Browsing Category

Featured

ଅତିଥିଙ୍କୁ ସମ୍ମାନ ବଦଳରେ ମରଣାନ୍ତକ ମାଡ଼: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ଅତିଥି ଦେବୋ ଭବଃ । ମାତ୍ର ରାଜ୍ୟରେ ଅତିଥିଙ୍କୁ କରାଯାଉଛି ମରଣାନ୍ତକ ଆକ୍ରମଣ । ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ନନ୍ଦନକାନନରେ ହୋଇଥିଲା ଆକ୍ରମଣ । ପର୍ଯ୍ୟଟକଙ୍କୁ…

ସପାର ଲାଲ ଟୋପି ଜବାବରେ ବିଜେପି ବିଧାୟକ ପିନ୍ଧିଲେ ଗେରୁଆ ଟୋପି, ଏମିତି ଥିଲା ବିଧାନସଭାର ଦୃଶ୍ୟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭାରେ ସୋମବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଶାସକ ଏବଂ ବିରୋଧୀ ଦଳର ବିଧାୟକଙ୍କ ମଧ୍ୟରେ ଟୋପି ପିନ୍ଧାକୁ ନେଇ ପ୍ରତିଯୋଗିତା ଦେଖିବାକୁ ମିଳିଛି। ବିଧାୟକମାନଙ୍କୁ ନିଜ ନିଜ…

ଜାଣନ୍ତୁ ପ୍ଲେଅଫରେ ୪ ଦଳର କଣ ହୋଇପାରେ ସୁପରହିଟ ପ୍ଲେଇଙ୍ଗ ୧୧: କିଏ ହେବେ ଅଧିନାୟକ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ର ୧୫ତମ ସିଜନ । ଆଉ ହାତରେ ମାତ୍ର ୪ଟି ମ୍ୟାଚ ବାକି । ଅର୍ଥାତ ପ୍ଲେଅଫ ପାଇଁ ପ୍ରସ୍ତୁତ ସିଜନର ୪ଟି ଶକ୍ତିଶାଳୀ ଦଳ । ଗୁଜୁରାଟ ଟାଇଟନ୍ସ, ରାଜସ୍ଥାନ ରୋୟଲ୍ସ, ଲକ୍ଷ୍ନୌ ସୁପର…

ଚାରିଧାମ ଯାତ୍ରା ୨୦୨୨: କେଦାରନାଥରେ ଅରେଞ୍ଜ ଆଲର୍ଟ ଜାରି, ଯାତ୍ରା ଉପରେ ଲାଗିଲା ରୋକ୍

ଡେରାଡୁନ: ଉତ୍ତରାଖଣ୍ଡରେ ଅଚାନକ ପାଣିପାଗ ବଦଳିବାରୁ ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଯାଇଛି। ପାଣିପାଗ ବିଭାଗ ତରଫରୁ ଅରେଞ୍ଜ ଆଲର୍ଟ ଜାରି ପରେ ଏବେ ପ୍ରଶାସନ କେଦାରନାଥ ଯାତ୍ରା ସ୍ଥଗିତ ରଖିଛନ୍ତି।…

ବିନୟ କୁମାର ସକ୍ସେନା ହେଲେ ଦିଲ୍ଲୀର ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଉପରାଜ୍ୟପାଳ ନିଯୁକ୍ତି ପାଇଛନ୍ତି । ଅନିଲ ବୈଜଲ ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଏହି ପଦଟି ଖାଲି ପଡ଼ିଥିଲା । ତେବେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନିଲଙ୍କ ଇସ୍ତଫା…

AAP MLAଙ୍କୁ ତିନି ବର୍ଷର ଜେଲଦଣ୍ଡ: ଖୁବଶୀଘ୍ର ହରାଇବେ ବିଧାୟକ ପଦ, ଖୋଲିଲା ନଅ ବର୍ଷ ତଳର ଅପରାଧିକ ମାମଲା

ନୂଆଦିଲ୍ଲୀ: ନିକଟରେ ଆମ୍ ଆଦମୀ ପାର୍ଟି (ଆପ) ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଦଳକୁ ଲାଗିଛି ଜବରଦସ୍ତ ଝଟକା । ଆପର ଜଣେ ବିଧାୟକଙ୍କୁ ୩ ବର୍ଷର ଜେଲଦଣ୍ଡ ହୋଇଛି । ଏକ ଅପରାଧିକ ମାମଲାରେ ଅଦାଲତ ଆପ ବିଧାୟକଙ୍କ…

ସ୍ପା ସେଣ୍ଟର ନାଁରେ ଚାଲିଛି ସେକ୍ସ ରାକେଟ: ଚଢାଉ କରି ୧୨ ଜଣଙ୍କୁ ଗିରଫ କଲା ପୋଲିସ, ୧୧ ମହିଳା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଆନନ୍ଦ ବିହାର ନିକଟସ୍ଥ କ୍ରସ ରିବର ମଲର ଏକ ସ୍ପା ଏବଂ ମସାଜ ସେଣ୍ଟରରେ ପୋଲିସ ଚଢାଉ କରିଛି । ଏହି ଚଢାଉରେ ସ୍ପା ସେଣ୍ଟର ନାଁରେ ଚାଲୁଥିବା ଏକ ସେକ୍ସ ରାକେଟକୁ ଠାବ କରିଛି ପୋଲିସ ।…

ବ୍ରଜରାଜନଗର ରଣାଙ୍ଗନରେ BJD, BJP ଓ Congressର ତିନି ହେଭିୱେଟ୍: ଚଳିତ ଉପନିର୍ବାଚନରେ କିଏ କରିବ ବାଜିମାତ୍?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନକୁ ଆଉ ରହିଲା ମାତ୍ର ଗୋଟିଏ ସପ୍ତାହ । ନିର୍ବାଚନ ମୈଦାନରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ଅବତୀର୍ଣ୍ଣ ହୋଇଛନ୍ତି । ବିଜେଡିରୁ ଅଳକା…

ଏହି ଖେଳାଳିଙ୍କୁ ଚୟନ କରିବା ଉଚିତ ଥିଲା: ବିସିସିଆଇର ଚୟନ କମିଟି ଉପରେ ରାଗିଗଲେ ସେହୱାଗ ଓ ହରଭଜନ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ଦଳରେ ଅନେକ ନୂଆ ଚେହେରା ପଦାର୍ପଣ କରୁଥିବା ବେଳେ ଅନେକ ଖେଳାଳି ଦଳକୁ କମବ୍ୟାକ କରୁଛନ୍ତି । ତେବେ ଏମିତି ଜଣେ…

ରେଷ୍ଟୁରାଣ୍ଟରେ ଖାଇବା ପରେ ଗ୍ରାହକମାନେ ସର୍ଭିସ୍ ଚାର୍ଜ ଦେବାକୁ ବାଧ୍ୟ ନୁହନ୍ତି, ଲାଗୁ ହେବ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ: ଯଦି ଆପଣମାନେ ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଏଣିକି ଆପଣଙ୍କୁ ରେଷ୍ଟୁରାଣ୍ଟରେ ଖାଇବା ପରେ ଆଉ ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ ନାହିଁ ।…