CHARIDHAM
Browsing Category

Featured

National Sports Award ପାଇଁ ଆବେଦନ ଆମନ୍ତ୍ରଣ କଲା କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ କରିଥାଏ । ତେବେ ୨୦୨୨ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନ କରିବାକୁ…

Twin Tower ଧ୍ୱଂସ ଡାକି ଆଣିବ ବିନାଶ! ଏହାର ପ୍ରଭାବରେ ଆସ୍ଥମା, ଶ୍ୱାସ, ଫୁସଫୁସ, ଛାତି ଓ ମାଂସପେଶୀ ଯନ୍ତ୍ରଣା ଆଦି ସମସ୍ୟା ବଢ଼ିବ-ବିଶେଷଜ୍ଞ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ନୋଏଡ଼ା ସେକ୍ଟର-୩ ସ୍ଥିତ ସୁପରଟେକ୍ ଏମେରାଲ୍ଡ କୋର୍ଟର ଟ୍ୱିନ୍ ଟାୟାରକୁ ଧରାଶାୟୀ କରାଯାଇଛି । ୧୦୦ ମିଟର ଉଚ୍ଚତା ବିଶିଷ୍ଟ ଦୁଇଟି ଟାୱାରକୁ ଧରାଶାୟୀ କରିବା…

‘ସିଂଘମ’ ଷ୍ଟାଇଲରେ ଉଡିଲା କାର! ୫ ସେକେଣ୍ଡରେ ୫ଥର ମାରିଲା ବ୍ୟାକଫ୍ଲିପ

ଛିନ୍ଦୱାଡା: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଦେଖିବାକୁ ମିଳିଛି ଆଚମ୍ବିତ ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ କାର ଓଲଟି ଓଲଟି ସିଧା ଯାଇ ଜଙ୍ଗଲରେ ପଡିଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବଲିଉଡ ସିନେମା…

ନିତିନ ଗଡକରୀଙ୍କୁ ଏମିତି ଅନୁରୋଧ କଲେ ଆନନ୍ଦ ମହିନ୍ଦ୍ରା, କ’ଣ ପୂରା କରିବେ କେନ୍ଦ୍ର ମନ୍ତ୍ରୀ…

ନୂଆଦିଲ୍ଳୀ: ମହିନ୍ଦ୍ର ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି । ତାଙ୍କର ଅନେକ ଟ୍ୱିଟ୍ ଏବଂ ପୋଷ୍ଟ ଭାଇରାଲ ମଧ୍ୟ ହୋଇଥାଏ । ନିକଟରେ ସେ ଏକ ଭିଡିଓ ରିଟ୍ୱିଟ୍ କରିଛନ୍ତି…

(Video) କାହ୍ନୁଙ୍କ ଡାକରେ ଉଡ଼ିଆସୁଛନ୍ତି ମୟୂରମାନେ, ନାଚୁଛନ୍ତି ପୁଚ୍ଛ ମେଲାଇ

ମୟୂରଙ୍କୁ ଦେଖିବାକୁ କାହାକୁ ଅବା ପସନ୍ଦ ଆସିନଥାଏ । ଆଉ ପୁଣି ଯଦି ମୟୂରଙ୍କ ଯତ୍ନ ନେବା କଥା କୁହାଯାଏ, ତାହାଲେ ତ’ କେହିବି ଖୁସି ହେବା ସ୍ୱାଭାବିକ । କିନ୍ତୁ ବର୍ତ୍ତମାନ ମୟୂରଙ୍କ ସଂଖ୍ୟା କମିବାରେ ଲାଗିଛି । ଫଳରେ…

ଭାରତରେ କମ୍ ବୟସର ଲୋକେ ହାର୍ଟ ଆଟାକରେ ଅଧିକ ମରୁଛନ୍ତି କାହିଁକି, ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ଭାରତରେ ହାର୍ଟ ଆଟାକ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କମ୍ ବୟସ୍କ ଓ ଯୁବବର୍ଗ ଏଥିରେ ବେଶି ଶିକାର ହେଉଥିବା ଦେଖାଯାଉଛି । ତେବେ ପରିବର୍ତ୍ତିତ ଜୀବନଶୈଳୀ, ଚାପ ବୃଦ୍ଧି,…

ପୃଥିବୀ ଆଡକୁ ମାଡ଼ ଆସୁଛି ବିରାଟକାୟ ଆଷ୍ଟରଏଡ୍, ଆକାରରେ …

ନୂଆଦିଲ୍ଳୀ: ପୃଥିବୀ ଆଡକୁ ମାଡ଼ ଆସୁଛି ଏକ ବିରାଟକାୟ ଆଷ୍ଟରଏଡ୍ । ଏନେଇ ନାସା(NASA) ମଧ୍ୟ ସତର୍କତା ଜାରି କରିଛି । ଏହି ଉଲକା ଏକ ବିରାଟ ଏରୋପ୍ଲେନଠାରୁ ମଧ୍ୟ ଆକାରରେ ବଡ଼ ବୋଲି କୁହାଯାଉଛି । ତେବେ ଏହି ଉଲକା ଆଜି…

କେନ୍ଦ୍ର ସରକାର ଗଠନ କରିବେ ‘ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ’: ମିଶ୍ରଣ ହୋଇଯିବ UGC-AICTE ଏବଂ NAAC-NBA

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ନୂଆ ସୂଚନା ଆସିଛି । ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁଯାୟୀ ସାରା ଦେଶରେ ଏକ ମାନ୍ୟତା ଓ ରାଙ୍କିଂ ପ୍ରଣାଳୀ ସ୍ଥାପିତ ହେବାକୁ ଯାଉଛି । ଏନେଇ କେନ୍ଦ୍ର…

ତାଣ୍ଡବ ରଚିଲା ବଜ୍ରପାତ: ମୟୂରଭଞ୍ଜରେ ୩ ମୃତ, ଝାରସୁଗୁଡ଼ାରେ ମା’ ଆଗରେ ଚାଲିଗଲା ପୁଅର ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜାଘାତରେ ଚାଲିଗଲା ୫ ଜଣଙ୍କ ଜୀବନ । ରବିବାର ରାଜ୍ୟରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ…

ଭାରତର ପେସ ଆଟାକକୁ ରୋକି ପାରିଲାନି ପାକିସ୍ତାନ: ଟିମ ଇଣ୍ଡିଆକୁ ୧୪୮ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଭୁବିଙ୍କ ସ୍ୱିଙ୍ଗ ଓ ପାଣ୍ଡ୍ୟାଙ୍କ ଜବରଦସ୍ତ ବୋଲିଂ ଆଗରେ ନତମସ୍ତକ ହୋଇଛି ପାକିସ୍ତାନ । ବାବର ବ୍ରିଗେଡ ପାଇଁ ଆଜି ଦୁଃସ୍ୱପ୍ନ ପାଲଟି ଯାଇଛି ଟିମ ଇଣ୍ଡିଆର ମଜବୁତ ପେସ ଆଟାକ । ପାକିସ୍ତାନର ମିଡିଲ…