Browsing Category

Featured

କେନ୍ଦୁଝରରେ ଅଘଟଣ: ବିଲ ଭିତରୁ ମା ଓ ପୁଅଙ୍କ ମୃତଦେହ ଉଦ୍ଧାର

ଆନନ୍ଦପୁର(ଓଡ଼ିଶା ଭାସ୍କର): ବିଲ ଭିତରେ ମାଆପୁଅଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନିପୁର ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ନିକଟ ଏକ ବିଲ ଭିତରୁ ମା ଓ ପୁଅଙ୍କ…

ହାର୍ଟକୁ ସୁସ୍ଥ ରଖିବା ପାଇଁ ଏହି ୨ଟି ଜିନିଷ ଆବଶ୍ୟକ: ଡାଏଟରେ କରନ୍ତୁ ସାମିଲ

ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣଙ୍କୁ ଖାଇବା ରୁଟିନ୍ ଓ ବ୍ୟାୟାମ ଜାରି ରଖିବା ଉଚିତ୍ । ଏହି ୨ଟି ଜିନିଷକୁ ନିଜ ଅଭ୍ୟାସରେ ସାମିଲ କରିନିଅନ୍ତୁ ଓ ଡାଏଟକୁ ଯଥାଦମ୍ଭବ ଭଲ ରଖନ୍ତୁ । ଆମର ଖାଇବା ପିଇବା ଓ…

ପାକିସ୍ତାନ ପଠାଇଥିବା ୨ ଆତଙ୍କୀ ଢେର: ଅମରନାଥ ଯାତ୍ରାରେ ବିଭ୍ରାଟ ପାଇଁ ଚାଲିଥିଲା ପ୍ଲାନ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗର ପୋଲିସକୁ ମିଳିଛି ଏକ ବଡ ସଫଳତା । ଲସ୍କର-ଇ-ତୋଇବାର ୨ ଆତଙ୍କୀଙ୍କୁ ଖୋଜି ମୃତ୍ୟୁଦଣ୍ଡ ଦେଇଛନ୍ତି ସୁରକ୍ଷାକର୍ମୀ । ଏହି ଗୁଳି ବିନିମୟରେ ଜଣେ ପୋଲିସକର୍ମୀ ମଧ୍ୟ ଆହତ ହୋଇଥିବା…

(Video) ବୋରୱେଲରେ ବାଳକ ଖସିପଡ଼ିବା ଘଟଣା: ଜିଲ୍ଲାପାଳ କହିଲେ- ‘କାଲି ରାତିରୁ କିଛି ଖାଇନି ରାହୁଲ’

ନୂଆଦିଲ୍ଲୀ: ଛତିଶଗଡ଼ରେ ବୋରୱେଲରେ କୁନି ପୁଅ ରାହୁଲ ଖସିପଡ଼ିବା ଘଟଣାରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି ବୋଲି କହିଛନ୍ତି ସ୍ଥାନୀୟ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ କହିବା…

‘ମୋ ନାମ ନେଲେ ସାରା ଦିନ ଖାଇବାକୁ ମିଳିବ ନାହିଁ’: କାହିଁକି ଏମିତି କହିଥିଲେ ବୀର ବଜରଙ୍ଗୀ

ଲଙ୍କାଗଡରେ ପହଞ୍ଚିବା ପରେ ବିଭୀଷଣଙ୍କୁ ଦେଖା କରିବା ପାଇଁ ବ୍ରାହ୍ମଣ ବେଶ ଧାରଣ କରିଥିଲେ ବୀର ହନୁମାନ । ଦୁଆରେ ଭକ୍ତ ଶ୍ରେଷ୍ଠ ମହାବୀରଙ୍କୁ ଦେଖି ବିଭୀଷଣ ମଧ୍ୟ ଅତି ସମ୍ମାନର ସହ ତାଙ୍କୁ ଭିତରକୁ ପାଛୋଟି ନେଇଥିଲେ…

ଜୁନ୍‌ରେ ନିଅଣ୍ଟିଆ ବର୍ଷା, ଓଡ଼ିଶାର ୩ ଜିଲ୍ଲା ବର୍ଷା ଶୂନ୍ୟ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଚଳିତ ବର୍ଷ ବର୍ଷା ଋତୁରେ ସ୍ୱାଭାବିକ ଠାରୁ ଅଧିକ ପରିମାଣର ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଓ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଥିଲେ…

ଗୋଡ଼ ହଲାଇବା ବି ଏକ ରୋଗ: ଜାଣନ୍ତୁ ଏହାର ଲକ୍ଷଣ ଓ ମୁକ୍ତି ପାଇବାର ଉପାୟ

ସମସ୍ତଙ୍କୁ କିଛି ନା କିଛି ଅଜବ ଅଭ୍ୟାସ ରହିଛି । କେହି ଗାଧୋଇବା ବେଳେ ଗୀତ ବୋଲନ୍ତି ତ ଆଉ କେତେକ ବସିବା ବେଳେ ଗୋଡ଼ ହଲାନ୍ତି । ତେବେ କିଛି ଲୋକ ସେମାନଙ୍କର ମନ ସ୍ଥିର କରିବାକୁ ଗୋଡ ହଲାନ୍ତି ତ ଆଉ କିଛି ଲୋକ ନିଜ…

ଭାରତରେ ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି, ଲୁଚାଛପାରେ ପରମାଣୁ ଶକ୍ତି ବଢ଼ାଉଛି ଡ୍ରାଗନ୍

ନୂଆଦିଲ୍ଲୀ: ବିଶ୍ୱର ମାତ୍ର ୯ଟି ଦେଶରେ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ଏହି ୯ଟି ଦେଶ ମଧ୍ୟରୁ ଭାରତ ଅନ୍ୟତମ । ଭାରତ ନିକଟରେ ଏବେ ୧୬୦ଟି ପରମାଣୁ ଅସ୍ତ୍ର ରହିଛି । କିନ୍ତୁ ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାସନାଲ୍‌ ପିସ୍‌…

ବ୍ୟାଟେରୀ ଚୋରୀ ରାକେଟର ପର୍ଦ୍ଦାଫାସ କଲା ଆସ୍କା ପୋଲିସ: ୪୦ ଲକ୍ଷରୁ ଅଧିକ ଟଙ୍କା ବ୍ୟାଟେରୀ ଜବତ, ୪ ଚୋର ଗିରଫ

ଆସିକା,(ଭାସ୍କର ନ୍ୟୁଜ):ଗଞ୍ଜାମ ଜିଲ୍ଲା ଆସ୍କା ପୋଲିସକୁ ମିଳିଛି ବଡ଼ ସଫଳତା । ଆସିକା ଥାନା ଅଧିକାରୀଙ୍କ ନେତ୍ୱତ୍ୱରେ ଏକ ଟିମ ଗଠନ କରି ବିଭିନ୍ନ ଥାନା ଇଲାକାରେ ଚଢ଼ଉ କରିଥିଲେ । କବି ସୂର୍ଯ୍ୟାନଗର ଅଧୀନ ଝାଡବନ୍ଧ…

କୋଟିଆରେ ଥମୁନି ଆନ୍ଧ୍ରର ଦାଦାଗିରି: ନବୀନଙ୍କ ପୋଷ୍ଟର ଚିରିଲେ, ଜଗନଙ୍କର ମାରିଲେ

କୋରାପୁଟ (ଭାସ୍କର ନ୍ୟୁଜ୍‌) : କୋରାପୁଟର କୋଟିଆକୁ ନିଜ ହେପାଜତକୁ ନେବା ପାଇଁ ଆନ୍ଧ୍ର ସରକାର ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖିଛନ୍ତି । କେତେବେଳେ କୋଟିଆକୁ ନିଜର କରି ସେଠାକାର ଅଧିବାସୀମାନଙ୍କୁ ମନାଇବା ପାଇଁ…