CHARIDHAM
Browsing Category

Featured

ଆପଣଙ୍କ ବାଇକ୍ ସାମ୍ନାରେ ହଠାତ୍ ବିଲେଇଟିଏ ଚାଲିଗଲେ ଆପଣ କ’ଣ କରନ୍ତି: ଜାଣନ୍ତୁ ଏହା ଶୁଭ ନା ଅଶୁଭ ଲକ୍ଷଣ?

ଅନେକ ସମୟରେ ଆପଣମାନେ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ବିଲେଇଟିଏ ଆପଣଙ୍କୁ ସାମ୍ନାକୁ ଆସିଗଲେ, ଆପଣ ସେଠାରେ ସଙ୍ଗେସଙ୍ଗେ ଅଟକି ଯାଇଥାନ୍ତି । ତେବେ ଶୁଭ କାର୍ଯ୍ୟରେ ଯାଉଥିବା ବେଳେ ବିଲେଇ ଦେଖିଲେ ଅନେକ ଲୋକ ଅଶୁଭ…

ଏହି ତାରିଖରୁ ଭିଜିବ ରାଜଧାନୀ: ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଜାରି

ନୂଆଦିଲ୍ଲୀ: ଭୀଷଣ ଗରମ ଏବଂ ତାତିରୁ କୁବ ଶୀଘ୍ର ମୁକ୍ତି ପାଇବେ ରାଜଧାନୀବାସୀ । ଦିଲ୍ଲୀରେ ଗତ କିଛି ଦିନରୁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିନ୍ତୁ ଏହି ସମୟରେ ମୌସୁମୀକୁ ନେଇ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି…

୯୯ ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କ ପରଲୋକ

ସ୍ୱାଧୀନତା ଆଣିବା ପାଇଁ ବହୁ ସ୍ୱାଧୀନତା ସଂଗ୍ରାମୀ ଦେଶ ପାଇଁ ଲଢିଥିବା ଆପଣମାନେ ଜାଣିଥିବେ କିନ୍ତୁ ସ୍ୱାଧୀନତା ସଂଗ୍ରାମୀ ସାରଦା ରାୟ ଥିଲେ ଅନ୍ୟତମ । ଦେଶର ସ୍ୱାଧୀନତା ପାଇଁ ଲଢିଥିବା ସାରଦା ଆଉ ଆଜି ଆମ ଗହଣରେ…

କଟକରେ ଟି-୨୦ରେ ଭାରତର ପ୍ରଦର୍ଶନ ୫୦-୫୦: କ’ଣ ହେବ ଆଜିର ରେଜଲ୍ଟ

କଟକ: କଟକର ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଦ୍ୱିତୀୟ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରି ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୯ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଭୁବନେଶ୍ୱରରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି: ବାରମାଟୀ ମ୍ୟାଚରେ ରହିବେ ଉପସ୍ଥିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରାବାଟୀରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ସୌରଭ ଗାଙ୍ଗୁଲି ମ୍ୟାଚରେ ଆଜିର ମ୍ୟାଚରେ ଉପସ୍ଥିତ ରହିବେ…

ବିଗିଡ଼ିଲା ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା, ମେଡିକାଲରେ ଭର୍ତ୍ତି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବିଷୟରେ ବଡ ଖବର ଆସିଛି। ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହା ପରେ ତାଙ୍କୁ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଫଟୋରେ ଦେଖାଯାଉଛି କ’ଣ? ଉତ୍ତରରୁ ଜଣାପଡ଼ିବ ଆପଣଙ୍କ ବ୍ୟକ୍ତିତ୍ୱ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଫଟୋ ସାମ୍ନାକୁ ଆସିଥାଏ । ଯାହା ସହଜରେ ନ୍ଦ୍ୱନ୍ଦରେ ପକାଇଥାଏ । ସାଧାରଣ ଦେଖାଯାଉଥିଲେ ଏହି ଫଟୋ ଅନେକ କଥା କହିଥାଏ । କାରଣ ଗୋଟିଏ ଫଟୋରେ ଅନେକ ଚେହେରା ଦେଖିବାକୁ…

ବୁଲା କୁକୁରଙ୍କ ଆକ୍ରମଣରେ ଚାଲିଗଲା ୫ ବର୍ଷର ଶିଶୁ ଜୀବନ: ଭଉଣୀର ସାମ୍ନାରେ ଘଟିଗଲା ଅଘଟଣ

କୁକୁରକୁ ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଏ । କିନ୍ତୁ ଏହା ହୁଏତ ବୁଲା କୁକୁରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନଥାଏ । କାରଣ ଅନେକ ସମୟରେ ଏହି ବୁଲା କୁକୁରଙ୍କ ପ୍ରାଦୁର୍ଭାବ ମଣିଷକୁ ଅଡ଼ୁଆରେ ପକାଇଥାଏ ।…

ସୀମା ଟପିଲା ବର୍ବରତା, ଯୌତୁକ ନ ଆଣିବାରୁ ସ୍ତ୍ରୀଙ୍କ ପ୍ରାଇଭେଟ ପାର୍ଟରେ ପୁରାଇଦେଲେ ବୋତଲ

ବରେଲି(ଓଡ଼ିଶା ଭାସ୍କର): ଯୌତୁକ ନଦେବାରୁ ମହିଳାଙ୍କ ପ୍ରାଇଭେଟ ପାର୍ଟରେ ଅମାନୁଷିକ ଅତ୍ୟାଚାର କରିଛନ୍ତି ସ୍ୱାମୀ। ସାଧାରଣତଃ ଘରର ଚାରି କାନ୍ଥରେ ମହିଳାଙ୍କ ଉପରେ ଅତ୍ୟାଚାର ମାମଲା ସାମ୍ନାକୁ ଆସିଥାଏ। ଏବେ ଏପରି ଏକ…