Browsing Category

Featured

ବୈଶାଖ ପୂର୍ଣ୍ଣିମାରେ କରନ୍ତୁ ଜଳଦାନ, ଜାଣନ୍ତୁ କ’ଣ ରହିଛି ମାହାତ୍ମ୍ୟ…

ବୈଶାଖ ମାସର ଶେଷ ଦିନ ବୈଶାଖ ପୂର୍ଣ୍ଣିମା ପାଳନ କରାଯାଏ । ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ନାମରେ ମଧ୍ୟରେ ଜଣାଯାଏ । ମାନ୍ୟତା ରହିଛି ଯେ ମହାତ୍ମା ବୁଦ୍ଧଙ୍କ ଜନ୍ମ ବୈଶାଖ ପୂର୍ଣ୍ଣିମା ଦିନ ହୋଇଥିଲା,…

ଭାରତର ଗହମ ରପ୍ତାନୀ ଉପରେ ବ୍ୟାନ ପରେ ହାହାକାର, ଏମିତି କହିଲା ଜର୍ମାନୀ…

ଭାରତରେ ଦ୍ରୃତ ଭାବରେ ବଢ଼ୁଥିବା ଦରଦାମକୁ କଣ୍ଟ୍ରୋଲ କରିବା ଦିଗରେ ଗହମ ରପ୍ତାନୀକୁ ବନ୍ଦ କରିଦିଆଯାଇଛି । ଏନେଇ ଭାରତ ୧୩ ମେ ଶୁକ୍ରବାର ସୂଚନା ଜାରି କରିଥିଲା । ଆଉ ଏବେ ଭାରତର ଏହି ନିଷ୍ପତ୍ତି ପରେ ବିଶ୍ୱରେ…

ବରକୁ ସାଙ୍ଗରେ ଧରି ଛୁ ମାରିଲା ଘୋଡ଼ା, ଭିଡିଓ ଦେଖିଲେ ଆପଣବି ହସିବେ

ସୋସିଆଲ ମିଡିଆରେ ବିବାହକୁ ନେଇ ଅନେକ ସମୟରେ ଭିଡିଓ ଭାଇରାଲ ହୋଇଥାଏ । କେତେବେଳେ ବରଯାତ୍ରୀଙ୍କ କାରନାମା ତ’ କେତେବେଳେ ବର-କନ୍ୟାଙ୍କ ଅଜବ ହରକତ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ଏଭଳି ଏକ…

ଟ୍ରେନରେ ଯିବାବେଳେ ଢୁଳୋଉଥିଲେ ବ୍ୟକ୍ତି, ହେଲା ଏମିତି, ଦେଖନ୍ତୁ ଭିଡିଓ…

ଅନେକ ସମୟରେ ଟ୍ରେନ କିମ୍ବା ବସରେ ଯାତ୍ରା କଲାବେଳେ ଅନେକ ଲୋକଙ୍କୁ ନିଦ ଆସିଥାଏ ଏବଂ ସେମାନେ ଢ଼ୁଳେଇବାରେ ଲାଗିଥାନ୍ତି । ଆଉ ଢ଼ୁଳେଇବାବେଳେ କେତେବେଳେ ଅନ୍ୟ ଷ୍ଟପେଜକୁ ଚାଲିଯାଇଥାନ୍ତି ତାହା ମଧ୍ୟ ଜାଣିପାରନ୍ତିନି ।…

ନେତା କହିଲେ ଆରଏସଏସ ପାଖରେ କଲେଜ, ଡାକ୍ତରଖାନା, ସବୁକିଛି ଅଛି ଏବଂ କଂଗ୍ରେସର କାର୍ଯ୍ୟଳୟ ମଧ୍ୟ ନାହିଁ

ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିରରେ କଂଗ୍ରେସ ଦଳର ଉତ୍ଥାନ ପାଇଁ ମାନସ ମନ୍ଥନ ଚାଲିଛି । ଏହି ଅବସରରେ ଦଳ ଚଳାଇବାକୁ ଟଙ୍କା ନାହିଁ ବୋଲି ନେତାମାନେ କହିଛନ୍ତି। କର୍ପୋରେଟରମାନେ ପାଣ୍ଠି ଦେଉ ନାହାନ୍ତି । ପାର୍ଟି…

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମାଣିକ ସାହା, ଖୋଲାଖୋଲି କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତିକୁ ବିରୋଧ କଲେ ବିଧାୟକ

ତ୍ରିପୁରାରେ ହଟାତ୍ ଦେଖାଦେଇଥିବା ରାଜନୈକ ଘଟଣା କ୍ରମେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ୍ ଇସ୍ତଫା ଦେଇଛନ୍ତି । ଏହାପରେ ଡାକ୍ତର. ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ପକ୍ଷରୁ ଘୋଷଣା ହେବା ସହ ସେ…

ଚିନ୍ତନ ଶିବିରରେ ସୋନିଆଙ୍କ ଆଗରେ ଉଠିଲା ଦାବି, କ’ଣ ପ୍ରିୟଙ୍କା ଗାନ୍ଧୀ ହେବେ କଂଗ୍ରେସ ଅଧ୍ୟକ୍ଷ?

ଉଦୟପୁର: ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ କଂଗ୍ରେସର ଉତ୍ଥାନ ପାଇଁ ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିରରେ ଚାଲିଛି ମାନସ ମନ୍ଥନ । ଏହି ବୈଠକରେ ଶନିବାର ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ଆଚାର୍ଯ୍ୟ…

ମାନିବାକୁ ପଡ଼ିବ ବୃଦ୍ଧଙ୍କ ସାହସ, ୨୮ ପତ୍ନୀଙ୍କ ସାମ୍ନାରେ କଲେ ୩୭ ତମ ବିବାହ

ପୁରୁଣା କାଳରେ ରାଜା ମହାରାଜ ମାନେ ଏକାଧିକ ବିବାହ କରୁଥିବା ନେଇ ଆମେ ଜାଣିଛେ । କିନ୍ତୁ ଆଜିକା ମଡର୍ଣ୍ଣ ସୋସାଇଟିରେ ଏକାଧିକ ବିବାହକୁ ନାପସନ୍ଦ କରାଯାଉଛି । କିନ୍ତୁ ଏହି ବ୍ୟକ୍ତିଙ୍କ ସହ ତାହା ହୋଇନାହିଁ । କାରଣ…

ଗଛ ଚଢିବା ପାଇଁ ଲାଗିଲା ମହାଯୁଦ୍ଧ: ଭାଇରାଲ ହେଉଛି ଗୋଟିଏ ଡଜନ କୋବ୍ରାଙ୍କ ଲଢେଇର ଏହି ଭିଡିଓ

ସାପକୁ ନେଇ ଅନେକ ମଜାଦାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । କେବେ ସାପ ସହ ଅନ୍ୟ ଜୀବଜନ୍ତୁଙ୍କ ଲଢେଇ ତ କେବେ ନିଜ ଭିତରେ । ତା ଛଡା ଏମିତି ଆହୁରି ଅନେକ ଭିଡିଓ ବି ସୋଶିଆଲ ମିଡିଆରେ ଘୁରି ବୁଲୁଛି । କିନ୍ତୁ…

ଏସ୍.ପିଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ: ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ

ଗଞ୍ଜାମ: ଗଞ୍ଜାମ ଏସ.ପିଙ୍କ ଅଫିସ ସାମନାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅଫିସ ଆଗରେ ଜଣେ ଯୁବକ ଆତ୍ମାହୁତି ପାଇଁ ଉଦ୍ୟମ କରିଛନ୍ତି । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ଏହି ଯୁବକ । ପେଟ୍ରୋଲ ଏବଂ ନିଆଁ…