CHARIDHAM
Browsing Category

Featured

ଏସ୍‌ଟିଏଫ୍‌କୁ ବଡ ସଫଳତା: ଖୋର୍ଦ୍ଧାର ଦଧିମାଛଗଡ଼ିଆ ଅଞ୍ଚଳରୁ ଜବତ ହେଲା୧ କେଜି ୪୨ ଗ୍ରାମ୍‌ ବ୍ରାଉନ୍‌ସୁଗର, ୩ ଗିରଫ

ଖୋର୍ଦ୍ଧା (ଭାସ୍କର ନ୍ୟୁଜ୍‌) : ଖୋର୍ଦ୍ଧାର ଦଧିମାଛଗଡ଼ିଆ ଅଞ୍ଚଳରୁ ଏସ୍‌ଟିଏଫ୍‌ ୧ କେଜି ୪୨ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇ ପଚରା ଉଚରା ଚାଲୁ ରହିଛି । ଜବତ ବ୍ରାଉନ…

ରାଶିଫଳ(ଶୁକ୍ରବାର,୧୩ ମେ,୨୦୨୨)

ମେଷ - ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ ॥ ବୃଷ -…

ରାଜ୍ୟରେ ବଦଳିଲା ପାଣିପାଗ: କମିଲା ବର୍ଷା.. ବଢ଼ିଲା ତାତି , ୧୫ ତାରିଖଠୁ ଉପରମୁହାଁ ହେବ ପାରଦ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଦୂର ହେଲା ବାତ୍ୟା ଅସାନୀ ଭୟ । ଏହା ଓଡ଼ିଶାକୁ ନ ଆସି ଆନ୍ଧ୍ରରେ ତାଣ୍ଡବ ରଚିଲା ।ଅବପାତରେ ପରିଣତ ହୋଇ ସମୁଦ୍ର ଭିତରକୁ ଚାଲିଗଲା ଅସାନୀ। ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା…

ସ୍ୱିମିଙ୍ଗ ପୁଲରେ ଋଷ ନାବାଳିକାଙ୍କୁ ଦୁଷ୍କର୍ମ: କର୍ଣ୍ଣାଟକରୁ ଗିରଫ ହେଲା ଅଭିଯୁକ୍ତ ଦୁଷ୍କର୍ମକାରୀ

ଗୋଆ: ଋଷର ୧୨ ବର୍ଷୀୟ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହୋଇଛି ଯୁବକ । କର୍ଣ୍ଣାଟକ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ଗୋଆ ପୋଲିସ । ତେବେ ସେ ଜଣେ ବିବାହିତ ପୁରୁଷ ବୋଲି ଜାଣିବାକୁ ମିଳିଛି । ସବୁଠୁ…

ଦୁଇଥର ପ୍ରଧାନମନ୍ତ୍ରୀ ହେବା ଯଥେଷ୍ଟ ନୁହେଁ, ମୁଁ ଅନ୍ୟ ଏକ ଧାତୁରେ ନିର୍ମିତ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୁଆଦିଲ୍ଲୀ: ଦୁଇଥର ପ୍ରଧାନମନ୍ତ୍ରୀ ହେବା ଜଣେ ବ୍ୟକ୍ତିଙ୍କ ଲାଗି ପର୍ଯ୍ୟାପ୍ତ ନୁହେଁ । ଲଗାତାର ଦୁଇଥର ପ୍ରଧାନମନ୍ତ୍ରୀ ହେବା ପରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ…

ଭାଙ୍ଗିଗଲା ଚେନ୍ନାଇର ପ୍ଲେଅଫ ଆଶା: କଷ୍ଟକର ରାସ୍ତାରେ ଧୋନୀଙ୍କୁ ଅଟକାଇ ଦେଲା ମୁମ୍ବାଇ

ମୁମ୍ବାଇ: ମୁମ୍ବାଇ ବିପକ୍ଷରେ ମ୍ୟାଚ ହାରିବା ସହ ଚେନ୍ନାଇର ପ୍ଲେଅଫ ସ୍ୱପ୍ନ ଧୂଳିସାତ ହୋଇଯାଇଛି । କ୍ୱାଲିଫାଏ କରିବା ପାଇଁ ଯେଉଁ ଟିକିଏ ଆଶା ଥିଲା ତାହା ମଧ୍ୟ ଏହି ପରାଜୟ ସହିତ ମାଟିରେ ମିଶି ଯାଇଛି । ବ୍ୟାଟିଂ…

ଏମ୍ସ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ

ଭୁବନେଶ୍ୱର: କୋଭିଡ ମହାମାରୀ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଦୁର୍ବଳ ନିବେଶ ଏବଂ ଅବହେଳାକୁ ସାମ୍ନାକୁ ଆଣିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା(ନର୍ସ) ମାନଙ୍କର ଏକ ପ୍ରମୁଖ ଭୂମିକା…

ଆମେ କରୋନା ବିରୋଧରେ ଏକ ଲୋକକେନ୍ଦ୍ରିକ ରଣନୀତି ଗ୍ରହଣ କରିଛୁ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦ୍ୱିତୀୟ ଗ୍ଲୋବାଲ କୋଭିଡ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ଭାରତରେ କରୋନା ବିରୋଧରେ ଏକ ଲୋକକେନ୍ଦ୍ରିକ ରଣନୀତି ଗ୍ରହଣ…

ଚେନ୍ନାଇକୁ ମିଳୁନି ଭାଗ୍ୟର ସାଥ: ନଟ ଆଉଟରେ ବି ରିଭ୍ୟୁ ନ ନେଇ ପାରି ପାଭିଲିୟନ ଫେରିଲେ କନୱେ

ମୁମ୍ବାଇ: ଚଳିତ IPLରେ ଚେନ୍ନାଇ ସୁପର କିଙ୍ଗସକୁ ସତେ ଯେମିତି କାହା ନଜର ଲାଗି ଯାଇଛି । ଭାଗ୍ୟ ବି ଏଥର ଚେନ୍ନାଇର ସାଥ ଦେବାକୁ ମନା କରି ଦେଇଛି । ଆହତ ସମସ୍ୟା ଏବେ ପର୍ଯ୍ୟନ୍ତ ଦଳର ଚିନ୍ତା ରହିଛି । ଜଣକ ପରେ ଜଣେ…

ଆଜିଠାରୁ ଉତ୍ତରପ୍ରଦେଶର ମଦ୍ରାସାରେ ଜାତୀୟ ସଂଗୀତ ଗାନ କରିବା ବାଧ୍ୟତାମୂଳକ

ଲକ୍ଷ୍ନୌ: ଗୁରୁବାର ଠାରୁ ଉତ୍ତରପ୍ରଦେଶର ସମସ୍ତ ମଦ୍ରାସାରେ ଜାତୀୟ ସଂଗୀତ "ଜନ ଗଣ ମନ" ଗାନ କରିବା ବାଧ୍ୟତାମୂଳକ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡର ରେଜିଷ୍ଟ୍ରାର…