
Browsing Category
Featured
(Video)ରାହୁଲ ଗାନ୍ଧୀଙ୍କ ପରେ ବିଜେପି ସେୟାର କଲା କଂଗ୍ରେସର ନୂଆ ‘ପାର୍ଟି ଭିଡିଓ’; କହିଲା- ‘ଯେମିତି ରାଜାକୁ ସେମିତି ପ୍ରଜା’
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେପାଳ ଭିଡିଓ ପରେ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ଏଥର ଏପ ପାଟି ଭିଡିଓ ସେୟାର କରି ତାଚ୍ଛଲ୍ୟ କରି କହିଛି ଯେ, ଅନେକ ପ୍ରସଙ୍ଗରେ ଫସିଥିବା ବେଳେ କଂଗ୍ରେସର…
ବିବାହ ନହେବାକୁ ନେଇ ପ୍ରଶ୍ନରେ ଏମିତି କହିଲେ କଙ୍ଗନା!
ବଲିଉଡ କ୍ୱିନ କଙ୍ଗନା ରଣାୱତ ଜଣେ କଠୋର ଅଭିନେତ୍ରୀ ଭାବରେ ଜଣାଶୁଣା । ଅଭିନେତ୍ରୀ ନିଜର କଟ୍ଟୁ ସମାଲୋଚନାରେ ଅନେକଙ୍କ ମୁହଁ ବନ୍ଦ କରିଦେଇଥାନ୍ତି । କଙ୍ଗନା ଅନେକ ସମୟରେ ନିଜର ମନ୍ତବ୍ୟକୁ ନେଇ ବିବାଦରେ ମଧ୍ୟ…
ବଦଳିଲେ ଦେଶର ନିର୍ବାଚନ କମିଶନର, ଜାଣନ୍ତୁ କିଏ ହେଲେ ନୂଆ ମୁଖ୍ୟ ନିର୍ବାଚନ ଆୟୋଗ…
ନୂଆଦିଲ୍ଲୀ: ରାଜୀବ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଛି । ସେ ୧୫ ମେ ରେ କାର୍ଯ୍ୟଭାର ଗ୍ରହଣ କରିବେ । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ…
ବ୍ରଜରାଜନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିସାରିଛି ନିର୍ବାଚନୀ ବିଗୁଲ । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ବ୍ରଜରାଜନଗର…
ମିଶ୍ରିତ ଚାଷ କରି ଲାଭବାନ୍ ହେଉଛନ୍ତି ଚାଷୀ, ଗୋଟିଏ ଜାଗାରେ ୨ ପ୍ରକାର ଚାଷ, ଗୋଟିଏ କ୍ଷତି ହେଲେ ଅନ୍ୟଟି ହେଉଛି ଲାଭ
ମୟୂରଭଞ୍ଜ: ମିଶ୍ରିତ ଚାଷ କରି ଲାଭବାନ୍ ହେଉଛନ୍ତି ଚାଷୀ । ଗୋଟିଏ ଜାଗାରେ କରାଯାଉଛି ୨ ପ୍ରକାର ଚାଷ । ଗୋଟିଏ କ୍ଷତି ହେଲେ ଅନ୍ୟଟି ହେଉଛି ଲାଭ । ସରକାରୀ ସହାୟତା ବିନା ନିଜ ଖର୍ଚ୍ଚରେ ଏଭଳି ଚାଷ କରି ଲାଭବାନ ମଧ୍ୟ…
LIC IPO: ନିବେଶକଙ୍କୁ ଆଜି ହେବ ଶେୟାର ଆବଣ୍ଟନ, ଘରେ ବସି ଏହି ଉପାୟରେ ଚେକ୍ କରନ୍ତୁ ଆପଣଙ୍କ ଷ୍ଟାଟସ
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଏଲଆଇସି ଆଇପିଓର ବିଡ୍ ପ୍ରକ୍ରିୟା ଶେଷ ହେବା ପରେ ଆଜି ଗୁରୁବାର ଶେୟାର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ । ଦୀପମ ସଚିବ ଆଇପିଓ ସବସ୍କ୍ରାଇବ୍ କରିବାର ଶେଷ ଦିନ ଅର୍ଥାତ୍ ମେ ୯ ରେ କହିଥିଲେ…
ହନିଟ୍ରାପରେ ଫସିଲେ ଭାରତୀୟ ବାୟୁସେନାର ଯବାନ: ବାନ୍ଧିଲା କ୍ରାଇମବ୍ରାଞ୍ଚ, ଫୋନ୍ ସେକ୍ସ ମାଧ୍ୟମରେ…
ନୂଆଦିଲ୍ଲୀ: ଆଜିକାଲି ଶତ୍ରୁମାନେ ଦେଶର କ୍ଷତି କରିବାକୁ ଗୁପ୍ତଚରଙ୍କୁ ଅସ୍ତ୍ର ଭାବେ ବ୍ୟବାହର କରୁଛନ୍ତି । ଏଥିପାଇଁ କିଛି ଦେଶ ହନିଟ୍ରାପର ବ୍ୟବହାର କରି ଅନ୍ୟ ଦେଶର ଯବାନମାନଙ୍କୁ ନିଜର ଟାର୍ଗେଟ କରୁଛନ୍ତି,…
ଆପଣଙ୍କ ପାନ୍ କାର୍ଡର ହେଉନି ତ’ ଦୂରପଯୋଗ, ଏଭଳି କରନ୍ତୁ ଚେକ୍
ନୂଆଦିଲ୍ଲୀ: ପାନ୍ କାର୍ଡ କୌଣସି ଆର୍ଥିକ ନେଣଦେଣ ପାଇଁ ଏକ ଜରୁରୀ ଦସ୍ତାବେଜ । ପାନ୍ ର ୧୦ ଡିଜିଟ୍ କୋଡରେ ପାନ୍ ଧାରକଙ୍କ କିଛି ମହତ୍ୱପୂର୍ଣ୍ଣ ସୂଚନା ରହିଥାଏ । ତେବେ ବର୍ତ୍ତମାନ ପାନ୍ କୁ ନେଇ ବିଭିନ୍ନ ଘୋଟାଲା…
ଏହି ସରକାରୀ ଯୋଜନାରେ ମିଳୁଛି ୩୦ ଲକ୍ଷ! ଜମା କରିବାକୁ ପଡିବ କେବଳ ୧୦,୧୦୦ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ: ୧୦,୧୦୦ ଟଙ୍କା ଜମା କରିବା ଉପରେ ଆପଣଙ୍କୁ ୩୦ ଲକ୍ଷ ଟଙ୍କା ଦେବେ ସରକାର । ଏଥିପାଇଁ ସରକାର ଏକ ଚିଠି ଜାରି କରିଛନ୍ତି । ତେବେ ଭାରତ ସରକାର ଓ ଅଶୋକ ସ୍ତମ୍ଭ ସହ ସର୍କୁଲେଟ ହୋଇଥିବା ଏକ ଚିଠିରେ ଦାବି…
ଜରଡା ଘାଟିରେ ଓଲଟିଲା ଯାତ୍ରାପାର୍ଟି ବସ୍, ୨୩ ଗୁରୁତର ୨୦ ରୁ ଅଧିକ ଆହତ
କାମାକ୍ଷାନଗର: ଘାଟିରେ ବସ୍ ଓଲଟିବାରୁ ଆହତ ହେଲେ ୩୦ ରୁ ଅଧିକ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଜରଡା ଘାଟିରେ ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ଯାତ୍ରାପାର୍ଟି ବସ୍ ଜଗଦମ୍ବା ଭାରସାମ୍ୟ…