ହେବ ବିମାନ ସେବା । ଏଥିପାଇଁ ଏଠାରେ…

ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଜାମିନ: ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ କୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ହନିଟ୍ରାପ ମାମଲା ଏବେ ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି । ଏହାରି ମଧ୍ୟରେ କୋର୍ଟରେ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ଏସଡିଜେଏମ…

ବୁଡ଼ାଇଦେଲା ନାଲିପାଣି: ସ୍କୁଲରେ ମଦ୍ୟପାନ କରି ୨ ପ୍ରଧାନଶିକ୍ଷକ ସସପେଣ୍ଡ୍

ବଲାଙ୍ଗିର(ଓଡ଼ିଶା ଭାସ୍କର): କୁହାଯାଏ ନାଲିପାଣି ନିଶାରେ ଯେବି ପଡ଼ିଛି, ତାର ସର୍ବନାଶ ହେବା ନିଶ୍ଚିତ । ମଦ ଯୋଗୁଁ ଅନେକ ଲୋକଙ୍କର ଜୀବନ ଚାଲିଗଲାଣି ତ ‘ ଆଉ କେଉଁଠି ମଦ ଯୋଗୁଁ ଚାକିରି । ଏପରି ଏକ ମାମଲା ବଲାଙ୍ଗିରରୁ…