Browsing Category

Featured

୨୪ରେ ଏନ୍‌ସିଏସ୍‌ସିଡିଏର ନିଃଶୁଳ୍କ ନିଯୁକ୍ତି ମେଳା, ୨୦୦ ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର ସ୍ଥିତ ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନ୍‌ସିଏସ୍‌ସିଡିଏ) ପକ୍ଷରୁ ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର ପୋଖରୀପୁଟ ଗଣ୍ଡମୁଣ୍ଡା ଠାରେ ଥିବା…

ପ୍ରଭାବହୀନ ଉଦ୍ଧବଙ୍କ ନିର୍ଦ୍ଦେଶ, ଗୁଆହାଟି ପହଞ୍ଚିଲେ ଆଉ ଚାରି ବିଧାୟକ

ନୁଆଦିଲ୍ଲୀ: ମହାରାଷ୍ଟ୍ରରେ ଉଦ୍ଦଭ ଠାକରେ ସରକାରଙ୍କ ସମସ୍ୟା ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଉଦ୍ଧଭ ଠାକରେଙ୍କ ଅପିଲ୍ ପରେ ମଧ୍ୟ ବିଦ୍ରୋହୀ ବିଧାୟକଙ୍କ ପଲା ବେଶ୍ ମଜବୁତ୍ ରହିଛି। ବୁଧବାର ରାତିରେ ଆହୁରି ଚାରି…

ଦେଶର ୩ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶର ୩ ଲୋକସଭା ୭ ବିଧାନସଭା ଆସନରେ ଉପନିର୍ବଚନ ପାଇଁ ଆଜି ମତଦାନ ଚାଲିଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ଏହି ସମସ୍ତ ଆସନର ରେଜଲ୍ଟ ୨୬ ଜୁନରେ ଘୋଷଣା କରାଯିବ । ଉତ୍ତରପ୍ରଦେଶର ରାମପୁରଓ ଆଜମଗଡ଼…

ଭାରତ ବିପକ୍ଷରେ ଖେଳିବେ ପୂଜାରା,ପନ୍ତ,ବୁମ୍ରା; ଜାଣନ୍ତୁ କ’ଣ ରହିଛି ମାମଲା

ନୁଆଦିଲ୍ଲୀ: ଆସନ୍ତା ୧ରୁ ଏଜବାଷ୍ଟନଠାରେ କେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ କ୍ରିକେଟ୍ ଟେଷ୍ଟ ପୁର୍ବରୁ ଭାରତୀୟ ଦଳ କାଉଣ୍ଟି କ୍ଲବ୍ ଲେଷ୍ଟେଷ୍ଟେୟାର ବିପକ୍ଷରେ ଗୁରୁବାରଠାରୁ ଏକ ଅଭ୍ୟାସ ମ୍ୟାଚ୍ ଖେଳିବେ । ଏହି…

ରାଶିଫଳ(ଗୁରୁବାର,୨୩ ଜୁନ,୨୦୨୨)

ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ…

ଦିଲ୍ଲୀ ଯିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, କାଲି ନାମାଙ୍କନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଯିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବରରୁ ବିମାନ ‌ଯୋଗେ ଦିଲ୍ଲୀରେ ପହଂଚିବା ପରେ ସେଠାରୁ ସେ ସିଧାସଳଖ ଓଡ଼ିଶା ଭବନ ଆସିବେ। ଓଡ଼ିଶା ଭବନରେ ସେ ରହିବା ପାଇଁ…

ଯାଜପୁର ତହସିଲରେ ୫ କୋଟି ଟଙ୍କାର ଦୁର୍ନୀତି ମାମଲା, କୁବେର ସେକ୍ସନ ଅଫିସରକୁ ବାନ୍ଧିଲା ଭିଜିଲାନ୍ସ ଟିମ୍

ଯାଜପୁର, (ଭାସ୍କର ନ୍ୟୁଜ୍‌) : ଗତ ୨୦୦୬ ମସିହାରୁ ୨୦୧୬ ମସିହା ମଧ୍ୟରେ ୪କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ଅର୍ଥ ଅପବ୍ୟବହାର ଘଟଣାରେ ଯାଜପୁର ଭିଜିଲାନ୍ସ ଦ୍ୱାରା ସେକ୍ସନ ଅଫିସର ଅଜୟ କୁମାର ସାହୁ ଗିରଫ…

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ରାଜ୍ୟକୁ ଛୁଇଁ ସାରିବା ପରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସହରରେ ମଙ୍ଗଳବାର…

Monkeypox ଓ SEXକୁ ନେଇ ଜାରି ହେଲା ଗାଇଡଲାଇନ୍, ଭାରତବାସୀ ଆଲର୍ଟ ରହିବାକୁ ଦିଆଗଲା ଚେତାବନୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ବେଳକୁ ବେଳ ମଙ୍କିପକ୍ସ ଭାଇରସ ବଢ଼ିବାରେ ଲାଗିଛି । ତେବେ ଏହାକୁ ନେଇ ଜନସାଧାରଣ ଓ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଏହି ଭାଇରାସ୍ ୪୦ରୁ ଅଧିକ ଦେଶରେ ମାଡ଼ି ଗଲାଣି । ନିକଟରେ ଦକ୍ଷିଣ…

ଆଶ୍ଚର୍ଯ୍ୟ, ୪ ବର୍ଷର ପିଲାକୁ କାମୁଡ଼ିଲା ବିଷଧର କୋବ୍ରା, ସାପର ହିିଁ ହୋଇଗଲା ମୃତ୍ୟୁ

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି’ କରିପାରେ ବଳବନ୍ତ । ଅର୍ଥାତ୍ ଯାହାର ରକ୍ଷା ସ୍ୱୟଂ ଭଗବାନ କରନ୍ତି ତାଙ୍କର କେହି କିଛିବି ଅନିଷ୍ଠ କରିପାରିବେ ନାହିଁ । ଏହି ଉକ୍ତିଟି ବୋଧହୁଏ ସତ ପ୍ରମାଣିତ ହୋଇଛି ଜଣେ ୪…