Browsing Category
Featured
ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରଥମ ସ୍ଥାନରେ ଓଡ଼ିଶା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାରେ ଉଠିଲା ଖାଦ୍ୟ ସୁରକ୍ଷା ଯୋଜନା ପ୍ରସଙ୍ଗ, ଯାହାର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ୧ମ ସ୍ଥାନ ଅଧିକାର କରିଛି ବୋଲି…
ଲାଞ୍ଚ ନେବାବେଳେ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ
ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ପ୍ରତିଦିନ ଦୁର୍ନୀତିଖୋର ଅଧିକାରୀଙ୍କ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁ । ୫୦୦୦ ଟଙ୍କା ଲାଞ୍ଚ ନେଲାବେଳେ…
ମାଲକାନଗିରିରେ ମହିଳାଙ୍କୁ ପୋଲିସର ମାଡ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ, ମା’କୁ ସମ୍ମାନ କଥା କହୁଥିବା ସରକାରଙ୍କର ଏ କି ସମ୍ମାନ:…
ଭୁବନେଶ୍ୱର: ଗୁଣ୍ଡାରାଜ୍ ଚଳାଇଛନ୍ତି ପୋଲିସ ବାବୁ । ଏ ନେଇ ବିଧାନସଭାର ଶୂନ୍ୟକାଳରେ ଉଠିଲା ପୋଲିସ ବାବୁଙ୍କ ଗୁଣ୍ଡାଗିରି । ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ ଆଣିଲେ ଉଭୟ…
ମଣିଷ ଦାନ୍ତ ପରି ଦେଖାଗଲା କଙ୍କଡ଼ାର ଦାନ୍ତ: ଦେଖନ୍ତୁ ଭାଇରାଲ ହୋଇଥିବା ଏହି ଫଟୋ
ନୂଆଦିଲ୍ଲୀ: ସମୁଦ୍ରଗର୍ଭରେ ଅନେକ ସମୁଦ୍ରଜୀବ ରହିଥାନ୍ତି । ଏହି ସମୁଦ୍ର ଜୀବଙ୍କର ଗଠନଶୈଳୀ ମଧ୍ୟ ଭିନ୍ନ । କିଛି ସମୁଦ୍ରଜୀବ ଆକାରରେ ବଡ଼ ଦେଖାଯାଉ ଥିବାବେଳେ ଆଉ କିଛି ସମୁଦ୍ର ଜୀବ ଆକାରରେ ଛୋଟ ହୋଇଥାନ୍ତି ।…
ସାର ଯୋଗାଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଉଦବେଗ, ଗୃହରେ ଉତ୍ତର ରଖି କେନ୍ଦ୍ର ସରକାରଙ୍କୁ ଦୋଷ ଦେଲେ କୃଷି ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ସାର ଯୋଗଣ ଓ କଳାବଜାରୀ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଚାଷୀଙ୍କ ପାଖରେ ଠିକ ସମୟରେ ଆବଶ୍ୟକ ମୁତାବକ ସାର ଯୋଗାଇ ଦିଆଯାଉନାହିଁ। ଫଳରେ ଚାଷ ଓ ଚାଷୀ ପ୍ରଭାବିତ ହେଉଛନ୍ତି। ଆବଶ୍ୟକ…
ଓଡ଼ିଶାରେ ବଢ଼ୁଥିବା Covid-19 ମାମଲାରେ କେବେ ଲାଗିବ ରୋକ୍? ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନାର ବଢ଼ୁଥିବା ମାମଲାକୁ ଦେଖି ସରକାର ପୁଣି ନିୟମକୁ କଡ଼ାକଡ଼ି କରିଛନ୍ତି । ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ନେଇ…
କରୋନା ଓ ଇବୋଲାଠାରୁ ବି ଅଧିକ ମାରାତ୍ମକ ଏହି ଭାଇରସ୍, ସଂକ୍ରମଣ ହେଲେ ମୃତ୍ୟୁ ନିଶ୍ଚିତ : ଆଲର୍ଟରେ WHO
ନୂଆଦିଲ୍ଲୀ: ବିଶ୍ୱ ଏବେ ବି କରୋନା ଭାଇରସ୍ ସହ ଲଢ଼େଇ କରୁଛି । ଅନେକ ଦେଶରେ ମାମଲା ବଢ଼ୁଥିବା ବେଳେ ନୂଆ ନୂଆ ଭାଇରସ୍ ମଧ୍ୟ ସାମ୍ନାକୁ ଆସୁଥିବା ନଜର ଆସିଛି । ଏବେ କରୋନାରୁ ତ୍ରାହି ମିଳିନଥିବା ବେଳେ ଆଉ ଏକ ନୂଆ…
ଶ୍ରୀଲଙ୍କାରେ ଲାଗିଲା ଜରୁରୀକାଳୀନ ସ୍ଥିତି, ଇସ୍ତଫା ନଦେଇ ମାଳଦ୍ବୀପ ପଳାଇଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ
ନୁଆଦିଲ୍ଲୀ: ଦେଶ ଛାଡ଼ି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ପଳାୟନ କରିବା ପରେ ଜନତା ପୁଣି ଚିହିକି ଉଠିଛନ୍ତି । ପ୍ରଦର୍ଶନକାରୀମାନେ ସଂସଦ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପସିଛନ୍ତି । ଏହାର ମଧ୍ୟରେ…
ଆଜି ଦୃଶ୍ୟମାନ ହେବାକୁ ଯାଉଛି ଚଳିତ ବର୍ଷର ବଡ଼ ସୁପରମୁନ
ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ସବୁଠାରୁ ବଡ଼ ସୁପରମୁନକୁ ପୃଥବୀବାସୀ ଦେଖି ପାରିବେ । ପ୍ରତ୍ୟେକ ଦିନ ଦେଖା ଯାଉଥିବା ଚାନ୍ଦ ତୁଳନାରେ ଆଜି ଚାନ୍ଦର ଆକାର ସାମାନ୍ୟ ବଡ ସହ ଗୋଲାପୀ ଦେଖାଯିବ । ଭାରତୀୟ ସମୟ ଅନୁସାରେ ଆଜି…
ସାରନାଥ ଏବଂ ନବନିର୍ମିତ ସଂସଦ ଭବନରେ ଜାତୀୟ ପ୍ରତୀକ ସମାନ, କେବଳ ଆକାର ଭିନ୍ନ: ହରଦୀପ ସିଂ ପୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନବନିର୍ମିତ ସଂସଦ ଭବନର ଛାତ ଉପରେ ବିଶାଳକାୟ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଥିଲେ। କିନ୍ତୁ ଏହାର ଉନ୍ମୋଚନ ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଯାଇଛି। ପ୍ରଥମେ…