Browsing Category
Featured
ରେଳ ଯାତ୍ରୀଙ୍କ ସହ ଜଡିତ ତଥ୍ୟ ବିକ୍ରିକୁ ଖଣ୍ଡନ କଲା IRCTC, ରିପୋର୍ଟକୁ କହିଲା ନକଲି
ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍ (ଆଇଆରସିଟିସି) ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ବିକ୍ରୟରୁ ପାଣ୍ଠି ସଂଗ୍ରହ ନେଇ ଚାଲିଥିବା ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରିଛି। କିଛି ଦିନ…
“ଇଣ୍ଡିଆନ୍-୨’ରୁ କାଜଲ ଅଗ୍ରୱାଲ୍ ଆଉଟ୍ ! ବଲିଉଡର ଏହି ଅଭିନେତ୍ରୀଙ୍କୁ ମିଳିପାରେ ଅଫର୍
ମୁମ୍ବାଇ: ‘ ବିକ୍ରମ’ର ସଫଳତା ପରେ ତାମିଲ ସୁପରଷ୍ଟାର କମଲ ହାସନ ଏବେ ଚର୍ଚ୍ଚାରେ । ବର୍ତ୍ତମାନ ସେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି । କୁହାଯାଉଛି କି ସେ ଚଳିତ ମାସ ଶେଷରୁ ନିର୍ଦ୍ଦେଶକ ଏସ…
ଏମିତି ବି ଆସେ ମୃତ୍ୟୁ ! ଫୁଟବଲ୍ ଖେଳିବା ସମୟରେ ଆହାତ ହେଲେ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ୧୪ ବର୍ଷୀୟ ଖେଳାଳି
କୋରାପୁଟ, (ଭାସ୍କର ନ୍ୟୁଜ୍): ଏମିତି ବି ମୃତ୍ୟୁ ଆସେ । ଫୁଟବଲ୍ ଖେଳିବା ସମୟରେ ଆହାତ ହେଲେ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କଲେ ଖେଳାଳି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ…
ରାଶିଫଳ(ଶନିବାର,୨୦ ଅଗଷ୍ଟ,୨୦୨୨)
ମେଷ - ସୁବିଧା ସୁଯୋଗ ଲାଭ ହେବ, ମହିଳା ଏବଂ ପିଲାମାନଙ୍କୁ ମନମୁତାବକ ପରିବେଷ ମିଳିବ, ନୂତନ କର୍ମସଂସ୍ଥାନ ଆରମ୍ଭ କରିବେ, ପୂରାତନ ଋଣ ପରିଷୋଧ କରିବାର ସୁଯୋଗ ପାଇବେ, ଶୁଭଦିନଟିଏ ରହିବ, କର୍ମଜୀବିମାନେ…
ଭାରତର ସୁନା ଆମଦାନୀ ୬.୪ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ : ଦେଶର ବର୍ତ୍ତମାନର ଆକାଉଣ୍ଟ ନିଅଣ୍ଟ ଉପରେ ଭାରତର ସୁନା ଆମଦାନୀ ୬.୪ ପ୍ରତିଶତ ବୃଦ୍ଧି ହୋଇ ୧୨.୯ ବିଲିୟନ ଡ଼ଲାରରେ ପହଞ୍ଚିଛି । ଏକ ବର୍ଷ ପୂର୍ବେ ସମାନ ଅବଧିରେ ଆମଦାନୀ ୧୨ ବିଲିୟନ ଡ଼ଲାରରେ ପହଞ୍ଚିଥିଲା…
ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜେଲରେ ରହିବେ ପାର୍ଥ ଚାଟାର୍ଜୀ, ଜେଲ୍ ରହଣିକୁ ୧୪ ଦିନ ବୃଦ୍ଧି କଲେ ହାଇକୋର୍ଟ
ନୂଆଦିଲ୍ଲୀ : ମମତା ବାନାର୍ଜୀଙ୍କ ପାର୍ଟିରେ ନମ୍ବର -୨ ପଦବୀରେ ଅବସ୍ଥାପିତ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜେଲରେ ରହିବେ । ହାଇକୋର୍ଟ ତାଙ୍କ ଜେଲ୍ ରହଣିକୁ ୧୪ ଦିନ ବୃଦ୍ଧି କରିଛନ୍ତି ।…
ବିନା ଶତକରେ ୧୦୦୦ ଦିନ ବିତାଇଲେ ବିରାଟ କୋହଲି, ଏସିଆ କପରେ ନିଜର ଦୁର୍ବଳ ଫର୍ମରେ ସୁଧାର ଆଣିବା ଆଶା
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ଦୀର୍ଘ ୧୦୦୦ ଦିନ ଧରି କୌଣସି ଫର୍ମାଟରେ ଶତକ ଅର୍ଜନ କରି ପାରିଲେ ନାହିଁ । ଶେଷ ଥର ପାଇଁ ୨୦୧୯ରେ କୋହଲି ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ…
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ…
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଏବେ ଗଭୀର ଅବପାତରେ ପରିଣତ ହୋଇଛି । ଏହା ବାଲେଶ୍ୱର ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ…
ମୋଦୀଙ୍କ ପାଇଁ ସତର୍କ ଘଣ୍ଟି: ୨୦୨୪ ମେଗା ଫାଇଟରେ ବିପକ୍ଷ ମହାମେଣ୍ଟର ଚେହେରା ହେବେ ନୀତିଶ!
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ମେଗା ଫାଇଟ୍ ପାଇଁ ଆରମ୍ଭ ହୋଇଯାଇଛି କସରତ । ନରେନ୍ଦ୍ର ମୋଦୀଙ୍କୁ ମିଳିବ କଡ଼ା ଟକ୍କର । ବିରୋଧୀ ମହାମେଣ୍ଟରେ ସାମିଲ ହେବାକୁ ଯାଉଛି ଜେଡିୟୁ । ଆସନ୍ତା ଅଗଷ୍ଟ ୨୯ରେ ଜେଡିୟୁର ରାଷ୍ଟ୍ରୀୟ…
ବଢ଼ିବ PF ସୁଧ ହାର! କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ସଂସଦରେ ଦେଲେ ସୂଚନା
ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ପ୍ରୋଭିଡେଣ୍ଡ ଫଣ୍ଡ (ପିଏଫ୍) ଖାତାଧାରୀଙ୍କ ପାଇଁ ଏକ ଖୁସି ଖବର । ବଢ଼ିବ ପିଏଫ୍ ସୁଧ ହାର । ଏନେଇ ସଂସଦରେ କେନ୍ଦ୍ର ଶ୍ରମ ଓ ରୋଜଗାରମନ୍ତ୍ରୀ ରାମେଶ୍ୱର ତେଲି ସୂଚନା ଦେଇଛନ୍ତି ।…