Browsing Category

Featured

ଇନ୍ଦିରାଙ୍କ ଲୁକ୍‌ରେ କଙ୍ଗନାଙ୍କୁ ଚିହ୍ନିବା କଷ୍ଟ, ରିଲିଜ୍ ହେଲା ‘ଏମରଜେନ୍ସି’ର ଟିଜର

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରନୌତ ସବୁବେଳେ ନିଜର ଖୋଲା ମତାମତ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ରିଲିଜ ହୋଇଥିବା ଧାକଡର ସୁପର ଫ୍ଲପ୍ ପରେ କଙ୍ଗନା ତାଙ୍କର ନୂଆ ଫିଲ୍ମର ପ୍ରଥମ ଲୁକ୍…

କ’ଣ ବାମପନ୍ଥୀ ଚରମପନ୍ଥୀଙ୍କୁ ବଞ୍ଚାଇବା ପାଇଁ କୋର୍ଟର ବ୍ୟବହାର କରାଯାଉଛି ? ସୁପ୍ରିମକୋର୍ଟଙ୍କ ଵଡ ପ୍ରଶ୍ନ

ନୂଆଦିଲ୍ଲୀ: ନକ୍ସଲ ବିରୋଧୀ ଅଭିଯାନ ସମୟରେ ଛତିଶଗଡରେ ଆଦିବାସୀଙ୍କ ହତ୍ୟାର ଯାଞ୍ଚକୁ ନେଇ ଦାଖଲ ୧୩ ବର୍ଷର ପୁରୁଣା ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା…

୯୪ ବର୍ଷ ବୟସରେ ଜିତିଲେ ୩ ଟି ପଦକ, ଜାଣନ୍ତୁ କେମିତି ନିଜକୁ ଫିଟ୍ ରଖିଛନ୍ତି ଭବାନୀ ଦେବୀ

ନୂଆଦିଲ୍ଲୀ: କିଛି ଦିନ ତଳେ ୯୪ ବର୍ଷ ବୟସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଭବାନୀ ଦେବୀ ଡାଗରଙ୍କ ଚର୍ଚ୍ଚା ଏବେ ସବୁଠି। ଭାରତକୁ ଗୌରବାନ୍ୱିତ କରି ଭବାନୀ ଦେବୀ ଯେତେବେଳେ ଦିଲ୍ଲୀ ଏୟାର ପୋର୍ଟରୁ ବାହାରକୁ…

ଖାଇବାରେ ଅଧିକ ଲୁଣର ବ୍ୟବହାର ଦ୍ୱାରା ବଢ଼ିଯାଏ ମୃତ୍ୟୁର ଆଶଙ୍କା: ରିସର୍ଚ୍ଚରୁ ଖୁଲାସା

ଖାଇବାର ସ୍ୱାଦ ବଢ଼ାଇବା ପାଇଁ ଲୁଣ ନିହାତି ଦରକାର । ଲୁଣ ବିନା ଆପଣ ଖାଇବା ଯେତେ ଭଲରେ ବନାନ୍ତୁ ନା କାହିଁକି, ତାହା ସ୍ୱାଦହୀନ ହୋଇଯିବ । କିନ୍ତୁ ଯଦି ଆପଣ ଖାଇବାରେ ଅତ୍ୟଧିକ ଲୁଣ ପକାଇ ଖାଉଛନ୍ତି, ତେବେ ସମୟ…

ଆରମ୍ଭ ହୋଇଗଲା ଶ୍ରାବଣ ମାସ: ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଶିବଙ୍କ ପୂଜା, ପୂରଣ ହେବ ସମସ୍ତ ମନୋକାମନା

ନୂଆଦିଲ୍ଲୀ: ଭଗବାନ୍ ଶିବଙ୍କ ପ୍ରିୟ ମାସ ଶ୍ରାବଣ ୨୦୨୨ ଆଜି ଅର୍ଥାତ୍ ୧୪ ଜୁଲାଇରୁ ଆରମ୍ଭ ହୋଇଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ମାସରେ ଶିବଙ୍କୁ ପୂଜା କରିବା ଦ୍ୱାରା ଦୁଇଗୁଣ ଫଳ ମିଳିଥାଏ । ଚଳିତ ବର୍ଷ ଶ୍ରାବଣ…

କାଲିଠୁ ମାଗଣା ବୁଷ୍ଟର ଡୋଜ୍ ନେଇ କ’ଣ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ କରୋନା ଭାଇରସ୍ ପୁଣି ଘାଇଲା ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ବୁଷ୍ଟର ଡୋଜକୁ ଗୁରୁତ୍ୱ ଦିଆଯାଉଛି । ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣକୁ ନେଇ…

କ୍ୟାନ୍ସରର ଏହି ପ୍ରାରମ୍ଭିକ ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା: ନଚେତ୍ ଜୀବନ ପ୍ରତି ବିପଦ

ନୂଆଦିଲ୍ଲୀ: କ୍ୟାନ୍ସରକୁ ଏକ ମାରାତ୍ମକ ରୋଗ ଭାବେ ବିବେଚନା କରାଯାଏ । ଏଥିରେ ଶରୀରର ସେଲ୍ସଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବଢ଼ିବାରେ ଲାଗିଥାଏ, ଯାହା ପରେ ସାଂଘାତିକ ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ…

ଅପରାହ୍ନରେ କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ: ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଆଜି ଅପରାହ୍ନରେ କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ୫.୩୦ ରେ କୋଭିଡ ସମୀକ୍ଷା କରିବେ…

ବିଜେଡି ବିଧାୟକଙ୍କ ସେକ୍ସ ରାକେଟ! ତଦନ୍ତ କରିପାରେ କ୍ରାଇମ୍ ବ୍ରାଞ୍ଚ

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ବଢ଼ିବାରେ ଲାଗିଛି ଅଢ଼ୁଆ । ବିଧାୟକ ବିଜୟ ଶଙ୍କର ସେକ୍ସ ରାକେଟ ଚଲାଉଥିଲେ କି ନାହିଁ ତାର ଏବେ ତଦନ୍ତ ହେବ । ବିଧାୟକଙ୍କ ପ୍ରେମିକା କରିଥିବା ଅଭିଯୋଗ ଅନୁଯାୟି ବିଜୟ…

ଏହି ଦେଶରୁ ମିଳିଲା କରୋନାରେ ସବୁଠାରୁ ସଂକ୍ରାମକ ଭାରିଆଣ୍ଟ ‘ସେଣ୍ଟୁରୁସ୍’: ଓମିକ୍ରନଠାରୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ମାମଲା କମିଥିଲେ ମଧ୍ୟ ଏହି ଭାଇରସ୍ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ସମୟ ସମୟରେ ଏହି ଭାଇରସର ନୂଆ ଭାରିଆଣ୍ଟ ଅଲଗା ଅଲଗା ଦେଶରୁ ଚିହ୍ନଟ ହେଉଥିବା ଦେଖିବକେୁ ମିଳୁଛି ଓ ଲୋକଙ୍କ ଚିନ୍ତାକୁ…