Browsing Category

Featured

(Video) ସାନ ଭାଇ ସହ ସ୍ତ୍ରୀ ଫେରାର୍: ଇଲେକ୍ଟ୍ରି ଟାୱାର ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା

ସମ୍ବଲପୁର(ଓଡ଼ିଶା ଭାସ୍କର): ସ୍ତ୍ରୀ ପାଇଁ ଇଲେକ୍ଟ୍ରି ଟାୱାର ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା । ଆତ୍ମହତ୍ୟା କରିବାକୁ କଲେ ଉଦ୍ୟମ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ସୋମବାର ସକାଳୁ ଏକ…

(Video) ଭୁବନେଶ୍ୱରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା: ବିଭିନ୍ନ ସ୍ଥାନରେ ଜମିଛି ପାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ ଆଜି ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଓଡ଼ିଶା ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ…

ସରକାର ୟୁନିଟ୍ ପିଛା ୧୨ ଟଙ୍କା ରୁ ୧୬ ଟଙ୍କାରେ କିଣି, ୩.୧୨ଟଙ୍କାରେ ଯୋଗାଇ ଦେଇଛନ୍ତି-ଶକ୍ତିମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖରାଦିନ ସମୟରେ ଘନ ଘନ ପାୱାର କଟ୍ ନେଇ ଗୃହରେ ଉତ୍ତର ରଖିଛନ୍ତି ସରକାର। ଓଡ଼ିଶାର ବିଦ୍ୟୁତ ଚାହିଦା ଏପରିକି ସର୍ବାଧିକ ଆବଶ୍ୟକ ସମୟରେ ଯାହା ଅଛି, ତାହାକୁ ଭରଣା କରିବା ପାଇଁ କୌଣସି…

ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ, ପୂର୍ବରୁ ନନ୍ଦିଘୋଷରେ ବି….

ପୁରୀ(ଓଡ଼ିଶା ଭାସ୍କର): ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଦେଖାଦେଇଛି ଫାଟ । ରଥ ନିର୍ମାଣ ବୈଷୟିକ ଟିମ୍ ପକ୍ଷରୁ ଯାଞ୍ଚ ବେଳେ ଏହା ଜଣାପଡିଛି । ତାଳଧ୍ୱଜର ପଡ଼ିନାହାକା ଚକ ଓ ଦେବଦନଳର ବଡ଼ ଉଛୁଳା ଚକରେ ଫାଟ ଦେଖିବାକୁ…

‘ମୁଁ କହିଥିଲି ମୁଁ ଫେରିବି, ଆଜି ମୁଁ ଏକନାଥ ସିନ୍ଦେଙ୍କ ସହିତ ଫେରିଛି’- ଦେବେନ୍ଦ୍ର ଫଡନାବିସ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ ମହାବିକାଶ ଅଘାଡ଼ି ଗଠବନ୍ଧନ ସରକାର ଉପରେ ବଡ଼ ଆକ୍ରମଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ। ବିଧାନସଭାରେ ଭୋଟିଂ ସମୟରେ ବିରୋଧୀ ଇଡି ଇଡି…

ଓଡ଼ିଶାରେ ୩ ବର୍ଷ ଭିତରେ ୧୦,୧୨୯ ଦୁଷ୍କର୍ମ ମାମଲା: ଏହି ସହର ଆଗରେ ବୋଲି କହିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚିନ୍ତାଜନକ ଭାବେ ବଢ଼ିଚାଲିଛି ଦୁଷ୍କର୍ମ ମାମଲା । ୨୦୧୯ରୁ ୨୦୨୨ ମଧ୍ୟରେ ସାମ୍ନାକୁ ଆସିଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା । ଏହି ମାମଲାରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ…

(Video) ପଡୋଶୀଙ୍କ କୁକୁର ଭୁକିବାରୁ ରାଗିଲେ ଯୁବକ: ପରିବାର ଲୋକଙ୍କୁ ରଡରେ ପିଟି କରିଦେଲେ ରକ୍ତାକ୍ତ

ନୂଆଦିଲ୍ଲୀ: କୁକୁର ଭୁକିବାରୁ ହଙ୍ଗାମା । କୁକୁର ଭୁକିବାକୁ ନେଇ ଭୟଙ୍କର କାଣ୍ଡ ଘଟାଇଛନ୍ତି ଜଣେ ବ୍ୟକ୍ତି । କୁକୁର ଭୁକିବାରୁ ସେ କୁକୁର ସହ ମାଲିକଙ୍କ ପରିବାରର ୩ଜଣଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁ ଲୁହାଣ…

ରୁଚିକା ଆତ୍ମହତ୍ୟା ପ୍ରସଙ୍ଗରେ ଉତ୍ତର ରଖିବେ ଗୃହ ରାଷ୍ଟମନ୍ତ୍ରୀ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ଚାଲିଛି ଦ୍ୱନ୍ଦ । ରୁଚିକା ଆତ୍ମହତ୍ୟାକୁ ଦୁଇଦିନ ବିତିଥିଲେ ମଧ୍ୟ ପୋଲିସର କୌଣସି କାର୍ଯ୍ୟାନୁଷ୍ଠାନ ନେଇଥିବା ସାମ୍ନାକୁ ଆସି ପାରିନାହିଁ ।…

ତେଲ ପାଇଁ ‘ନୋ ଟେନସନ୍’ ! ଘୋଡ଼ା ଉପରେ ବସି ଖାଇବା ଡେଲିଭରୀ କଲେ ସ୍ୱିଗି ବଏ, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହେଉଛି । ସେଥିରୁ କିଛି ଭିଡିଓ ଦେଖିଲେ ଆମକୁ ହସ ଲାଗେ ତ ଆଉ କିଛି ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଏହାରି ମଧ୍ୟରେ ଏକ ଡେଲିଭରୀ ବଏଙ୍କ…

ମହଙ୍ଗା ହେବ ଦୁଗ୍ଧ ଜାତୀୟ ଖାଦ୍ୟ, ଜିଏସ୍‌ଟି ଅଧୀନରେ ଆସିବା ଦ୍ୱାରା ହେବ ପ୍ରଭାବିତ 

ନୁଆଦିଲ୍ଲୀ: ନିକଟରେ ବସିଥିବା ଜିଏସ୍‌ଟି ପରିଷଦ ବୈଠକରେ କିଛି ଖାଦ୍ୟ ପଦାର୍ଥ ଉପରେ ମିଳୁଥିବା ରିହାତିକୁ ଅପସାରିତ କରିଛନ୍ତି ସରକାର। ଏହି ନିଷ୍ପତ୍ତି ପରେ ପ୍ୟାକେଟ୍ ଦହି, ଲସି ଆଦି ଦୁଗ୍ଧ ଜାତୀୟ ଜିନିଷ ମହଙ୍ଗା…