Browsing Category

Featured

ଫ୍ରଡ ମୋବାଇଲ ସିମ୍ ଗ୍ୟାଙ୍ଗର ପର୍ଦ୍ଦାଫାସ: କ୍ରାଇମବ୍ରାଞ୍ଚ ଏଡିଜି କଲେ ଖୁଲାସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫ୍ରଡ଼୍ ସିମ୍ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ସାଇବର ଟିମ୍ । ଏନେଇ ପ୍ରେସମିଟରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏହି ମାମଲାରେ ମୁଖ୍ୟ…

ଭାଇଚାରାର ଉଦାହରଣ, ଅଜାନ ସମୟରେ ଲାଉଡସ୍ପିକର ବନ୍ଦ ରଖିଲା ହନୁମାନ ମନ୍ଦିର

ପାଟନା: ବିହାରର ପାଟନାରେ ପରସ୍ପର ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ଏକ ଉଦାହରଣ ଦେଖିବାକୁ ମିଳିଛି। ରବିବାର ପାଟନାର ହନୁମାନ ମନ୍ଦିର ଅଜାନ ସମୟରେ ନିଜର ଲାଉଡ ସ୍ପିକର ବନ୍ଦ କରିଛି। ମସଜିଦ ଏବଂ ମନ୍ଦିର ମଧ୍ୟରେ ଦୂରତା…

ଆସନ୍ତାକାଲି ଠାରୁ ପିଏମ୍ ମୋଦୀଙ୍କ ବିଦେଶ ଯାତ୍ରା ଆରମ୍ଭ: ୬୫ ଘଣ୍ଟାରେ ୨୫ଟି ବୈଠକ, ୮ ବିଶ୍ୱନେତାଙ୍କ ସହ ମୁଲାକାତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ନିଜର ପ୍ରଥମ ବିଦେଶ ଯାତ୍ରା ମେ ମାସ ୨ ତାରିଖଠାରୁ ଆରମ୍ଭ କରିବେ । ମୋଦୀ ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରି ୭ଟି ଦେଶର ୮ ଜଣ ବିଦେଶୀ ନେତାଙ୍କ ସହ…

ଓଡେଶା ଏୟାରପୋର୍ଟକୁ ଧ୍ଵଂସ କଲା ରୁଷ, ପ୍ରତିଶୋଧ ନେଲା ୟୁକ୍ରେନ, ମାରି ଖସାଇଲା ନଅଟି ବିମାନ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଲଢେଇର ଆଜି ହେଉଛି ୬୭ତମ ଦିନ। ଯୁଦ୍ଧରେ ଛାରଖାରର ଦ୍ଵାର ଦେଶରେ ୟୁକ୍ରେନ। ଏହା ସତ୍ତ୍ଵେ ବି ୟୁକ୍ରେନ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହେଁ। ରୁଷ ରବିବାର ଓଡେଶା ବିମାନ…

ଶ୍ରମିକଙ୍କ ପାଇଁ ଗୋଟିଏ ଦିନ: ପଥର ଚିତ୍ରକଳାରେ ପ୍ରିୟଙ୍କାଙ୍କ ଶୁଭେଚ୍ଛା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବରେ ପାଳନ କରାଯାଏ । ଆଉ ଚଳିତ ବର୍ଷର ଥିମ ରହିଛି \'Act together to build a positive safety and health culture'. ଏହି ଦିବସରେ…

ଲଜ୍ଜା: ବାପା ଥିଲେ ରାଜ୍ୟ କ୍ୟାବିନେଟର ଜଣେ ମନ୍ତ୍ରୀ: ଗାଡ଼ି ଚୋରି ଓ ଲୁଟ୍ ମାମଲାରେ ପୁଅକୁ ଧରିଲା ପୋଲିସ

ନୂଆଦିଲ୍ଲୀ: ଆଜିକାଲି ଦିନକୁ ଦିନ ଚୋରି, ଡକାୟତି ପରି ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ତେବେ ଏହି କ୍ରମରେ ଜଣେ ରାଜନେତାଙ୍କ ପୁଅଙ୍କ ନାମ ସାମ୍ନାକୁ ଆସିଛି । ନିକଟରେ ବିହାର ପୋଲିସର ସ୍ପେଶାଲ ଟିମ୍ ଗାଡ଼ି ଚୋରି ଓ…

ବିଡିଓଙ୍କୁ ମାଡ଼ ଘଟଣା: BJP ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଡିଓଙ୍କୁ ମାଡ଼ ଘଟଣାରେ ପୋଲିସ ନେଇଛି ବଡ଼ ଆକ୍ସନ । ଏହି ମାମଲାରେ ଦେବଗଡର ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ କରାଯାଇଛି ଗିରଫ । ଭୁବନେଶ୍ୱର କ୍ୱାର୍ଟର୍ସରୁ ବିଧାୟକଙ୍କୁ ଗିରଫ…

ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିଲା, ଏହି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ନୂଆଦିଲ୍ଲୀ: ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଗୁଜୁରାଟରେ କ୍ଷମତାସୀନ…

ସକ୍ରିୟ ହେଉଛି କାଳବୈଶାଖୀ ପ୍ରକ୍ରିୟା, ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏବେ ପାଣିପାଗରେ ପରିବର୍ତ୍ତନ ହେଉଛି । ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି । ଦକ୍ଷିଣ ତଥା…

ଶ୍ରମିକ ଦିବସରେ ନବୀନଙ୍କ ଭେଟି: ବଢିଲା ଶ୍ରମିକଙ୍କ ମଜୁରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମେ ୧ ତାରିଖ ଶ୍ରମିକ ଦିବସ ଉପଲକ୍ଷେ ରାଜ୍ୟ ସରକାର ସବୁ ବର୍ଗର ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି। ଶ୍ରମିକମାନଙ୍କୁ ଦୈନିକ ୧୧ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଭତ୍ତା ଆକାରରେ ଦେବାକୁ…