Browsing Category
Featured
ଟାର୍ଗେଟ୍ କିଲିଂ ଉପରେ ଲାଗିବ ରୋକ୍, ଶାହା ଓ ଡୋଭାଲ୍ଙ୍କ ସୁଚିନ୍ତିତ ରଣନୀତି ଉପରେ କାର୍ଯ୍ୟ ଆରମ୍ଭ
ଶ୍ରୀନଗର(ଓଡିଶା ଭାସ୍କର): କାଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣାକୁ ରୋକିବା ତଥା ସେଠାରେ ଶାନ୍ତି, ସୁରକ୍ଷା ଓ ବିଶ୍ୱାସର ମାହୋଲ ସୃଷ୍ଟି କରିବା ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ଏନ୍ଏସ୍ଏ ଅଜିତ୍…
ଚର୍ଚ୍ଚାରେ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା, ୨୦୧୯ ଟିକେଟ୍ ଘୋଷଣାଠୁ ପ୍ରଥମେ ଶପଥ ଗ୍ରହଣ ପର୍ଯ୍ୟନ୍ତ
ଭୁବନେଶ୍ୱର(ଓଡିଶା ଭାସ୍କର) :ରାଜ୍ୟ କ୍ୟାବିନେଟ ପୁନଃଗଠନ ହୋଇଥିବା ବେଳେ ଚର୍ଚ୍ଚାରେ ରହିଛନ୍ତି ରାୟଗଡା ଜିଲ୍ଳାରୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ଜଗନ୍ନାଥ ସାରକା। ଶପଥ ଗ୍ରହଣ ସମାରୋହରେ କ୍ୟାବିନେଟ…
୫ଟି ରେ ଆଉ ଏକ ଟି ଯୋଡ଼ିଲେ ମୁଖ୍ୟମନ୍ତ୍ରୀ, ସ୍ବଚ୍ଛତା ରଖିବା ଏବଂ ବିବାଦରେ ନ ପଡ଼ିବାକୁ ମନ୍ତ୍ରୀଙ୍କୁ ପରାମର୍ଶ
ଭୁବନେଶ୍ୱର(ଓଡିଶା ଭାସ୍କର): ‘ମୋ ସରକାର’ ଅଧୀନରେ ଚାଲିଥିବା ୫-ଟି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଆଉ ଏକ ‘ଟି’ ଯୋଡ଼ିଛନ୍ତି। ଆଉ ଏହି ନୂତନ ‘ଟି’ ହେଉଛି ‘ଟୁର’। ଅର୍ଥାତ୍ ବିଭିନ୍ନ ଅଞ୍ଚଳକୁ ଯାଇ…
ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି; ଆଜି ପାଇଁ ୪ ଜିଲ୍ଲାକୁ ହିଟ ୱେବ ୱାର୍ଣ୍ଣିଂ
ଭୁବନେଶ୍ୱର(ଓଡିଶା ଭାସ୍କର): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ଏପଟେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ସ୍ଥିତି ବିଗାଡ଼ୁଛି ଗୁଳୁଗୁଳି। ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଉଛି। ପଶ୍ଚିମର…
ରାଶିଫଳ(ସୋମବାର,୦୬ ଜୁନ,୨୦୨୨)
ମେଷ - ଆଜି କୌଣସି ବିବାଦୀୟ ଘଟଣାରେ ହସ୍ତକ୍ଷେପ ଆପଣଙ୍କୁ ମହଙ୍ଗା ପଡିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଅସ୍ଥିରତା ସକାଶେ ମନ ଭଲ ରହିବ ନାହିଁ । ପରିସ୍ଥିତିବଶତଃ ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ…
ସିଆରଓ ଫାର୍ମାଟ୍ରେଣ୍ଡଜ୍ ପ୍ରାଇଭେଟ୍ ଲିମିଟେଡର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର କ୍ଲିନିକାଲ ରିସର୍ଚ୍ଚ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସିଆରଓ ଫାର୍ମାଟ୍ରେଣ୍ଡଜ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହାର ପଞ୍ଚମ ବାର୍ଷିକୋତ୍ସବ ପିପୁଲ ପଦ୍ମଜା ହୋଟେଲ…
ଆଠ ବର୍ଷ ଧରି ପୋଲିସ ଚଲାଉଥିଲା ଏକ ଚୋରୀ ବାଇକ୍, ଚାଲାଣ ଗଲା ଗାଡ଼ି ମାଲିକ ପାଖକୁ, ଏବେ ସତ ଆସିଲା ପଦାକୁ
ନୂଆଦିଲ୍ଲୀ: ଆଜିକାଲି ଯେତେ ନୀତି ନିୟମ ଲାଗୁ ହେଲେ ମଧ୍ୟ ବାଇକ୍ ପ୍ରବଳ ମାତ୍ରାରେ ଚୋରି ହେଉଥିବା ଦେଖାଯାଉଛି । ତେବେ ନିକଟରେ ଘଟିଥିବା ଏକ ବାଇକ୍ ଚୋରି ମାମଲା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ…
ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ହେଲେ ସରକାରୀ ଦଳର ମୁଖ୍ୟ ସଚେତକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ନବୀନ ପଟ୍ଟନାୟକଙ୍କ ନୂଆ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ମୋଟ ୧୩ ଜଣ କ୍ୟାବିନେଟ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ବିଜେଡି…
ଫ୍ରେଞ୍ଚ ଓପନ ଟାଇଟଲ୍ ଜିତିଲେ ନାଡାଲ
ନୂଆଦିଲ୍ଲୀ: ଦୃଢ଼ ମନୋବଳ, ସାହସ, ଅଧ୍ୟବସାୟ ବଳରେ ଅସମ୍ଭବକୁ ବି ସମ୍ଭବ କରିହେବ ଏହାକୁ ପ୍ରମାଣିତ କରିଛନ୍ତି ସ୍ପେନର ଟେନିସ ତାରକା ରାଫେଲ ନାଡାଲ । ୩୬ ବର୍ଷ ବୟସରେ ଉପନୀତ ହୋଇଥିବା ରାଫେଲ ନାଡାଲ ଯେ ‘ଲାଲ ମାଟିର…
କେବଳ ଏଣ୍ଡୁଅ ନୁହେଁ ଘରର ଝିଟିପିଟି ମଧ୍ୟ ବଦଳାଇ ଥାଆନ୍ତି ରଙ୍ଗ; କାହିଁକି ଓ କିପରି ବଦଳାନ୍ତି ରଙ୍ଗ?
ଗରମ ଆସିଲେ ଘର ମାନଙ୍କରେ ଅଧିକ ଝିଟିପିଟି ଦେଖିବାକୁ ମିଳିଥାଏ । ଅଧିକାଂଶ ଲୋକ ଝିଟିପିଟିକୁ ଦେଖିଲେ ଡରିଥାନ୍ତି ମଧ୍ୟ । ବେଳେବେଳେ ମଣିଷଙ୍କୁ ଦେଖିଲେ କିମ୍ବା ନିଜ ପ୍ରତି କିଛି ବିପଦ ଅନୁଭବ କଲେ ଝିଟିପିଟି ନିଜ…