Browsing Category
Featured
ତାଲିବାନୀର ନୂଆ ନିୟମ: ଏକାଠି ଭୋଜନ କରିପାରିବେନି ସ୍ୱାମୀ-ସ୍ତ୍ରୀ, ଅଲଗା ଅଲଗା ଦିନ ଯିବେ ପାର୍କ
ହେରାତ୍ : ଆଫଗାନିସ୍ତାନର ପଶ୍ଚିମ ହେରାତ ପ୍ରାନ୍ତରରେ ଲିଙ୍ଗଗତ ଭେଦଭାବକୁ ନେଇ ତାଲିବାନ୍ ଏକ ନୂଆ ଯୋଜନା ଲାଗୁ କରିଛି । ଏହି ନିୟମ ଅନୁଯାୟୀ ଫ୍ୟାମିଲି ରେଷ୍ଟୁରାଣ୍ଟରେ ପରିବାର ସଦସ୍ୟଙ୍କ ସହ ପୁରୁଷମାନେ ଭୋଜନ…
୧୫ଥର ଟାଇଟଲ ବିଜେତା ଚୀନକୁ ହରାଇ କୋରିଆ, ୧୨ ବର୍ଷ ପରେ ହାସଲ କଲା ଉବର କପ୍ ଚାମ୍ପିଅନ
ବ୍ୟାକଂକ(ଥାଇଲାଣ୍ଡ): ଦକ୍ଷିଣ କୋରିଆ ଜିତିଲା ସମ୍ମାନ ଜନକ ମହିଳା ଟିମ ଚାମ୍ପିଅନଶି୍ ଉବର କପ ବ୍ୟାଡମିଣ୍ଟନ ଟାଇଟଲ । ଶନିବାର ଦିନ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗତ ଥରର ଚାମ୍ପିଅନ୍ ତଥା ୧୫ଥର ଟାଇଟଲ ବିଜେତା ଚୀନକୁ…
ମୋବାଇଲ ଗେମ୍ ହେଲା କାଳ, ରୁମ୍ ଭିତରୁ ଉଦ୍ଧାର ହେଲା ଯୁକ୍ତ ୩ରେ ପଢ଼ୁ୍ଥିବା ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଜଗତସିଂହପୁର(ଭାସ୍କର ନ୍ୟୁଜ) : ଜଗତସିଂହପୁର ଟାଉନ ଥାନା ଅନ୍ତର୍ଗତ ଜୟବଡ଼ କଲୋନୀ ରେ ଯୁକ୍ତ ତିନି ବର୍ଷର ଛାତ୍ର ର ଆତ୍ମହତ୍ୟା । ସୂଚନା ମୁତାବକ ଜୟବଡ଼ ଜଗନ୍ନାଥ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ଅରବିନ୍ଦ…
ଫେସବୁକ୍ରୁ ପ୍ରେମ,ଶାରୀରିକ ସମ୍ପର୍କ ପରେ ପ୍ରତାରଣା: ଥାନାରେ ଏତଲା ଦେଲେ ପ୍ରେମିକା…
କରଞ୍ଜିଆ, (ଭାସ୍କର ନ୍ୟୁଜ୍) : ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଗଇଲି ଗ୍ରାମର ପ୍ରିୟରଞ୍ଜନ ବେହେରା ଛତିଶଗଡ଼ ରାଜ୍ୟର ଭିଲାଇ ଅଞ୍ଚଳର ଯୁବତୀଙ୍କ ସହିତ ୨୦୧୮ମସିହାରେ ପ୍ରଥମେ ଫେସବୁକରୁ ସମ୍ପର୍କ ସ୍ଥାପନ…
ରାଷ୍ଟ୍ରପତି ପଦ ଛାଡ଼ିବେ ଜିନ୍ପିଙ୍ଗ ! ଚୀନ୍ ସୋସିଆଲ୍ ମିଡିଆରେ ଖବର ଭାଇରାଲ
ବେଜିଂ : ଚୀନ୍ ସୋସିଆଲ୍ ମିଡିଆରେ ଏବେ ଗୋଟିଏ ଖବର ସବୁଠି ଚର୍ଚ୍ଚାରେ ରହିଛି । ଖବରଟି ହେଉଛି ଚୀନ୍ ରାଷ୍ଟ୍ରତି ସି ଜିନ୍ପିଙ୍ଗ ରାଷ୍ଟ୍ରତି ପଦ ଛାଡ଼ିବେ । କରୋନା ମିସ୍ ମ୍ୟାନେଜମେଣ୍ଟ ଯୋଗୁଁ ଚୀନ୍ରେ ସୃଷ୍ଟ…
ରାଶିଫଳ(ରବିବାର,୧୫ ମେ,୨୦୨୨)
ମେଷ - ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ…
ଆସନ୍ତା ୪ରୁ ୫ ଦିନ ଯାଏଁ ବଢ଼ିବ ତାପମାତ୍ରା, ୧୮ରେ ବିଜୁଳି , ଘଡଘଡି ସହ କାଳବୈଶାଖୀ ବର୍ଷା ସମ୍ଭାବନା
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି , ଘଡଘଡି ସହ କାଳବୈଶାଖୀ ଜନିତ ଝଡ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…
କରୋନାରେ ସଂକ୍ରମିତ ଅକ୍ଷୟ କୁମାର, କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ଯିବେ ନାହିଁ
ମୁମ୍ବାଇ: କରୋନା ସଂକ୍ରମିତ ହୋଇଛନ୍ତି ବଲିଉଡ୍ ଖିଲାଡ଼ି ଅକ୍ଷୟ କୁମାର । ଅକ୍ଷୟ ଏହି ବିଷୟରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିକଟରେ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଯୋଗ ଦେଇଥାନ୍ତେ । ଏବେ ସେ ଆଉ…
RRR ଓଟିଟି ରିଲିଜ୍, ଜାଣନ୍ତୁ କେବେ ଘରେ ବସି ଦେଖିପାରିବେ ଏହି ବ୍ଲକବଷ୍ଟର ଫିଲ୍ମ
ଏସଏସ ରାଜାମୌଲୀଙ୍କ ଫିଲ୍ମ RRR ବକ୍ସ ଅଫିସରେ ଇତିହାସ ରଚିଛି । ସାଉଥ ଅଭିନେତା ରାମ ଚରଣ, ଜୁନିୟର ଏନଟିଆରଙ୍କ ଦମଦାର ଅଭିନୟ ଯୋଗୁଁ ଫିଲ୍ମକୁ ଜବରଦସ୍ତ ସଫଳତା ମିଳିଛି । କରୋନା ମହାମାରୀ କାରଣରୁ ଫିଲ୍ମର ରିଲିଜ…
ଚାରିଧାମ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦୀୟ ବୟାନ ଦେଲେ ବିଜେପି ନେତା, କଂଗ୍ରେସ କହିଲା ଲୋକେ ସବୁ ଦେଖୁଛନ୍ତି
ଉତ୍ତରାଖଣ୍ଡ: ଚାରିଧାମ ଯାତ୍ରା ସମୟରେ ଭକ୍ତଙ୍କ ମୃତ୍ୟୁ ମୋକ୍ଷ ପ୍ରାପ୍ତି ପାଇଁ ହେଉଛି ବୋଲି ବିବାଦୀୟ ବୟାନ ଦେଇଛନ୍ତି ବିଜେପି ପ୍ରବକ୍ତା । ଏହି ବୟାନକୁ ନେଇ କଂଗ୍ରେସ ଏବେ ରାଜନିତୀ ଆରମ୍ଭ କରି ଦେଇଛି । କଂଗ୍ରେସ…