Browsing Category
Featured
ବ୍ରଜରାଜନଗର ଉପନିର୍ବାଚନ: ୨୭୯ଟି ବୁଥରେ ଭୋଟ୍
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଭୋଟ୍ ପ୍ରସ୍ତୁତି ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ୩ ଜଣ ପ୍ରାର୍ଥୀ ଓହରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ…
ପ୍ରାଇଭେଟ ଜେଟ୍ ରେ ମସାଜ ସମୟରେ ଯୌନ ଶୋଷଣ, ୨କୋଟି ଦେଲେ ଏଲନ ମସ୍କ
ନୁଆଦିଲ୍ଲୀ: ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ଏହି ମାମଲାକୁ ରଫାଦଫା କରିବା ଲାଗି ୨୦୧୮ରେ ଦୁଇଜଣ ମହିଳାଙ୍କୁ ୨କୋଟ ଟଙ୍କା ମଧ୍ୟ ଦିଆଯାଇଥିଲା । ଏହି ଦୁଇଜଣ ମହିଳା…
ବିଜେପି ନେତାଙ୍କୁ ବଡ଼ ଦାୟିତ୍ୱ ଦେଲେ ପ୍ରଧାନମନ୍ତ୍ରୀ, ନିଜ ମନ୍ତବ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଦେଲେ ପରାମର୍ଶ
ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟପୁରରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀଣିରେ ସମ୍ବୋଧନ କରିଛନ୍ତି । ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କୁ ମୋଦୀ ଆହ୍ୱାନ୍ ଦେଇଛନ୍ତି ଯେ, ବର୍ତ୍ତମାନ ଆମର ୧୮ ରାଜ୍ୟରେ…
ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ସିଙ୍ଗର୍ କନିକା କପୁର: ସମସ୍ତଙ୍କ ସାମ୍ନାରେ ଭାବିପତିଙ୍କୁ କଲେ ‘ଲିପ୍ KISS’
ନୂଆଦିଲ୍ଲୀ: ପ୍ରସିଦ୍ଧ ସିଙ୍ଗର କନିକା କପୁର ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ସେ ଲଣ୍ଡନରେ ନିଜର ଏନଆରଆଇ ପ୍ରେମିକ ଗୌତମଙ୍କ ସହ ଆଜି ଅର୍ଥାତ୍ ମେ’ ୨୦ରେ ବାହାହେବେ । କନିକା ଓ ଗୌତମଙ୍କ…
ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟରେ ସମୟ ମାଗିଲେ ସିଦ୍ଧୁ: ଅସୁସ୍ଥତାକୁ ଦର୍ଶାଇଲେ କାରଣ
ଚଣ୍ଡିଗଡ଼: ନବଜ୍ୟୋର ସିଂ ସିଦ୍ଧୁ ଅସୁସ୍ଥତାକୁ କାରଣ ଦର୍ଶାଇ ଆତ୍ମସମର୍ପଣ କରିବା ପାଇଁ ସମୟ ମାଗିଛନ୍ତି । ସୁପ୍ରିମକୋର୍ଟରେ ସେ କିଛି ସପ୍ତାହର ସମୟ ମାଗିଛନ୍ତି । ତେବେ ରୋଡରେଜ୍ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ୧…
ଇତିହାସ ହୋଇଯିବନି ତ କଂଗ୍ରେସ? ଗତ ଦୁଇବର୍ଷ ମଧ୍ୟରେ ଦଳଛାଡ଼ିଲେଣି ଅନେକ ବରିଷ୍ଠ ନେତା
ନୁଆଦିଲ୍ଲୀ: ଭାରତୀୟ ରାଜନୀତି ଇତିହାସରେ କଂଗ୍ରେସ ବର୍ତ୍ତମାନ ଏହାର ସବୁଠୁ ଖରାପ ସମୟ ଦେଇ ଗତି କରୁଛି । ନିର୍ବାଚନରେ ପରାଜୟ ଏବଂ ହ୍ରାସ ପାଉଥିବା ଭିତ୍ତିଭୂମି ମଧ୍ୟରେ ଅନେକ ବରିଷ୍ଠ ନେତା ଦଳ ଛାଡ଼ିଲେଣି । ଦଳର…
ଭାରତରେ ଏଣ୍ଟ୍ରି ମାରିଲା ଓମିକ୍ରନ BA.4: ଏହି ସ୍ଥାନରୁ ସବଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ
ନୂଆଦିଲ୍ଲୀ: ଏବେ ବି କରୋନା ମହାମାରୀର ପ୍ରକୋପ ଦୁନିଆ ଉପରେ ରହିଛି । ଏହାରି ମଧ୍ୟରେ ସଂକ୍ରମଣର ନୂଆ ନୂଆ ଭାରିଆଣ୍ଟ ଓ ସବ୍ ଭାରିଆଣ୍ଟ ସାମ୍ନାକୁ ଆସିବାରେ ଲାଗିଛି । ଏପରି ପରିସ୍ଥିତିରେ ଭାରତରେ ଓମିକ୍ରନର BA.4…
ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବାର ଧମକ: ଚାଲିଛି ଯାଞ୍ଚ
ବେଙ୍ଗାଲୁରୁ: କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ବୋମାରେ ଉଡାଇଦେବାର ଧମକ ଦେଇଛି । କେୟାଇସି ଅଧିକାରମାନେ କହିଛନ୍ତି ଯେ, ଶୁକ୍ରବାର ସକାଳ ୩.୩୦ ସମୟରେ ଏୟାରପୋର୍ଟ ପୋଲିସ…
ପୋଲିସ ହେପାଜତରୁ ୨ ଅଭିଯୁକ୍ତ ଚମ୍ପଟ: ପୋଲିସକୁ ଚକମା ଦେଇ…
ମାଲକାନଗିରି(ଓଡ଼ିଶା ଭାସ୍କର): ମେଡିକାଲ ଚେକଅପ୍ ବେଳେ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛନ୍ତି ୨ ଅଭିଯୁକ୍ତ । ଏଭଳି ଘଟଣା ମାଲକାନଗିରି କାଲିମେଳା ମେଡିକାଲରେ ଘଟିଥିବା ଜଣାପଡିଛି ।
ସୂଚନା ଅନୁସାରେ, କାଲିମେଳା…
ବିବାହିତ ପୁରୁଷ ଅବଶ୍ୟ ଖାଆନ୍ତୁ ଏହି ସବୁ ଜିନିଷ, ବଢ଼ିଯିବ ଯୌନ କ୍ଷମତା
ଲହୁଣୀ ଖାଇବାର ଅନେକ ଉପକାର ଅଛି, କିନ୍ତୁ ଏହା ବିବାହିତ ପୁରୁଷମାନଙ୍କ ପାଇଁ ଏକ ଚମତ୍କାର ଔଷଧ ଭାବରେ କାମ କର। ଲହୁଣୀର ଓଜନ କମ୍ ତେଣୁ ଆପଣ ଏହାକୁ ଯେ କୋୖଣସି ସ୍ଥାନକୁ ନେଇପାରିବେ ଏବଂ ତୁରନ୍ତ ତୁମର ଭୋକ…