
Browsing Category
Featured
ବରକୁ ସାଙ୍ଗରେ ଧରି ଛୁ ମାରିଲା ଘୋଡ଼ା, ଭିଡିଓ ଦେଖିଲେ ଆପଣବି ହସିବେ
ସୋସିଆଲ ମିଡିଆରେ ବିବାହକୁ ନେଇ ଅନେକ ସମୟରେ ଭିଡିଓ ଭାଇରାଲ ହୋଇଥାଏ । କେତେବେଳେ ବରଯାତ୍ରୀଙ୍କ କାରନାମା ତ’ କେତେବେଳେ ବର-କନ୍ୟାଙ୍କ ଅଜବ ହରକତ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ଏଭଳି ଏକ…
ଟ୍ରେନରେ ଯିବାବେଳେ ଢୁଳୋଉଥିଲେ ବ୍ୟକ୍ତି, ହେଲା ଏମିତି, ଦେଖନ୍ତୁ ଭିଡିଓ…
ଅନେକ ସମୟରେ ଟ୍ରେନ କିମ୍ବା ବସରେ ଯାତ୍ରା କଲାବେଳେ ଅନେକ ଲୋକଙ୍କୁ ନିଦ ଆସିଥାଏ ଏବଂ ସେମାନେ ଢ଼ୁଳେଇବାରେ ଲାଗିଥାନ୍ତି । ଆଉ ଢ଼ୁଳେଇବାବେଳେ କେତେବେଳେ ଅନ୍ୟ ଷ୍ଟପେଜକୁ ଚାଲିଯାଇଥାନ୍ତି ତାହା ମଧ୍ୟ ଜାଣିପାରନ୍ତିନି ।…
ନେତା କହିଲେ ଆରଏସଏସ ପାଖରେ କଲେଜ, ଡାକ୍ତରଖାନା, ସବୁକିଛି ଅଛି ଏବଂ କଂଗ୍ରେସର କାର୍ଯ୍ୟଳୟ ମଧ୍ୟ ନାହିଁ
ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିରରେ କଂଗ୍ରେସ ଦଳର ଉତ୍ଥାନ ପାଇଁ ମାନସ ମନ୍ଥନ ଚାଲିଛି । ଏହି ଅବସରରେ ଦଳ ଚଳାଇବାକୁ ଟଙ୍କା ନାହିଁ ବୋଲି ନେତାମାନେ କହିଛନ୍ତି। କର୍ପୋରେଟରମାନେ ପାଣ୍ଠି ଦେଉ ନାହାନ୍ତି । ପାର୍ଟି…
ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମାଣିକ ସାହା, ଖୋଲାଖୋଲି କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତିକୁ ବିରୋଧ କଲେ ବିଧାୟକ
ତ୍ରିପୁରାରେ ହଟାତ୍ ଦେଖାଦେଇଥିବା ରାଜନୈକ ଘଟଣା କ୍ରମେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ୍ ଇସ୍ତଫା ଦେଇଛନ୍ତି । ଏହାପରେ ଡାକ୍ତର. ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ପକ୍ଷରୁ ଘୋଷଣା ହେବା ସହ ସେ…
ଚିନ୍ତନ ଶିବିରରେ ସୋନିଆଙ୍କ ଆଗରେ ଉଠିଲା ଦାବି, କ’ଣ ପ୍ରିୟଙ୍କା ଗାନ୍ଧୀ ହେବେ କଂଗ୍ରେସ ଅଧ୍ୟକ୍ଷ?
ଉଦୟପୁର: ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ କଂଗ୍ରେସର ଉତ୍ଥାନ ପାଇଁ ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିରରେ ଚାଲିଛି ମାନସ ମନ୍ଥନ । ଏହି ବୈଠକରେ ଶନିବାର ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ଆଚାର୍ଯ୍ୟ…
ମାନିବାକୁ ପଡ଼ିବ ବୃଦ୍ଧଙ୍କ ସାହସ, ୨୮ ପତ୍ନୀଙ୍କ ସାମ୍ନାରେ କଲେ ୩୭ ତମ ବିବାହ
ପୁରୁଣା କାଳରେ ରାଜା ମହାରାଜ ମାନେ ଏକାଧିକ ବିବାହ କରୁଥିବା ନେଇ ଆମେ ଜାଣିଛେ । କିନ୍ତୁ ଆଜିକା ମଡର୍ଣ୍ଣ ସୋସାଇଟିରେ ଏକାଧିକ ବିବାହକୁ ନାପସନ୍ଦ କରାଯାଉଛି । କିନ୍ତୁ ଏହି ବ୍ୟକ୍ତିଙ୍କ ସହ ତାହା ହୋଇନାହିଁ । କାରଣ…
ଗଛ ଚଢିବା ପାଇଁ ଲାଗିଲା ମହାଯୁଦ୍ଧ: ଭାଇରାଲ ହେଉଛି ଗୋଟିଏ ଡଜନ କୋବ୍ରାଙ୍କ ଲଢେଇର ଏହି ଭିଡିଓ
ସାପକୁ ନେଇ ଅନେକ ମଜାଦାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । କେବେ ସାପ ସହ ଅନ୍ୟ ଜୀବଜନ୍ତୁଙ୍କ ଲଢେଇ ତ କେବେ ନିଜ ଭିତରେ । ତା ଛଡା ଏମିତି ଆହୁରି ଅନେକ ଭିଡିଓ ବି ସୋଶିଆଲ ମିଡିଆରେ ଘୁରି ବୁଲୁଛି । କିନ୍ତୁ…
ଏସ୍.ପିଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ: ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
ଗଞ୍ଜାମ: ଗଞ୍ଜାମ ଏସ.ପିଙ୍କ ଅଫିସ ସାମନାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅଫିସ ଆଗରେ ଜଣେ ଯୁବକ ଆତ୍ମାହୁତି ପାଇଁ ଉଦ୍ୟମ କରିଛନ୍ତି । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ଏହି ଯୁବକ । ପେଟ୍ରୋଲ ଏବଂ ନିଆଁ…
କାଶ୍ମୀର ପଣ୍ଡିତ ରାହୁଲ ଭଟଙ୍କ ହତ୍ୟା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଓମାର ଅବଦୁଲ୍ଲା
ଜାମ୍ମୁ କାଶ୍ମୀର: ଘାଟିରୁ ଧାରା ୩୭୦ ହଟିଲେ ଶାନ୍ତି ଫେରିବ ବୋଲି କେନ୍ଦ୍ର ସରକାର ବା ବିଜେପିର କେନ୍ଦ୍ରୀୟ ନେତୃତ୍ୱ କହିଥିଲେ । ଯାହା ଏପର୍ଯ୍ୟନ୍ତ ଦେଖାଯାଉ ନାହିଁ ବୋଲି କହିଛନ୍ତି ଜାମ୍ମୁ କାଶ୍ମୀରର ପୁର୍ବତ୍ତନ…
ମାଣିକ ଶାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ହେଲା ନିଷ୍ପତ୍ତି
ବିପ୍ଲବ ଦେବ କୁମାର ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ମାଣିକ ଶାହା ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଶନିବାର ବିପ୍ଲବ ଦେବ କୁମାର ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…